ଦେଶ ପାଇଁ ଇତିହାସ ରଚିଲେ ବାର୍ତି

ନୂଆଦିଲ୍ଲୀ : ନୂଆବର୍ଷରେ ଦେଶ ପାଇଁ ଇତିହାସ ରଚିଛନ୍ତି ଅଷ୍ଟ୍ରେଲିଆନ ମହିଳା ଟେନିସ ଖେଳାଳି ଆସଲେ ବାର୍ତ୍ତି । ଅଷ୍ଟ୍ରେଲିଆନ ଓପନ-୨୦୨୨ ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ସେ ଟାଇଟଲ ଜିତି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଦୁନିଆର ଏକ ନମ୍ବର ଟେନିସ୍‌ ଖେଳାଳି ବାର୍ଟି ଆମେରିକାର
Read More...

ଅଜବ ବିଶ୍ୱାସ : ମାନସିକ ପୂରଣ ପାଇଁ ମନ୍ଦିରରେ କଙ୍କଡ଼ା ଅର୍ପଣ କରାଯାଏ

ଗୁଜରାଟ : ଅଞ୍ଚଳ ଓ ସଂପ୍ରଦାୟକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଓ ବିଧିବିଧାନ ରହିଥାଏ । ଲୋକେ ସେମାନଙ୍କ ଧର୍ମ ତଥା ସଂପ୍ରଦାୟ ଓ ବିଶ୍ୱାସକୁ ନେଇ ବିଭିନ୍ନ କାର୍ଯ୍ୟ କରିଥାନ୍ତି । ତେଣୁ ଏଥିରେ ଫରକ ରହିଥାଏ । ଏହି ରୀତିନୀତି ଯେତିକି କୌତୁହଳପ୍ରଦ ସେତିକି ବିସ୍ମୟକର ମଧ୍ୟ । ସାଧାରଣଣତଃ
Read More...

ଫେବୃଆରୀ ମାସରେ ୭ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ମାସରେ ପ୍ରାୟ ୧୨ଦିନ କାର୍ଯ୍ୟ ଦିବସରେ ବ୍ୟାଙ୍କ ବନ୍ଦ ରହିବ । ଆରବିଆଇର କ୍ୟାଲେଣ୍ଡର ଅନୁଯାୟୀ ଏହି ସୂଚନା ଜଣାପଡିଛି । ଫେବୃଆରୀ ମାସରେ ୫ତାରିଖ ଟି ସରସ୍ୱତୀ ପୂଜା ବନ୍ଦ ରହୁଥିବା ବେଳେ ୧୫ ତାରିଖ ମହମ୍ମଦ ହଜରତ୍‌ ଅଲ୍ଲୀଙ୍କ ପାଇଁ ବନ୍ଦ ରହିବ, ୧୬ ତାରିଖ
Read More...

ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ପୁରୀ ଅଭିମୁଖେ ଆସୁଥିବା ଗାନ୍ଧିଧାମ-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ର ମନ୍ଦୁରବାର ଠାରେ ଏହି ଅଘଟଣ ଘଟିଛି । ଏକ୍ସପ୍ରେସ ଟ୍ରେନ୍‌ଟି ଓଡିଶା ଅଭିମୁଖେ ଆସୁଥିବା ବେଳେ ଏହାର ଏକ ପ୍ୟାଣ୍ଟ୍ରିକାରରେ ନିଆଁ ଲାଗି
Read More...

