ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ଗଜପତି,୨୮/୨: ସ୍ଥାନୀୟ ଡ଼. ସତ୍ୟନାରାୟଣ ରାଜଗୁରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟିକଙ୍କ ନିର୍ଦ୍ଦେଶକ୍ରମେ ଓ ଶିକ୍ଷକ ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା,
Read More...

ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମ୍ସ୍‌ ଏକାଡେମୀର ସଂସ୍ଥାପକକୁ ଶ୍ରେଷ୍ଠ କ୍ରୀଡା ସଂଗଠକ ସମ୍ମାନରେ ସମ୍ମାନିତ

ଘୁ.ଉଦୟଗିରି,୨୮/୨- ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍‌, ଏବଂ ସିଟି କ୍ଲବ, ଭୁବନେଶ୍ୱରର ମିଳିତ ଉଦ୍ୟମରେ ସୟଦ୍‌ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚବିଦ୍ୟାଳୟ ଖେଳପଡିଆରେ ୫ମ ନରେନ୍ଦ୍ର ମେମୋରିଆଲ ଆନ୍ତଃଜିଲ୍ଲା ପୁରୁଷ ଏବଂ ମହିଳା ଫୁଟବଲ ଟେନିସ୍‌ ପ୍ରତିଯୋଗିତା ୨୬ ଏବଂ ୨୭ ଦୁଇ ଦିନ ଧରି
Read More...

ଉଦଘାଟିତ ହେଲା ସୁବର୍ଣ୍ଣପୁର ସଦର ଥାନାର ନୂତନ କୋଠା

ସୁବର୍ଣ୍ଣପୁର,୨୮/୨ - ଆଜି ସୁବର୍ଣ୍ଣପୁର ସହର ତଥା ତରଭା ଓ ବିନିକା ଥାନାର ନୂତନ କୋଠା ଗୃହକୁ ସୁବର୍ଣ୍ଣପୁର ଏସ ପି ସୀତାରାମ ଶତପଥି ଶୁଭ ଉଦଘାଟନ କରିଛନ୍ତି । ଏ ଅବସରରେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ ଆମ ପୋଲିସ ବ୍ୟବସ୍ଥା, ଆଧୁନିକ ବ୍ୟବସ୍ଥା ଓ ମୋ ସରକାର ଯୋଜନାର ସଫଳତା ଉପରେ
Read More...

ମହଙ୍ଗା ହେଲା ଅମୁଲ କ୍ଷୀର

ନୂଆଦିଲ୍ଳୀ,୨୮/୨: ପୁଣି ମହଙ୍ଗା ହେଲା କ୍ଷୀର । ଦେଶରେ ଲୋକପ୍ରିୟତାର ଶିଖର ଛୁଇଁଥିବା ଏବଂ କ୍ଷୀର ବଜାର ରାଜ କରୁଥିବା ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି ପାଇଛି । ସାରା ଦେଶରେ ଲିଟର ପ୍ରତି ୨ ଟଙ୍କା ବଢାଇଲା ଅମୁଲ । ଏହାସହ ନୂଆ ଦର ଲାଗୁ ହେବା ପରେ ଅମୁଲ ଗୋଲ୍ଡର ଦର ୫୦୦ ମିଲିଲିଟରକୁ ୩୦
Read More...

ବୌଦ୍ଧ ନବୋଦୟ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ବୌଦ୍ଧ,୨୮/୨- ଜାତୀୟ ବିଜ୍ଞାନ ଦିବସ ଅବସରରେ ବୌଦ୍ଧ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୈଷୟିକ ତଥା ବିଭିନ୍ନ ଜ୍ଞାନ କୌଶଳରେ ୪୦ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏହି
Read More...

ବାଲୁକା କଳା ମାଧ୍ୟମରେ ଶିବରାତ୍ରୀର ଶୁଭେଚ୍ଛା

ପୁରୀ : ପବିତ୍ର ମହାଶିବରାତ୍ରି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବରାତ୍ରିର ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ ୨୩ ହଜାର ୪୩୬ ଟି
Read More...

ଆସିଲା ମାର୍ଚ୍ଚ ମାସର ଗାଇଡଲାଇନ,ଜାଣନ୍ତୁ କ’ଣସବୁ ରହିଛି ଏଥିରେ

ଭୁବନେଶ୍ୱର,୨୮/୨: ମାର୍ଚ୍ଚ ମାସ ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ । ଆଜି ଜାରି ହୋଇଥିବା ଏହି ଗାଇଡଲାଇନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ନାଇଟ କର୍ଫ୍ୟୁକୁ ମଧ୍ୟ ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି । ଏହି ଗାଇଡଲାଇନରେ ପର୍ବପର୍ବାଣୀ ଉପରେ ଅଧିକ ଧ୍ୟାନ
Read More...

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ୱସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ କରି ୟୁକ୍ରେନରେ
Read More...

ଜାଣନ୍ତୁ, କିପରିଭାବେ ଋଷ୍‌ ସେନା ସହ ଲଢୁଛନ୍ତି ୟୁକ୍ରେନର ବିୟର କଂପାନୀ

କିଭ୍‌ : ଋଷ୍‌-ୟୁକ୍ରେନ ଯୁଦ୍ଧ ପ୍ରତି ମୁହୂର୍ତ୍ତରେ ନୂଆ ମୋଡ଼ ନେଉଛି । ସବୁଠୁ ବଡ଼ କଥା ହେଲା,ଋଷ୍‌ରେ ଜନତା ପୁତିନ ସରକାର ଓ ଯୁଦ୍ଧକୁ ବିରୋଧ କରୁଥିବା ବେଳେ ୟୁକ୍ରେନରେ ଲୋକେ ଦେଶ ଓ ସରକାରଙ୍କୁ ସମର୍ଥନ଼ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ସ୍ୱତଃପ୍ରବୃତ୍ତଭାବେ ଋଷ୍‌ ସେନାର
Read More...

ବରଦା ରଣଜୀ ଖେଳାଳି ସୋଲାଙ୍କିଙ୍କ ପିତୃ ବିୟୋଗ, କିଛି ଦିନ ତଳେ ତାଙ୍କ ନବଜାତ ଶିଶୁର ହୋଇଥିଲା ଦେହାନ୍ତ

ନୂଆଦିଲ୍ଲୀ : ବରୋଦା କ୍ରିକେଟର ବିଷ୍ଣୁ ସୋଲାଙ୍କିଙ୍କ ଦୁଃଖ ଶେଷ ହେଉନାହିଁ । ନିକଟରେ ସେ ତାଙ୍କର ନବଜାତ ଶିଶୁକୁୁ ହରାଇଥିବା ବେଳେ ଗତକାଲି ତାଙ୍କ ପିତାଙ୍କୁ ହରାଇଛନ୍ତି । ଚଣ୍ଡିଗଡ ବିପକ୍ଷ ମ୍ୟାଚ ପରେ ସେ ଏହି ଦୁଃଖଦ ଖବର ପାଇଥିଲେ । ବିଷ୍ଣୁଙ୍କ ପିତାଙ୍କର ପରଲୋକ ରବିବାର ସକାଳେ
Read More...