Yearly Archives

2022

ବସ୍‌ ଦୁର୍ଘଟଣାରେ ୧ ମୃତ,୩ ଗୁରୁତର

ଦଶପଲ୍ଲା,୬/୧୦ : ପବିତ୍ର ଦଶହରାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗତକାଲି ସଂଧ୍ୟା ସମୟରେ ଦଶପଲ୍ଲା ନିକଟସ୍ଥ ଗୋଡିବିଡ଼ା ଅଭୟପୁର ମଧ୍ୟରେ, କାଳେଶ୍ୱର ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୩ ଜଣ
Read More...

କଣ୍ଟାମାଳ ବିଧାୟକଙ୍କ ଦ୍ୱାରା ନୂତନ ସାପ୍ତାହିକ ବଜାର ଉଦଘାଟିତ

ବୌଦ୍ଧ/ଜହ୍ନ ।ପଙ୍କ,୬/୧୦:ବୌଦ୍ଧ ବ୍ଳକ ଅଁଳାପାଲି ପଂଚାୟତ ଅନ୍ତର୍ଗତ ଗଜରାଜପୁର ଗମ୍ଭାଟିକିରା ଠାରେ ନୂତନ ସାପ୍ତାହିକ ମଙ୍ଗଳବାର ବଜାର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହୀଧର ରଣାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଠାରେ
Read More...

ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଲେ ବୁମରା

ନୂଆଦିଲ୍ଲୀ: ବୁମରା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି। ସୋମବାର ବିସିସିଆଇ ଟୁଇଟ୍ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି। ଫଳରେ ଭାରତର ବିଶ୍ଵ କପ୍ ଅଭିଯାନକୁ ଜୋରଦାର ଝଟକା ଲାଗିଛି। ଡାକ୍ତରୀ ଦଳଙ୍କ ରିପୋର୍ଟ ଆଧାରରେ
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପରିସର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବେ
Read More...

ଗଜପତି ବ୍ଲଡ଼ ଡୋନର ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ଗଜପତି ବ୍ଳଡ଼ ଡୋନର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ.
Read More...

୭ରୁ ତିନିଦିନିଆ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

ସମ୍ବଲପୁର: ଆଗାମୀ ୭ ରୁ ୯ ଅକ୍ଟୋବର ଯାଏଁ ତିନି ଦିନ ଧରି ଏଠାକାର ଅଗ୍ରସେନ ଭବନ ଠାରେ ନିଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର ଲାଗିବ ବୋଲି ସମ୍ବଲପୁର ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଏହା
Read More...

ଗଜପତି ଜିଲ୍ଲା ଶିକ୍ଷା ବିକାଶ ସଂଘ ଆନୁକୁଲ୍ୟରେ କର୍ମଶାଳା

ପାରଳାଖେମୁଣ୍ଡି : ଜିଲ୍ଲା ଶିକ୍ଷା ବିକାଶ ସଂଘ ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରାଧ୍ୟାପକ ରାମଚନ୍ଦ୍ର ଦଳାଇଙ୍କ ପରିଚାଳନାରେ ଏକ କର୍ମଶାଳା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇସାରିଛି । ଗଜପତି ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତା
Read More...

ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର : ଧାମନଗର ଉପନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ନଭେମ୍ବର ୩ରେ ହେବ ଉପନିର୍ବାଚନ। ଏନେଇ ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ, ଏହି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ
Read More...

ବିଶ୍ୱ ଅହିଂସା ଦିବସ ପାଳିତ

ଘୁ ଉଦୟଗିରି: ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ନେଚର୍‌ ଏଜୁକେଶନ ଏଣ୍ଡ ହେଲଥ୍‌ (ସ୍ନେହ) ପକ୍ଷରୁ ଘୁ ଉଦୟଗିରି ବ୍ଲକ ଅଧିନସ୍ଥ ରଟିଙ୍ଗିଆ ପଞ୍ଚାୟତ ଠାରେ ବିଶ୍ୱ ଅହିଂସା ଦିବସ ପାଳିତ ହୋଇଯାଇଛି । ଏହି ଅନୁଷ୍ଠାନ ୨୦୦୯ ମସିହା ଠାରୁ କନ୍ଧମାଳରେ ଶାନ୍ତି ଓ
Read More...

ଇ-କମର୍ସ ଟ୍ରକ ଦୁର୍ଘଟଣା ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ହେଲପର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଗ୍ରାମ ନିକଟ ବୁଡାଗୁଡ଼ା ଛକ ବୁଲାଣି ରାସ୍ତାରେ ଏକ ଇ-କମର୍ସ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ତଳ ଖାଲକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଦୁର୍ଘଟଣାରେ ଟ୍ରକରେ ଥିବା ଡ୍ରାଇଭର ଜଣକ ଅଳ୍ପକେ ମୃତ୍ୟ
Read More...