ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସାଙ୍ଗଠନିକ ବୈଠକ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମପଞ୍ଚାୟତ ଚଣ୍ଡିଖୋଲ ବିଜେପି କାର୍ଯ୍ୟାଳୟ ପରିସରଠାରେ ଅନୁସୂଚିତ ଜାତି ଜିଲ୍ଲା ସଭାପତି ପ୍ରଭାକର ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଉକ୍ତ ସାଙ୍ଗଠନିକ ଅନୁସୂଚିତ ଜାତି ବୈଠକରେ ବଡଚଣା ବିଜେପିର ୫ ମଣ୍ଡଳ
Read More...

ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର, ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ । ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଲୋକଙ୍କ ସୁଅ ଛୁଟିଛି ରତ୍ନଗିରି ପାହାଡକୁ, ମାଙ୍କ ଆସ୍ଥାନକୁ । ଗଞ୍ଜାମର ଆରାଧ୍ୟ ଦେବୀ ମା ତାରାତାରିଣୀଙ୍କ ପୀଠର ଆଜି ହୋଇଛି କାୟାକଳ୍ପ। କଳିଙ୍ଗ ସ୍ଥାପତ୍ୟ
Read More...

ମୁକୁଳା ଡ୍ରେନରେ ପଡି ଜଣେ ମୃତ

ପୁରୀ : ପୁରୀ ସହରରେ ଅଭାବନୀୟ ଘଟଣା । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନାହିଁ । ପୁରୀ ବଡ଼ ଦାଣ୍ଡ ମାର୍କେଟ ଛକରେ ଏହି ଘଟଣା ଘଟିଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପୁରୀ ପ୍ରଶାସନକୁ ଦାୟୀ କରିଛନ୍ତି । ଗତ
Read More...

ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ, ଫଇସଲା ହେଲା ବହୁ ମାମଲା

ଦଶପଲ୍ଲା : ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ. ଟୁଡୁ ଲୋକମାନଙ୍କର ଅଭିଯୋଗ ଶୁଣିବା ସହିତ ପଞ୍ଜିକୃତ ୩୯ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଭାବେ ୩୫ ଟି
Read More...

ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମା’ ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ପୁରୋଧା ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାରାତାରିଣୀ ପୀଠରେ ପହଞ୍ଚି ହାତ ଯୋଡି ମା’ଙ୍କୁ ପ୍ରଣାମ କଲେ
Read More...

ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ, ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର ଜାରି

ବାଲିଗୁଡ଼ା: କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି ।
Read More...

ଯୁବକଙ୍କୁ ଅପହରଣ କରି ୩ ଗିରଫ

ଦଶପଲ୍ଲା : ନୟାଗଡ଼ ସହର ମଧ୍ୟରୁ ଜଣେ ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନୀ ରଖି ଅପହରଣକାରୀମାନେ ଟଙ୍କା ମାଗିବା ଭଳି ବିରଳ ଘଟଣା ଘଟିଛି ନୟାଗଡ଼ ସହରରେ । ପୁଲିସ ଏହି ଘଟଣାରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟିର ବାପିନା
Read More...

ଭାରତରେ ପେଟ୍ରୋଲ ଦର ଶ୍ରୀଲଙ୍କାଠୁ ବି ମହଙ୍ଗା

ନୂଆଦିଲ୍ଲୀ : ଭାରତରେ ପେଟ୍ରୋଲ ଓ ଡିଜେଲ ଦର କେଉଁ ଦେଶଗୁଡ଼ିକଠାରୁ ମହଙଗା ଓ ଶସ୍ତା,ସେନେଇ ବ୍ୟାଙ୍କ ଅଫ ବରୋଦା ଇକନୋମିକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଭାରତରେ ପେଟ୍ରୋଲ ଦର ଆମେରିକା, ଚୀନ, ଜାପାନ, ରୁଷ, ବ୍ରାଜିଲ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ,
Read More...

ଆଇନଜୀବୀଙ୍କୁ ଉଚିତ ଶିକ୍ଷା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯଥା ପିଆଇଏଲ ଦାଖଲ କରି ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କରିବା ୨ ଜଣ ଆଇନଜୀବୀଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିବା ସହ ୨ ଆଇନଜୀବୀଙ୍କ ଉପରେ ଦୃଷ୍ଟାନ୍ତମୂଳକଭାବେ ୮ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି । ଏହି ଦୁଇ ଆଇନଜୀବୀ ଟ୍ରାଫିକ
Read More...

ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ : ପ୍ରଥମ ଥର ଚାମ୍ପିୟନ ହେଲା ଓଡିଶା

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର । ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପରେ ଓଡ଼ିଶା ବାଜିମାତ କରିଛି । ପ୍ରଥମଥର ପାଇଁ ଚାମ୍ପିଅନ ହୋଇଛି ଓଡିଶା । ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲାରେ ଓଡିଶା ୨-୦ ଗୋଲରେ କର୍ଣ୍ଣାଟକାକୁ ହରାଇ ନୂଆ
Read More...