ଭିଡିଓ : ୪କି.ମି. ଦଉଡିଲା ଜଳନ୍ତା ଟ୍ରକ୍‌, ଜାଣିପାରିଲେଣି ଡ୍ରାଇଭର

ପାଲଘର(ମହାରାଷ୍ଟ୍ର): ବର୍ଣ୍ଣିଂ ଟ୍ରେନ୍‌ ବା ଜଳନ୍ତା ଟ୍ରେନ୍‌ ଘଟଣାର ଉଦାହରଣ ରହିଛି । ଅନେକ ସମୟରେ ଟ୍ରେନ୍‌ ଯାଉଥିବା ବେଳେ ସେଥିରେ ନିଆଁ ଲାଗିବା ଏବଂ ବହୁ କିଲୋମିଟର ଧରି ଅଗ୍ରସର ହେବାର ନଜିର ରହିଛି । କିନ୍ତୁ ଏକ ବସ୍‌ କିମ୍ବା ଟ୍ରକ୍‌ ଜଳନ୍ତା ଅବସ୍ଥାରେ ଦୀର୍ଘ ପଥ ଧରି ତୀବ୍ର
Read More...

ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଆକସ୍ମିକ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ୮ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଆଜି ସକାଳ ସମୟରେ ସେ ଘରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ପ୍ରଥମେ ଘଟଗାଁ ମେଡିକାଲ ଏବଂ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ
Read More...

ଫେବୃଆରୀ ୧୩ ରୁ ଆରମ୍ଭ ହେବ ରଣଜୀ ଟ୍ରଫି, ସ୍ପଷ୍ଟ କଲେ ବିସିସିଆଇର ସଭାପତି

ନୂଆଦିଲ୍ଲୀ : କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ରଣଜୀ ଟ୍ରଫି ୨୦୨୨ ର ତାରିଖ ଘୋଷଣା କରିଛି । ଗତ ବର୍ଷ କରୋନା ମହାମାରୀ ହେତୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇନଥିଲା ଏବଂ ଏଥର ଜାନୁଆରୀ ୧୩ ରୁ ଆରମ୍ଭ ହେବାକୁ ଯୋଜନା କରାଯାଇଥିଲା, କିନ୍ତୁ ଦେଶର ତୃତୀୟ ଲହରକୁ ଦୃଷ୍ଟିରେ ରଖି
Read More...

ଏଥର ବି ଖଣ୍ଡଗିରି ଯାତ୍ରା ବନ୍ଦ

ଭୁବନେଶ୍ୱର: ମିଳିଲାନି ଅନୁମତି । ଦ୍ୱିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ବନ୍ଦ ହେଲା ଯାତ୍ରା । ଗତବର୍ଷ ପରି ଏବର୍ଷ ବି ହେବନି ଯାତ୍ରା । ଯେଉଁଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି ।ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଯାତ୍ରା
Read More...

ମନ୍ଦିରରୁ ପ୍ରାଚୀନ ଅଷ୍ଟଧାତୁର ମୂର୍ତ୍ତି ଚୋରୀ

ପୁରୀ,୨୯/୧- ପୁରୀ ଜିଲ୍ଲାରେ ମାତିଛନ୍ତି ମନ୍ଦିର ଲୁଟେରା । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ କରି ଚୋରି କରି ନେଇଛନ୍ତି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତିର୍ି । ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ଅନ୍ତର୍ଗତ ଗଡମୃଗଶୀରା ଗ୍ରାମର ପ୍ରାଚୀନ ବଟେଶ୍ୱର ମନ୍ଦିରରୁ ୪୫ କେଜିରୁ ଅଧିକ ହେବ ଅଷ୍ଟଧାତୁରେ
Read More...

ପାଟଣାଗଡ଼ରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଶୁଭାରମ୍ଭ

ପାଟଣାଗଡ଼,୨୯/୧- ପ୍ରାଥମିକ ଚକ୍ଷୁ କେୟାର ୟୁନିଟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ସୋନପୁର ପକ୍ଷରୁ ଆଜି ପାଟଣାଗଡ଼ ଦଶମତୀ ଗଳିର ଏକ ଷ୍ଟଲ୍‌ ଠାରେ ବେସରକାରୀ ଭାବରେ ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି । ଏହାକୁ ସାଂସଦ ସଂଗୀତା କୁମାରୀ ସିଂଦେଓ, ପୂର୍ବତନ ବିଧାୟକ
Read More...