Monthly Archives

March 2022

କୋଣାର୍କ ଏନଏସିର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କଲେ ସଂଯୁକ୍ତା ତ୍ରିପାଠୀ

ପୁରୀ : ଚଳିତ ପୌର ନିର୍ବାଚନ ର ଫଳାଫଳ ଘୋଷଣା ପରେ କୋଣାର୍କ ଏନଏସିରେ ବିଜୁ ଜନତା ଦଳ ବାଜିମାତ କରିଥିବା ବେଳେ ବିଜୁ ଜନତା ଦଳ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ବିଜୁ ଜନତା ଦଳର ପ୍ରାର୍ଥିନୀ ସଂଯୁକ୍ତା ତ୍ରିପାଠୀ ବିଜୁ ଜନତା କାର୍ଯ୍ୟାଳୟରୁ ନିଜର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ…
Read More...

ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ଛଡାଯାଉ : ବିରୋଧୀ

ଭୁବନେଶ୍ୱର: କରୋନା ଆଳରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ନେଇ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି । ତେବେ ତୁରନ୍ତ ଗଣମାଧ୍ୟମକୁ ଲୋକସେବା ଭବନ ଭିତରକୁ ଛଡ଼ାଯିବା ପାଇଁ ବିରୋଧୀ ଦଳର ସଦସ୍ୟ ଆଜି ବିଧାନସଭାରେ ଦାବି କରିଛନ୍ତି । ବିରୋଧୀ ଦଳ…
Read More...

ବଜେଟ୍‌ ଅଧିବେଶନ ପରେ ବଦଳିବ ମନ୍ତ୍ରୀମଣ୍ଡଳ ଚେହେରା !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ମ ପାଳି ମୁଖ୍ୟମନ୍ତ୍ରୀତ୍ୱ ସମୟ ଏବେକୁ ପାଖାପାଖି ୩ ବର୍ଷ ପୂରଣ ହେବାକୁ ଯାଉଛି । ଆସନ୍ତା ୨୦୨୪ରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବ । ତେବେ ମୁଖ୍ୟମନ୍ତ୍ରୀ ଚାହିଁଲେ ରାଜ୍ୟରେ ବିଧାନସଭା ନିର୍ବାଚନ ଏହାର ଯଥେଷ୍ଟ ପୂର୍ବରୁ କରିପାରିବେ ।…
Read More...

ଏପ୍ରିଲରେ ଜୟପୁରରୁ ଉଡ଼ିବ ବିମାନ

ଜୟପୁର: ଜୟପୁରବାସୀଙ୍କ ପାଇଁ ଖୁସିର ଖବର । ଅତିଶୀଘ୍ର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ଭିତ୍ତିଭୂମି ଯାଞ୍ଚ କରି ଫେରିଛନ୍ତି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ବିଶେଷଜ୍ଞ । ପ୍ରାଥମିକ ପର୍ଯ୍ୟାୟରେ ୯ସିଟ ବିଶିଷ୍ଟ ବ୍ୟବସାୟିକ ବିମାନ ଉଡାଣ ପାଇଁ ଜୟପୁର ଏୟାର ଷ୍ଟ୍ରିପରେ ପ୍ରସ୍ତୁତି…
Read More...

ପୌରାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ନିକୁ ସାହୁ

କେନ୍ଦୁଝର : କେନ୍ଦୁଝରଗଡ ପୌରପାଳିକାର ନୂତନ ଅଧ୍ୟକ୍ଷା ଭାବରେ ନିକୁ ସାହୁ ଗତ ୩୦ ତାରିଖରେ ପୌର ପ୍ରଶାସକ ଡ.ବିଦ୍ୟୁସ୍ମିତା ସାମନ୍ତରାୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ସମସ୍ତ ୮ ଟି ୱାର୍ଡର ବିଜୟୀ ବିଜେପି କାଉନସିଲର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ…
Read More...

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା : ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ, ରିଭଲଭର ଜବତ

ପାଟଣାଗଡ଼,୩୦/୩- ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ସମିତିସଭ୍ୟା ବନୀତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିକରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ସମିତି ସଭ୍ୟା ବନୀତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ…
Read More...

ଆସନ୍ତା ୧ରୁ ତିନିଦିନିଆ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ

ପୁରୀ,୩୦/୩- ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପ-୨୦୨୨ ଆସନ୍ତା ୧ ରୁ ୩ ତାରିଖ ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଏବଂ ଓଡିଶା କବାଡି ମହାସଂଘ ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସ୍ଥାନୀୟ…
Read More...

ଗ୍ରୀଷ୍ମ ଲହରୀର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ତାଲିମ ଶିବିର

ବୌଦ୍ଧ,୩୦/୩ - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ, ସମସ୍ତ…
Read More...

ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜୈବିକ କୀଟନାଶକକୁ ନେଇ ସଚେତନତା

ପାରଳାଖେମୁଣ୍ଡି, ୩୦ ।୩ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣୀପେଣ୍ଠ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିୟାନ କୃଷି ବିଶ୍ୱ ବିଦ୍ୟାଳୟର ୪ର୍ଥ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜୈବିକ କୀଟନାଶକକୁ ନେଇ ସଚେତନତା ପ୍ରଦର୍ଶନ କରିଥିଲେ । ଗ୍ରାମର କୃଷକ ମାନଙ୍କୁ ଗ୍ରାମୀଣ…
Read More...

ଘୁ. ଉଦୟଗିରି ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

ଘୁ. ଉଦୟଗିରି,୩୦/୩ :- ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱଗ୍ରହଣ ପରେ ନବନିର୍ବାଚିତ କାଉନସିଲର ମାନଙ୍କ ସହିତ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ପରିଷଦ ବୈଠକ ଡାକିଥିଲେ…
Read More...