ଡୁଙ୍ଗୁରିପାଲି ବ୍ଲକରେ ଆରମ୍ଭ ହେଲା ପରିବର୍ତ୍ତନ ଯାତ୍ରା

ସୁବର୍ଣ୍ଣପୁର ବିଭିନ୍ନ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାରେ ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବାହାରିଥିବା ପରିବର୍ତ୍ତନ ଯାତ୍ରା ଆଜି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର କର୍ଲାଯୁଲି ପଞ୍ଚାୟତ ଅନ୍ତର୍ଗତ ମହୁଲ ପାଲି ଗ୍ରାମରୁ ଆରମ୍ଭ ହୋଇଥିଲା । ପ୍ରଥମେ ମହୁଲପାଲି ଗ୍ରାମରେ
Read More...

ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ବୌଦ୍ଧ: ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତାପାଳି ସ୍ଥିତ ମାହେଶ୍ୱରୀ ଗୋଶାଳାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କ ତତ୍ୱାବଧାନରେ ପ୍ରାୟ ତିନି ଶହ ଅସହାୟ ବୁଲା ଗୋମାତାଙ୍କୁ ନେଇ ପ୍ରାୟ ତିନିବର୍ଷ
Read More...

ବିଶ୍ୱ ନୃତ୍ୟ ଦିବସ ଅବସରରେ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ

ଫୁଲବାଣୀ: ବିଶ୍ୱ ନୃତ୍ୟ ଦିବସରେ ଫୁଲବାଣୀର ସୁପରିଚିତ ନୃତ୍ୟ ଓ କଳା ଅନୁଷ୍ଠାନ ନଟରାଜ କଳା ମନ୍ଦିରର ବାର୍ଷିକ ଉତ୍ସବ ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ
Read More...

କାର୍ଯ୍ୟକ୍ଷମ ହେଉନି ବସୁଧା ଯୋଜନା,ପାନୀୟ ଜଳ ଅଭାବରେ ଛଟପଟ ସିର୍କି ଗ୍ରାମବାସୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକା ପଡ଼ି ପଞ୍ଚାୟତ ସିର୍କି ଗ୍ରାମ ୧୪୦ରୁ ଅଧିକ ପରିବାର ଥିବାବେଳେ ଜନସଂଖ୍ୟା ପ୍ରାୟ ୯୦୦ ରୁ ୧୦୦୦ ହେବ । ଏହି ଗ୍ରାମରେ ସରକାରଙ୍କ ବସୁଧା ଜଳ ଯୋଜନାରେ ଟାଙ୍କି ଥାଇ ମଧ୍ୟ ସମ୍ପୂର୍ଣ ଗ୍ରାମବାସୀ ଜଳ କଷ୍ଟରେ ଜୀବନ
Read More...

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ

ବାଲିଗୁଡ଼ା: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକଙ୍କ ସହିତ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ସରପଞ୍ଚ
Read More...

ମହାନ ଟେନିସ ଷ୍ଟାର ବୋରିସ ବେକରଙ୍କୁ ଅଢେଇ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ଇନସଲଭେନ୍ସି ଆକ୍ଟର ବିଭିନ୍ନ ଧାରାରେ ବିଶ୍ୱ ଟେନିସ ଜଗତର ମହାନ ଖେଳାଳି ବୋରିସ ବେକରଙ୍କୁ କେତେକ ମାମଲାରେ ଅଢେଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଲଣ୍ଡନର ସାଉଥୱାର୍କ କ୍ରାଉନ କୋର୍ଟ ୪ଟି ଅଭିଯୋଗ ଉପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ସଜା ଶୁଣାଇବା ସହ ଜୋରିମାନା
Read More...

ଆମ୍ବୁଲାନ୍ସ ଲୋକାର୍ପିତ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଏକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଏହି ଆମ୍ବୁଲାନ୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ପରେ ଏହାକୁ ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଏଥିରେ ବେସିକ ଲାଇଫ୍ ସପୋର୍ଟ ବ୍ୟବସ୍ଥା ରହିଛି । ଉକ୍ତ
Read More...

କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ୧୦ ଦିନ ଧରି ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି । ଗତ ୧୮.୦୪.୨୦୨୨ ଠାରୁ ଆରମ୍ଭ ହୋଇଥିବା କୁକୁଡା ପାଳନ ତାଲିମ
Read More...

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଖାଦ୍ୟ କମିଶନ ଅଧ୍ୟକ୍ଷ ପି.କେ.ମେର୍କାପ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ ଓ ଆଲୋଚନା କରିଫେରିଥିବାର ଜଣାପଡିଛି । ଶ୍ରୀ ମେର୍କାପଙ୍କ ସହ ରାଜ୍ୟ ଖାଦ୍ୟ କମିଶନର ସଭ୍ୟ ଡିଏନ୍‌ ପାଢୀ ଓ ମେମ୍ବର ସେକ୍ରେଟାରୀ ସିିବାନୀ ମହାନ୍ତି
Read More...

ସିଡିଏମ୍‌ଓଙ୍କ କଡା ନିର୍ଦ୍ଦେଶ, ବାସଭବନରେ ରୋଗୀ ଦେଖିପାରିବେନି ଡାକ୍ତର

ଦଶପଲ୍ଲା : ବହୁବର୍ଷ ଧରି ବାସଭବନରେ ରୋଗୀ ଦେଖି ଫିସ୍‌ ଆଦାୟ କରିବା ଭଳି ଚିରାଚରିତ ପ୍ରଥାରେ ଲାଗିଛି ଅଂକୁଶ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କୌଣସି ଡାକ୍ତର ନିଜ ସରକାରୀ ବାସଭବନରେ ରୋଗୀଙ୍କଠାରୁ ଫି’ ଆଦାୟ କରି ଚିକିତ୍ସା ଯୋଗାଇବେ ନାହିଁ ବୋଲି ସିଡିଏମ୍‌ଓ ଡାକ୍ତର
Read More...