Monthly Archives

March 2022

ମହିଳା କ୍ରିକେଟ୍‌ ବିଶ୍ୱକପ : ଇଂଲଣ୍ଡ-ଅଷ୍ଟ୍ରେଲିଆ ଟାଇଟଲ ଟକ୍କର

ନୂଆଦିଲ୍ଲୀ,୩୧/୩ : ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବିଜୟ ଲାଭ କରିଛି ଇଂଲଣ୍ଡ । ଦଳ ଦକ୍ଷିଣ ଆଫ୍ରିକାକୁ ୧୩୭ ରନରେ ପରାସ୍ତ କରିଛି । ଏକତରଫା ବିଜୟ ହାସଲ କରିଛି ଇଂଲଣ୍ଡ ଟିମ୍‌ । ଫାଇନାଲ ମୁକାବିଲାରେ ଇଂଲଣ୍ଡ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଦ୍ୱିତୀୟ…
Read More...

୮ ଆଇଏଏସଙ୍କୁ ମିଳିଲା ବିଚିତ୍ର ଦଣ୍ଡ

ଅମରାବତୀ,୩୧/୩: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ ଅଦାଲତ ଅବମାନନା ମାମଲାରେ ଦଣ୍ଡ ଶୁଣାଇଛନ୍ତି । ମାମଲାର ଶୁଣାଣି କରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଇଏଏସ ଅଧିକାରୀଙ୍କ ଦୋଷୀ ଦର୍ଶାଇଥିଲେ । ଏହାସହ ଦୁଇ ସପ୍ତାହର ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ଏବେ ବି ୟୁକ୍ରେନରେ ଅଛନ୍ତି ଆହୁରି ୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ ଭାରତୀୟ । ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକ ଫେରିବାକୁ ଚାହୁଁଛନ୍ତି ବୋଲି ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଭାରତର ଦୂତାବାସ ପକ୍ଷରୁ ସେମାନଙ୍କୁ ଫେରାଇ…
Read More...

“ହୁ’ର ସାଂଘାତିକ ବୟାନ : କରୋନା ସଂପର୍କରେ ସଠିକ ତଥ୍ୟ ସଂଗୃହୀତ ହେଉ ନାହିଁ

ନୂଆଦିଲ୍ଲୀ,୩୧/୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ଏହାର ସାପ୍ତାହିକ ରିପୋର୍ଟରେ କହିଛି ଯେ କ୍ରମାଗତ ଦୁଇ ସପ୍ତାହ ପର୍ଯ୍ୟନ୍ତ କରୋନା ମାମଲା ବୃଦ୍ଧି ପାଇବା ମଧ୍ୟରେ, ଜାନୁଆରୀ ଶେଷରୁ ମାର୍ଚ୍ଚ ପ୍ରାରମ୍ଭରେ କରୋନା ମାମଲାରେ କ୍ରମାଗତ ହ୍ରାସ ପାଇଛି । ଏହା ପରେ, ପୂର୍ବ ସପ୍ତାହ ତୁଳନାରେ…
Read More...

ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

ନୂଆଦିଲ୍ଲୀ,୩୧/୩ : ଶ୍ରୀମନ୍ଦିରରେ କେତେକ ନିର୍ମାଣ କାର୍ଯ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ସରଗରମ ଚର୍ଚ୍ଚା ହୋଇଥିବାବେଳେ ସଂସଦରେ ମଧ୍ୟ ଏହାର ତାତି ଅନୁଭୂତ ହୋଇଛି । ସଂସଦରେ ଏହି ପ୍ରସଙ୍ଗ ଉଠିଛି । ଆଜି ଲୋକସଭାରେ ଉଠିଛି ଏହି ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଛନ୍ତି ଏହି…
Read More...

ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଯୁବକଙ୍କୁ ଜେଲ୍‌

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ଅତିରିକ୍ତ ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଆଜି ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ଯୁବତୀଙ୍କୁ ଅପହରଣ ଓ ବେଆଇନଭାବେ ଅଟକ ରଖିଥିବା ଅଭିଯୋଗରେ ଯୁବକଙ୍କୁ ଜେଲ୍‌ ଓ ଜୋରିମାନା ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୧-…
Read More...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିରର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ୨୫୬ ଜଣ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେବେ ଓ ପ୍ରତିଦିନ ଏକ…
Read More...

ୟୁକ୍ରେନର ଇଚ୍ଛା, ଭାରତ ସମାଧାନ ପାଇଁ ମଧ୍ୟସ୍ଥତା କରୁ

ନୂଆଦିଲ୍ଲୀ: ମାସେରୁ ଊର୍ଦ୍ଧ୍ୱ ଦିନ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟେ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ କିଭ୍‌ ଦଖଲ ମିସନ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ମଇଦାନରୁ ରୁଷ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍‌ ଶୁଣାଇଛି । ରୁଷର ଘନ ଘନ ଆକ୍ରମଣରେ…
Read More...

ଐତିହାସିକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା

ଗଞ୍ଜାମ : କୃଷ୍ଣପ୍ରସାଦ ବ୍ଲକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଯାଉଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା-୨୦୨୨ । ଏହାକୁ ୨୪ମୌଜା ମାର୍ଫଦଦାରର ସଂଗ୍ରାମ କେଶରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଏହା ଦୀର୍ଘ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର…
Read More...

ଖଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସହ ଶିକ୍ଷକ ମଣ୍ଡଳୀର…

ଖଲିକୋଟ : ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ,ଖଲିକୋଟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତା ଅସିତ କୁମାର ପଟ୍ଟନାୟକ, ଡ. ରେବତୀ କାନ୍ତ ମହାରଣା, କାଳୀ ଚରଣ ପାଢୀ, ପ୍ରିୟରଞ୍ଜନ ସାମନ୍ତ ତଥା ଅନ୍ୟାନ୍ୟ ସଭ୍ୟ ମାନଙ୍କ ସହିତ ମହାବିଦ୍ୟାଳୟର ଶିକ୍ଷକ ମଣ୍ଡଳୀର ଏକ ବୈଠକ ଅଧ୍ୟକ୍ଷ…
Read More...