Monthly Archives

May 2022

ବୌଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୭ା୫: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ବିଗତ
Read More...

ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ : ପ୍ରଥମ ଥର ଚାମ୍ପିୟନ ହେଲା ଓଡିଶା

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର । ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପରେ ଓଡ଼ିଶା ବାଜିମାତ କରିଛି । ପ୍ରଥମଥର ପାଇଁ ଚାମ୍ପିଅନ ହୋଇଛି ଓଡିଶା । ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲାରେ ଓଡିଶା ୨-୦ ଗୋଲରେ କର୍ଣ୍ଣାଟକାକୁ ହରାଇ ନୂଆ
Read More...

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦଯାପିତ,ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ପ୍ରତିଶ୍ରୁତି

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ମନ୍ଦିର ପରିସରରେ ଆୟୋଜିତ ହୋମ ଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ସେହିପରି ମନ୍ଦିରରେ ସ୍ୱତନ୍ତ୍ର ପୂର୍ଣ୍ଣିମା ଭୋଗ ଲାଗି
Read More...

ଚାରି ଧାମ ଯାତ୍ରା : ଦୁଇ ସପ୍ତାହରେ ଗଲାଣି ୪୧ ଜୀବନ

ଡେରାଡୁନ: ଚାରି ଧାମ ଯାତ୍ରା ଏବେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ମାତ୍ର ଦୁଇ ସପ୍ତାହରେଗଲାଣି ୪୧ରୁ ଅଧିକ ତୀର୍ଥଯାତ୍ରୀଙ୍କ ଜୀବନ । ଆହୁରି କେତେକ ଯାତ୍ରୀ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ମୃତ୍ୟୁର କାରଣ ହେଉଛି ଉଚ୍ଚ ରକ୍ତଚାପ, ହୃଦଘାତ ଓ ପାହାଡ଼ ଚଢ଼ିବା ସମୟରେ
Read More...

ବିଧାୟକଙ୍କ ଦ୍ୱାରା ସିମନବାଡିରେ ୨ଟି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡ଼ା: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ୨ଟି କଲ୍ୟାଣ ମଣ୍ଡପ ନିର୍ମାଣ ହେବ । ଆଜି ୨ଟି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁ -ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ
Read More...

ଦୁଇ ହଜାର ତଳକୁ ଖସିଲା ସଂକ୍ରମଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ନୂତନ ମୃତ୍ୟୁ ସଂଖ୍ୟାକୁ ମିଶାଇ ସମୁଦାୟ ମୃତ୍ୟୁ ସଂଖ୍ୟା ୫,୨୪, ୨୬୦ରେ ପହଞ୍ଚିଛି । ଜାତୀୟ କରୋନା ସୁସ୍ଥ ହାର
Read More...

ମଲ୍ଟି ଟ୍ୟାଲେଣ୍ଟରେ ଉଇନର୍‌ ହୋଇ ବାଜି ମାରିଲେ ଏହେସାସ

ସୁବର୍ଣ୍ଣପୁର : ବାଜି ମାରିଲେ ସୁବର୍ଣ୍ଣପୁରର ମଲ୍ଟି ଟ୍ୟାଲେଣ୍ଟ ୟୁଥ୍‌ ଏହେସାସ ହୋତା । କେତେବେଳେ ତାଇକଣ୍ଡୋ କ୍ରୀଡାରେ ତାଙ୍କର ଚମତ୍କାରିତା ଦେଖାଉଥିବାବେଳେ ଆଉ କେତେବେଳେ ଯାଦୁକର ବିଦ୍ୟାକୁ ନେଇ ସେ ଆସିଥାନ୍ତି ଚର୍ଚ୍ଚାକୁ । ହେଲେ ଏଥର କିଛି ଭିନ୍ନକରି ପୁଣି ଚର୍ଚ୍ଚାକୁ ଆସିଛନ୍ତି
Read More...

ଆସାମରେ ଜଳ ପ୍ରଳୟ

ଗୌହାଟୀ,୧୭/୫ : ଆସାମରେ ବନ୍ୟା ବିଭିଷିକା ଉଗ୍ର ରୂପ ଧାରଣ କରିଛି । ରାଜ୍ୟରେ ଲାଗି ରହିଛି ଜଳ ପ୍ରଳୟ । ବନ୍ୟା,ଭୂ-ସ୍ଖଳନରେ ୫ ଜଣରୁ ଅଧିକ ଲୋକଙ୍କ ଜୀବନ ଯାଇଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି । ସେହିପରି,ଅନେକ ଲୋକ ନିଖୋଜ ମଧ୍ୟ ହୋଇଛନ୍ତି । ଅବିଶ୍ରାନ୍ତ ବର୍ଷା ପରେ ବନ୍ୟାରେ ଉବୁଟୁବୁ
Read More...

ବଢିଲା ଚିଦାମ୍ବରମଙ୍କ ସଙ୍କଟ : ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ସଙ୍କଟ ବଢିବାରେ ଲାଗିଛି । ଆଇନ ଜାଲରୁ ସେ ମୁକୁଳିପାରୁ ନାହାନ୍ତି । ଆଜି ପୁଣି ରେଡ୍‌ ହୋଇଛି ଚିଦାମ୍ବରମଙ୍କ ଘରେ । ଚିଦାମ୍ବରମଙ୍କ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ରେଡ କରୁଛି ସିବିଆଇ ।
Read More...

କୁଳପତିଙ୍କ ବିରୁଦ୍ଧରେ ଏଫଆଇଆର ଦାଏର ପାଇଁ ଆବେଦନ ଦାଖଲ

ସମ୍ବଲପୁର: ସ୍ଥାନୀୟ ଲାଲା ଲଜପତ ରାଜ ଆଇନ ମହାବିଦ୍ୟାଳୟର ପାଣ୍ଠିରୁ ପ୍ରାୟ ୬୬.୬୭ ଲକ୍ଷ ଟଙ୍କା ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ନିଆ ଯାଇଥିବା ମାମଲାକୁ ଅବୈଧ ଏବିଷୟରେ ଏକ ଏଫଆଇଆର ରୁଜୁ କରିବା ପାଇଁ ଆବେଦନ କରାଯାଇଛି । ସମ୍ବଲପୁର ଜିଲ୍ଲା ଓକିଲ ସଂଘର କିଛି ସଭ୍ୟ ଏବିଷୟରେ ଧନୁପାଲି ଥାନା
Read More...