Monthly Archives

March 2022

ବଢିଲା ବସ୍‌ ଭଡା, ଜାଣନ୍ତୁ କେତେ

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍‌ ଭଡା । ତୈଳଦର ବଢୁଥିବାରୁ ରାଜ୍ୟ ସରକାର ବସ ଭଡା ବଢାଇଛନ୍ତି । ଅର୍ଡିନାରୀ ବସ ଭଡା କି.ମି ପିଛା ୮୭ ପଇସାରୁ ୯୦ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ଭଡା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଭଡା କି.ମି ପିଛା…
Read More...

ନବରଙ୍ଗପୁର ପୌରାଧ୍ୟକ୍ଷ ଭାବେ କୁନୁ ନାୟକଙ୍କ ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାର ନୂତନ ଅଧ୍ୟକ୍ଷ ଭାବେ ଭାରତୀୟ ଜନତା ପାର୍ଟିର ବିଜୟୀ ପ୍ରାର୍ଥୀ କୁନୁ ନାୟକ ପଦ ଭାର ସମ୍ଭାଳିଛନ୍ତି । ବୁଧବାର ଦିନ ସ୍ଥାନୀୟ ଚାଉଁରିଆଗୁଡ଼ା ଠାରେ ଥିବା ବିଜେପି କାର୍ଯ୍ୟାଳୟ ଠାରୁ ବାଜା ବାଜଣା ନାଚ ଗୀତ ସହ ବିରାଟ ଶୋଭଯାତ୍ରାରେ ପୌର କାର୍ଯ୍ୟାଳୟରେ…
Read More...

ଶାଶୁ–ବୋହୂଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ନୂଆପଡାରେ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ଖବର ମିଳିଛି। ଘର ଭିତରେ ଶାଶୁ –ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଉଭୟ ଶାଶୁ ଓ ବୋହୂଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳି ନାହିଁ। ଖବର ପାଇ ତୁଷୁରା ପୁଲିସ…
Read More...

ଦୀର୍ଘଦିନଧରି ବନ୍ଦଥିବା ଆଦର୍ଶ ଶୌଚାଳୟ ଖୋଲିଲେ ନୂତନ ସରପଞ୍ଚ

ଗଣିଆ: ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ ବାଜ଼ରର ମୁଖ୍ୟ ରାସ୍ତାରେ ୦୬/୧୨/୨୦୨୦ ମସିହାରେ ସୁଲଭ ଆଦର୍ଶ ଶୌଚାଳୟର ଶୁଭ ଉଦଘାଟନ ହୋଇଥିଲା । ବଜ଼ାରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଲୋକଙ୍କ ସୁବିଧା ପ୍ରତି ବିଶେଷ କରି ରୋଗୀଙ୍କ ସମ୍ପର୍କୀୟ ଓ ବସ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଶୌଚାଳୟ ଖୋଲା…
Read More...

ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ ଅଫିସରସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ଓଏଏସ ଅଫିସର କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । …
Read More...

ମାନସ ହତ୍ୟା ମାମଲା, ସତ ଓଗାଳିଛି ଅଭିଯୁକ୍ତ ରଂଜନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ଖୋଲୁଛି ଗୁମର । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ନେଇ ଘଟଣାର ତନତନ କରି ତଦନ୍ତ ଜାରି ରଖିଛି । ୫ ଦିନଆ ରିମାଣ୍ଡର ଆଜି ହେଉଛି ତୃତୀୟ ଦିନ ।ଏହାରି ଭିତରେ କ୍ରାଇମବ୍ରାଂଚ ପକ୍ଷରୁ ଏକ…
Read More...

ବ୍ରାଉନସୁଗାର ମାଫିଆଙ୍କ ଠାରୁ କୋଟିଏରୁ ଉର୍ଦ୍ଧ୍ୱ ମୂଲ୍ୟର ସଂପତ୍ତି ଜବତ

ପୁରୀ : ମାଫିଆ ଅନିରୁଦ୍ଧ ଜୟସିଂ ଓରଫ ଅନୁର ଏକ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ ହୋଇଛି । ସଂପତ୍ତିର ମୂଲ୍ୟ ପାଖା ପାଖି ଏକ କୋଟି ସତର ହଜାର ଦୁଇଶହ ଛଅସ୍ତରି ଟଙ୍କା ବୋଲି ଜଣାପଡିଛି । ବାସେଳୀସାହି ଥାନା ପୋଲିସ ସଂପତ୍ତି ଗୁଡିକୁ ଜବତ କରିଛି । ଜବତ…
Read More...

ଦଶପଲ୍ଲା ଏନ୍‌ଏସିର ଅଧ୍ୟକ୍ଷା ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପୁନମ୍‌ ପ୍ରିୟଦର୍ଶିନୀ

ଦଶପଲ୍ଲା : - ଦଶପଲ୍ଲା ଏନ୍‌ଏସିର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ନବ ନିର୍ବାଚିତ ଅଧ୍ୟକ୍ଷା ପୁନମ୍‌ ପ୍ରିୟଦର୍ଶିନୀ । ଅପରାହ୍ନ ପ୍ରାୟ ୧ଟାରେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନିର୍ବାଚନ ଅଧିକାରୀ ଦେବବ୍ରତ କର ଏବଂ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ତହସିଲଦାର କେ.ଭେଙ୍କଟେଶ୍ୱର ରାଓ…
Read More...

ସୁବର୍ଣ୍ଣପୁରରେ ଡଙ୍ଗର ମହୋତ୍ସବ ଉଦଯାପିତ

ସୁବର୍ଣ୍ଣପୁର,୩୧/୩- ଗତ ତିନିଦିନ ଧରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ସୋନପୁରସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଆଦିବାସୀ ନୃତ୍ୟ, ସଙ୍ଗୀତ ଉତ୍ସବର ମହାପାର୍ବଣ ଡଙ୍ଗର…
Read More...

ମାଲିଙ୍ଗାଙ୍କ ଏହି ବଡ ରେକର୍ଡ ଆଜି ଭାଙ୍ଗିପାରନ୍ତି ବ୍ରାଭୋ

ମୁମ୍ବାଇ:ଆଜି ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମରେ Lucknow Super Giants ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ୍‌ ୨୦୨୨ ର ଏକ ରୋମାଞ୍ଚକର ମ୍ୟାଚ୍‌ ଖେଳାଯିବ । ଆଜିର ମ୍ୟାଚ୍‌ରେ ଯେତେବେଳେ ଚେନ୍ନାଇର ଦଳ ପଡ଼ିଆକୁ ଓହ୍ଲାଇବ ସେତେବେଳେ ସମସ୍ତ ଆଖି ୩୮ ବର୍ଷ ବୟସ୍କ କାରବିୟାନ୍‌…
Read More...