Monthly Archives

April 2023

ଜାଲରେ ପଡିଲା ୬ଫୁଟର ନାଗସାପ

ହରଭଙ୍ଗା,୨୯/୪:- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ହରଭଙ୍ଗା ଗ୍ରାମର ସୁଦର୍ଶନ ସାହୁଙ୍କ ଘରୁ ଶନିବାର ଦିନ ଏକ ବିରାଟ ଗୋଖର ନାଗସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ମତେ ସୁଦର୍ଶନ ସାହୁଙ୍କ ଘର ପଛ ପଟେ ଏକ ଜାଲ ଦିଆଯାଇଥିବା ବେଳେ କୌଣସି ମତେ ଏକ ୬ଫୁଟ ଲମ୍ବର ଗୋଖର ନାଗସାପ ଆସି
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ବୌଦ୍ଧ,୨୯/୪:- ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ସ୍ଥାନୀୟ ଟାଉନହଲ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଚାଷୀ, କଲେଜ ଛାତ୍ର, ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା
Read More...

ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି : ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ଫୁଲବାଣୀ,୨୯/୪:- ପ୍ରତିବର୍ଷ ଅପ୍ରେଲ ମାସ ୨୯ତାରିଖ ଦିନ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଅବଦାନ, ପ୍ରାଣୀ ଚିକିତ୍ସା ସେବା ନିମନ୍ତେ ବିଶ୍ୱସ୍ତରରେ ନେତୃତ୍ୱ ପ୍ରଦାନ ଏବଂ ସମର୍ଥନ, ଶିକ୍ଷା ଓ ସଚେତନତା ମାଧ୍ୟମରେ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଓ ସାର୍ବଜନିନ ସ୍ୱାସ୍ଥ୍ୟକୁ
Read More...

ମହାନଦୀ ବନ୍ୟପ୍ରାଣୀ ଅଧିକାରୀଙ୍କ କଡା ନିୟମକୁ ଗ୍ରାମବାସୀଙ୍କ ବିରୋଧ : ଶାନ୍ତିପୂର୍ଣ୍ଣ ବୈଠକରେ ସମାଧାନ

ହରଭଙ୍ଗା,୨୯/୪:- ସରକାର ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାସହ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପ୍ରାଥମିକତା ଦେଇ ଆସୁଥିବାବେଳେ ବନ୍ୟପ୍ରାଣୀ ପାଇଁ ଅଧିକ ସଚେତନ ରହିଛନ୍ତି । ଏପରିକି ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିବା ବେଳେ ବିଭାଗ ମଧ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ
Read More...

ଅତିରିକ୍ତ ସଚିବ ଗୁହା ପୁନମଙ୍କ ବୌଦ୍ଧଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ବୌଦ୍ଧ,୨୯/୪:- ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଓରମାସ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଗୁହା ପୁନମ ତାପସ କୁମାର ତିନିଦିନିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଗସ୍ତ
Read More...

ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଆଇନଜୀବି ଦିବସ ପାଳିତ

ଫୁଲବାଣୀ: ଓକିଲ ଦିବସ ହେଉଛି ପ୍ରତିବର୍ଷ ଏପ୍ରିଲ ୨୮ ରେ ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏକ ବୃତ୍ତିଗତ ପାଳନ । ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଥମ ଓଡିଆ ଓକିଲ ମଧୁସୂଦନ ଦାସଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା ।
Read More...

ନବରଙ୍ଗପୁରରେ ୧୦୦ ୱାଟ ଏଫ୍‌ଏମ୍‌ ଟ୍ରାନ୍ସମିଟର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ନବରଙ୍ଗପୁର: ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଅନୁରାଗ ଠାକୁର
Read More...

ପାରଳାରେ ଆଇନଜୀବୀ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ନ୍ୟାୟାଳୟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ବା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ର ସଭାପତି ସିଦେ୍ଧଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

୩୦ରେ ଅନୁଷ୍ଠିତ ହେବ ମହାନଦୀ ଉତ୍ସବ -୨୦୨୩

ସୁବର୍ଣ୍ଣପୁର: ସ୍ଥାନୀୟ ହୋଟେଲ ପ୍ରୋଗ୍ରେସ୍‌ଇନ୍‌ର କଲ୍ୟାଣ ମଣ୍ଡପରେ ମହାନଦୀ ଉତ୍ସବ-୨୦୨୩ ମହାସମାରୋହରେ ପାଳିତ ହେବ । ଏହି ଅବସରରେ "ପଶ୍ଚିମ ଓଡ଼ିଶାରେ ବାନ୍ଧକଳାର ନୂତନ ପ୍ରୟୋଗ' ନାମରେ ଏକ ଆଲୋଚନାଚକ୍ର ଏବଂ ପଶ୍ଚିମ ଓଡ଼ିଶାର ସ୍ୱତନ୍ତ୍ର ନିମନ୍ତ୍ରିତ କବିମାନଙ୍କୁ ନେଇ
Read More...

୫-ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ମିଶନ ଶକ୍ତି ଗୋଷ୍ଠୀର କାର୍ଯ୍ୟର ଉଚ୍ଚପ୍ରଶଂସା କଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ
Read More...