ଏହି ରାଜ୍ୟରେ ମାସ୍କ ନ ପିନ୍ଧିଲେ ବି ଲାଗିବନି ଜୋରିମାନା

ନୂଆଦିଲ୍ଲୀ, ୩୧/୩ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବାରୁ କେତେକ ରାଜ୍ୟ କଟକଣାକୁ କୋହଳ କରିସାରିଲେଣି । ପଞ୍ଜାବ ପୂରା କଟକଣାମୁକ୍ତ ହୋଇଛି । କେବଳ ମାସ୍କ ଓ ସାମାଜିକ ଦୂରତାକୁ ବଳବତ୍ତର ରଖାଯାଇଛି । ତେବେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି
Read More...

ମହିଳା କ୍ରିକେଟ୍‌ ବିଶ୍ୱକପ : ଇଂଲଣ୍ଡ-ଅଷ୍ଟ୍ରେଲିଆ ଟାଇଟଲ ଟକ୍କର

ନୂଆଦିଲ୍ଲୀ,୩୧/୩ : ମହିଳା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ବିଜୟ ଲାଭ କରିଛି ଇଂଲଣ୍ଡ । ଦଳ ଦକ୍ଷିଣ ଆଫ୍ରିକାକୁ ୧୩୭ ରନରେ ପରାସ୍ତ କରିଛି । ଏକତରଫା ବିଜୟ ହାସଲ କରିଛି ଇଂଲଣ୍ଡ ଟିମ୍‌ । ଫାଇନାଲ ମୁକାବିଲାରେ ଇଂଲଣ୍ଡ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ । ଦ୍ୱିତୀୟ
Read More...

୮ ଆଇଏଏସଙ୍କୁ ମିଳିଲା ବିଚିତ୍ର ଦଣ୍ଡ

ଅମରାବତୀ,୩୧/୩: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ ଅଦାଲତ ଅବମାନନା ମାମଲାରେ ଦଣ୍ଡ ଶୁଣାଇଛନ୍ତି । ମାମଲାର ଶୁଣାଣି କରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଇଏଏସ ଅଧିକାରୀଙ୍କ ଦୋଷୀ ଦର୍ଶାଇଥିଲେ । ଏହାସହ ଦୁଇ ସପ୍ତାହର ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ଏବେ ବି ୟୁକ୍ରେନରେ ଅଛନ୍ତି ଆହୁରି ୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ ଭାରତୀୟ । ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକ ଫେରିବାକୁ ଚାହୁଁଛନ୍ତି ବୋଲି ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଭାରତର ଦୂତାବାସ ପକ୍ଷରୁ ସେମାନଙ୍କୁ ଫେରାଇ
Read More...

“ହୁ’ର ସାଂଘାତିକ ବୟାନ : କରୋନା ସଂପର୍କରେ ସଠିକ ତଥ୍ୟ ସଂଗୃହୀତ ହେଉ ନାହିଁ

ନୂଆଦିଲ୍ଲୀ,୩୧/୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ଏହାର ସାପ୍ତାହିକ ରିପୋର୍ଟରେ କହିଛି ଯେ କ୍ରମାଗତ ଦୁଇ ସପ୍ତାହ ପର୍ଯ୍ୟନ୍ତ କରୋନା ମାମଲା ବୃଦ୍ଧି ପାଇବା ମଧ୍ୟରେ, ଜାନୁଆରୀ ଶେଷରୁ ମାର୍ଚ୍ଚ ପ୍ରାରମ୍ଭରେ କରୋନା ମାମଲାରେ କ୍ରମାଗତ ହ୍ରାସ ପାଇଛି । ଏହା ପରେ, ପୂର୍ବ ସପ୍ତାହ ତୁଳନାରେ
Read More...

ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

ନୂଆଦିଲ୍ଲୀ,୩୧/୩ : ଶ୍ରୀମନ୍ଦିରରେ କେତେକ ନିର୍ମାଣ କାର୍ଯ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ସରଗରମ ଚର୍ଚ୍ଚା ହୋଇଥିବାବେଳେ ସଂସଦରେ ମଧ୍ୟ ଏହାର ତାତି ଅନୁଭୂତ ହୋଇଛି । ସଂସଦରେ ଏହି ପ୍ରସଙ୍ଗ ଉଠିଛି । ଆଜି ଲୋକସଭାରେ ଉଠିଛି ଏହି ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଛନ୍ତି ଏହି
Read More...

ସୁବର୍ଣ୍ଣପୁରରେ ଡଙ୍ଗର ମହୋତ୍ସବ ଉଦଯାପିତ

ସୁବର୍ଣ୍ଣପୁର,୩୧/୩- ଗତ ତିନିଦିନ ଧରି ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ସହଯୋଗରେ ସୋନପୁରସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଆଦିବାସୀ ନୃତ୍ୟ, ସଙ୍ଗୀତ ଉତ୍ସବର ମହାପାର୍ବଣ ଡଙ୍ଗର
Read More...

ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ଗୁଳି କରି ହତ୍ୟା ଘଟଣା : ୨ ଅଭିଯୁକ୍ତକୁ କୋର୍ଟ ଚାଲାଣ, ରିଭଲଭର ଜବତ

ପାଟଣାଗଡ଼,୩୦/୩- ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ବାଗଦୋର ପଞ୍ଚାୟତ ସମିତିସଭ୍ୟା ବନୀତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ ବିଶ୍ୱାଳଙ୍କୁ ଗୁଳିକରି ହତ୍ୟା ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଛି । ସମିତି ସଭ୍ୟା ବନୀତା ବିଶ୍ୱାଳଙ୍କ ସ୍ୱାମୀ ଲୋକନାଥ
Read More...

ଆସନ୍ତା ୧ରୁ ତିନିଦିନିଆ ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ

ପୁରୀ,୩୦/୩- ରାଜ୍ୟସ୍ତରୀୟ କବାଡି ଚମ୍ପିୟନସିପ-୨୦୨୨ ଆସନ୍ତା ୧ ରୁ ୩ ତାରିଖ ପର୍ଯ୍ୟନ୍ତ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ ହେବ । ଜିଲ୍ଲା ପ୍ରଶାସନ ଏବଂ ଓଡିଶା କବାଡି ମହାସଂଘ ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ସ୍ଥାନୀୟ
Read More...

ଗ୍ରୀଷ୍ମ ଲହରୀର ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ତାଲିମ ଶିବିର

ବୌଦ୍ଧ,୩୦/୩ - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ, ସମସ୍ତ
Read More...