Monthly Archives

November 2022

ମିଡିଆ ଉପରେ ବର୍ଷିଲେ ଅକ୍ଷୟ ପରିଜା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଆଜି ପୁଣି ଥରେ ଇଡିରେ ହାଜର ହୋଇଛନ୍ତି । ତେବେ ଇଡିରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ଅକ୍ଷୟ ପରିଜା ବର୍ଷିଛନ୍ତି । ସେ କହିଛନ୍ତି ଯେ କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର
Read More...

ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପାରଳାଖେମୁଣ୍ଡି: ଅଲ୍‌ ଓଡିଶା ଅଙ୍ଗନବାଡ଼ି ଲେଡିସ ୱାକର୍ସ ଆସୋସିଏସନ ପକ୍ଷରୁ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀମାନେ ମୋହନା ବ୍ୟାଙ୍କ୍‌ ନିକଟରେ ଏକତ୍ରିତ ହୋଇ ଶତାଧିକ କର୍ମୀ ବିଶାଳ ଶୋଭାଯାତ୍ରା ବାହରି ହାତରେ ପ୍ଲାକାର୍ଡ ଧରି ୮ ଦଫା ଦାବୀର ସ୍ଲୋଗାନ ଦେଇ
Read More...

ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ

ପୁରୀ : ପୁରୀ ଏସପିଙ୍କ ନାମରେ ଫେସବୁକରେ ଫେକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ । ଅଭିଯୋଗ ପରେ ଗିରଫ ହେଲେ ଅଭିଯୁକ୍ତ ଯୁବକ ମନୋଜ ସାହୁ । ୨୨ ବର୍ଷୀୟ ଯୁବକଙ୍କ ଘର ଯାଜପୁର କୋରେଇ ଅଂଚଳରେ । ତାହାରପୁର କୋରେଇ ଅଞ୍ଚଳର ଏହି ଯୁବକ ଜଣକ ପୁରୀ ଏସ୍‌ପିଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ କରି
Read More...

ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଘାଟିତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତ ବର୍ଷ ଦ୍ୱିତୀୟ ମା ଭୈରବୀ ମହୋତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣ ଠାରୁ ମାଁଙ୍କ ଜ୍ୟୋତି ଓ ପ୍ରତିମାକୁ ନେଇ ଏକ ବିରାଟ ପଟୁଆର ସହିତ ଢୋଲ
Read More...

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲି ଦମ୍ପତି

ପାରଳାଖେମୁଣ୍ଡି : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୩୩ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ଇଟାଲି ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ପ୍ରାୟ ୫ ବର୍ଷ ତଳେ ଏହି ପୁଅଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ
Read More...

ଉତ୍ତରାଞ୍ଚଳ ଆରଡିସିରେ ବୌଦ୍ଧଜିଲ୍ଲା ସାମିଲ ହୋଇଥିବାରୁ ନାଗରିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ବୌଦ୍ଧ,୨୨/୧୧: ଗତକାଲି ରାଜ୍ୟସରକାରଙ୍କ ଦ୍ୱାରା ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସମ୍ବଲପୁରଙ୍କ ଅଧିନକୁ ନେବା ବିଷୟ ଘୋଷଣା କରିଥିବାରୁ ବୌଦ୍ଧ ନାଗରିକ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନାଗରିକ
Read More...

ଡିସେମ୍ବର ୧ରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଳୀ,୨୨/୧୧: ରାଷ୍ଟ୍ରପତି ଭବନକୁ ସାଧାରଣ ଲୋକଙ୍କୁ ମିଳିବ ପ୍ରବେଶ । ଡିସେମ୍ବର ୧ ଠାରୁ ସାଧାରଣ ଲୋକଙ୍କ ପାଇଁ ରାଷ୍ଟ୍ରପତି ଭବନ ସପ୍ତାହରେ ୫ ଦିନ ଖୋଲା ରହିବ । ସପ୍ତାହରେ ବୁଧବାର,ଗୁରୁବାର,ଶୁକ୍ରବାର,ଶନିବାର ଏବଂ ରବିବାର ରାଷ୍ଟ୍ରପତି ଭବନ ବୁଲିପାରିବେ । ଏହା ସହ ସମୟ ମଧ୍ୟ
Read More...

କାରଖାନାରେ ଭୟାବହ ଅଗ୍ନିକାଣ୍ଡ :
ଚାଲିଗଲା ୩୬ ଜୀବନ

ନୂଆଦିଲ୍ଲୀ: ଚୀନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ହେନାନ ପ୍ରାନ୍ତରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏକ କାରଖାନାରେ ନିଆଁ ଲାଗିବା ଯୋଗୁ ପ୍ରାୟ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବାବେଳେ ୨ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ
Read More...

ଦେଓମାଳିରେ ଲାଗିଲା ୧୪୪ ଧାରା :
ସନ୍ଧ୍ୟା ପରେ ବୁଲିବା ମନା

କୋରାପୁଟ: କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସଂଧ୍ୟା ପରେ ବୁଲିବା ଉପରେ କଟକଣା ଲଗାଯାଇଛି । କୋଟାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଦେଓମାଳି ପର୍ବତକୁ ବୁଲିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସେଠାରେ ଟେଣ୍ଟ ପକାଇ ରାତ୍ରି ଯାପନ
Read More...

ନନ୍ଦାହାଣ୍ଡିରେ ପାଳିତ ହେଲା ଶିଶୁଙ୍କ ପାଇଁ ଦିନ ଟିଏ

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସ୍ଥିତ ସଭାଗୃହ ଠାରେ ଆଜି ବ୍ଲକସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ ତ୍ରୈମାସିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଶୋରୀ ସଶକ୍ତିକରଣ, ବାଲ୍ୟବିବାହ ଉଚ୍ଛେଦ ଓ ଶିଶୁ ଶ୍ରମିକ ନିରାକରଣ ସହ ଜଣେ ଶିଶୁର ନିର୍ବିଘ୍ନରେ ସାମଗ୍ରୀକ
Read More...