Yearly Archives

2022

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ :ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଂଚଳର ଗଣ୍ଡାକାଠୀ ଗାଁର ସିଗ୍‌ନେ ବେହେରାକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି । ଜରିମାନା ଅନାଦୟେ ତାକୁ ଅଧିକ ୬ ମାସ ଜେଲ
Read More...

ସର୍ବ ଭାରତୀୟ ପବ୍ଲିକ୍‌ ସର୍ଭିସ ପରୀକ୍ଷାରେ ଦୁର୍ଗାଙ୍କ କୃତିତ୍ୱ

ଗଜପତି,୩୧/୫- ସର୍ବ ଭାରତୀୟ ୟୁପିଏସ୍‌ସି ତଥା ପବ୍ଲିକ୍‌ ସର୍ଭିସ ପରୀକ୍ଷାରେ ପାରଳାଖେମୁଣ୍ଡିର ମୂଳ ବାସିନ୍ଦା ତଥା ବ୍ରହ୍ମପୁର ଠାରେ ରହୁଥିବା ଦୁର୍ଗା ପ୍ରସାଦ ଅଧିକାରୀ ୨୦୫ ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବ୍ରହ୍ମପୁର ସ୍ଥିତ ବିଦ୍ୟା ନଗରରେ ରହୁଥିବା ଚଣ୍ଡି ପ୍ରସାଦ ଅଧିକାରୀ
Read More...

ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀର ମୃତ୍ୟୁ

ହରଭଙ୍ଗା: ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଞ୍ଚାୟତ ଗେରେଡିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରକାଶ ଥାଉକି ଗେରେଡିସାହି ଗ୍ରାମର ରୋହିତ ମଲ୍ଲିକ (୨୫) ଆଜି ଦିନ ୧ଘଣ୍ଟା ସମୟରେ ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ
Read More...

ମା’ ଛେଉଣ୍ଡ ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

ସୁବର୍ଣ୍ଣପୁର : ୧୫ ଦିନ ତଳେ ନିଜ ମାଆକୁ ହରାଇଥିବା ୯ ମାସର ଶିଶୁକୁ ଜିଲ୍ଳା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର,୧୫ ଦିନ ତଳେ ନିଜ ମାଆକୁ ହରାଇ ଥିବା
Read More...

ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର : ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକଚ ନିଷେଧ କରିବା ଉଦେଶ୍ୟରେ ଆଜି ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା
Read More...

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ଶିଖର ଧାୱନ

ମୁମ୍ବାଇ : ଆଇପିଏଲ-୨୦୨୨ ଗତ ରବିବାର ଦିନ ଶେଷ ହୋଇଛି । ପ୍ରଥମ ଥର ଆଇପିଏଲରେ ଭାଗ ନେଇଥିବା ଗୁଜରାଟ ଟାଇଟନ୍ସ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଛି । ଦଳରେ ସେମିତି ଷ୍ଟାର ଖେଳାଳି ନଥିଲେ କିନ୍ତୁ ଅଲରାଉଣ୍ଡରଙ୍କ ବଳରେ ଦଳ ଟ୍ରଫି ହାତେଇବାରେ ସଫଳ ହୋଇଛି । ଆଇପିଏଲ ଶେଷ ହେବା ପରେ
Read More...

ଗଡ଼ିଶିଲା ଘାଟିରେ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଆହତ

ଘୁ ଉଦୟଗିରି:ଘୁ ଉଦୟଗିରି ବ୍ଲକ କତୀଙ୍ଗିଆ ପଞ୍ଚାୟତ ଅଧିନରେ ଥିବା ଗଡିସିଲା ଘାଟିରେ ଆଜି ସକାଳେ ଓଡ଼ି ୧୫ ଯେ ୬୫୫୭ ନମ୍ୱର୍‌ ବିଶିଷ୍ଟ ସିମେଣ୍ଟ ବୋଝେଇ ଟ୍ରକ କୌଣସି କାରଣରୁ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି ।ଉକ୍ତ ନମ୍ୱର୍‌ ବିଶିଷ୍ଟ ଟ୍ରକ ସମ୍ବଲପୁର ସୁରେଶ କୁମାର୍‌ ସାହୁଙ୍କର
Read More...

୭ପୁଲିସ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସମ୍ବଲପୁର : ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ନିଜ କାର୍ଯ୍ୟକାଳ ସମାପ୍ତି ପରେ ୭ ଜଣ ପୁଲିସ କର୍ମଚାରୀ ଙ୍କୁ ସସମ୍ମାନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପୁଲିସ ସୂତ୍ରରୁ ଏବିଷୟରେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ସେମାନଙ୍କୁ ସେବା ନିବୃତ୍ତି
Read More...

ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜଣେ ମୃତ

ସମ୍ବଲପୁର:ସ୍ଥାନୀୟ କାଏସିର ରୋଡ଼ ସ୍ଥିତ ଏକ ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଓ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ନାଇକେନପାଲିରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର - ସୋନପୁର ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇଯାଇଛି । ବ୍ଲକ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଏହି ପାଳନ ଉତ୍ସବରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତା
Read More...