ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଡକ୍ଟର ଗିରିଶ କୁମାର ମହାନ୍ତି

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଡକ୍ଟର ଗିରିଶ କୁମାର ମହାନ୍ତି ଦାୟିତ୍ୱ ଗ୍ରହଣ କରି ଥିବାର ଜଣାପଡ଼ିଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଠାରେ ଏସ୍‌ଡିଭିଓ
Read More...

ବୌଦ୍ଧ ଜିଲ୍ଲା ସ୍ତରୀୟ +୨କଲେଜ ଅଧ୍ୟକ୍ଷ ମାନଙ୍କ ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମାନଙ୍କ ବୈଠକ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷାଅଧିକାରୀ ଡ଼ଃ ଉଦୟନାଥ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡର ତୃତୀୟ ଲହର ସକାଶେ ପିଲାମାନଙ୍କ
Read More...

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଭୟଭୀତ ନହୋଇ ନିୟମ ପାଳନ କରିବାକୁ ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଭୟଭୀତ ନହୋଇ ନିୟମ ପାଳନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ତା ସହିତ ପ୍ରଶାସନକୁ ସତର୍କ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଆଜି
Read More...

କିଶୋରଙ୍କୁ ଟିକା ନେଇ ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର

ନୂଆଦିଲ୍ଲୀ : ଏବେ ଦେଶରେ ଚାଲିଛି କିଶୋର ଟିକାକରଣ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ୧୫ରୁ ୧୮ ର୍ବେ ବୟସର ପିଲାମାନଙ୍କୁ ଏହି ଅଭିଯାନରେ କରୋନା ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ପିଲା ଟିକା ନେଇସାରିଲେଣି । ତେବେ ଏହି ଟିକା ଓ ବୟସକୁ ନେଇ କିଛି
Read More...

ଶସ୍ତା ହେଲା ସୁନା

ନୂଆଦିଲ୍ଲୀ : ଏବେ ବାହାଘର ସିଜିନ ଚାଲିଛି । ତେଣୁ ସୁନାର ଭାଉ କାହିଁରେ କ’ଣ । ଧନୀମାନଙ୍କ ପାଇଁ ଚିନ୍ତାର କାରଣ ନାହିଁ,କିନ୍ତୁ ମଧ୍ୟବିତ୍ତ ବର୍ଗର ଗ୍ରାହକମାନେ ଆଶା କରୁଛନ୍ତି,ସୁନା ରେଟ କେମିତି ଟିକେ କମନ୍ତା କି । ସେମାନଙ୍କ ଆଶା ଏବେ କିଛିଟା ସାକାର ହୋଇଛି । ସୁନା ମୂଲ୍ୟ କମିଛି ।
Read More...

ଟାଟା ହାତକୁ ଗଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଔପଚାରିକ ଭାବେ କେନ୍ଦ୍ର ସରକାର ‘ଏୟାର୍‌ ଇଣ୍ଡିଆ’କୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି । ଏଥିପାଇଁ କିଛିଦିନ ତଳେ ଔପଚାରିକତା ପ୍ରକ୍ରିୟା ସଂପନ୍ନ ହୋଇଥିଲା । ହସ୍ତାନ୍ତର ହେବା ପୂର୍ବରୁ ଆଜି ‘ଟାଟା ସନ୍‌ସ୍‌’ର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ
Read More...

ଏହି ବିରଳ କାମ କରି ଦେଖାଇଦେଲେ ବିଶେଷଜ୍ଞ ଟିମ୍‌

ୱାଶିଂଟନ: ଚିକିତ୍ସା ବିଜ୍ଞାନରେ ଅନେକ ଆଶ୍ଚର୍ଯ୍ୟଜନକ ଓ ଚମକ୍ରାର ଉପଲବ୍ଧି ହାସଲ କରିଛନ୍ତି ଆମ ବୈଜ୍ଞାନିକମାନେ । ନୂଆ ଟେକନୋଲୋଜି ଜନ୍ମଲାଭ କରିଛି । ଏହିସବୁ ଟେକନୋଲୋଜି ସାହାଯ୍ୟରେ ଡାକ୍ତର ତଥା ବିଶେଷଜ୍ଞମାନେ ବହୁ ଅସାଧ୍ୟ କାର୍ଯ୍ୟକୁ ସାଧିତ କରିପାରୁଛନ୍ତି । ଫଳରେ ମାନବ ସମାଜର
Read More...

ମାର୍ଚ୍ଚରେ ଘଟିବ ଏହି ମହାଜାଗତିକ ଘଟଣା

ୱାସିଂଟନ୍‌ : ମହାକାଶରେ ଏଭଳି ବହୁ ଘଟଣା-ଅଘଟଣା ଘଟୁଛି,ଯାହା ସଂପର୍କରେ ଆମେ ଖୁବ କମ ଜାଣିପାରୁଛେ । ବେଳେବେଳେ ବୈଜ୍ଞାନିକମାନେ ମଧ୍ୟ ଜାଣିପାରୁ ନାହାନ୍ତି । ବହୁ ବିଳମ୍ବରେ ଘଟଣା ସାମ୍ନାକୁ ଆସୁଛି । ଏବେ ବୈଜ୍ଞାନିକମାନେ ସେହିଭଳି ଏକ ଘଟଣାର ସୂଚନା ଦେଇଛନ୍ତି,ଯାହା ଅତ୍ୟନ୍ତ
Read More...

ଅପହୃତ ଯୁବକଙ୍କୁ ଫେରାଇଲା ଚୀନ୍‌

ନୂଆଦିଲ୍ଲୀ: ଶେଷରେ ଉଦ୍ଧତ ଚୀନ ମୁଣ୍ଡ ନୂଆଁଇଛି । ଅପହରଣ କରିନେଇଥିବା ଭାରତୀୟ ନାଗରିକଙ୍କୁ ଚୀନ ଫେରାଇଛି । ସାତ ଦିନ ତଳେ ଚୀନର ପିଏଲଏ ଅରୁଣାଚଳ ପ୍ରଦେଶର ତରୁନ ମିରମଙ୍କୁ ଅପହରଣ କରିନେଇଥିଲା । ଭାରତ ସରକାରଙ୍କ ଚାପ ଓ ଚେତାବନୀ ପରେ ଆଜି ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ ଭାରତୀୟ
Read More...

ଶେୟାର ବଜାରରେ ପୁଣି ବଡ଼ ବିପର୍ଯ୍ୟୟ : ମୁଣ୍ଡରେ ହାତଦେଲେଣି ନିବେଶକ

ମୁମ୍ବାଇ: ଭାରତର ଶେୟାର ବଜାର ସ୍ଥିତିକୁ ନେଇ ନିବେଶକମାନେ ଏବେ ମୁଣ୍ଡରେ ହାତ ଦେଲେଣି । କାରଣ ଲଗାତାରଭାବେ ବଜାର ଆଶ୍ଚର୍ଯ୍ୟଜନକ ଘାଟାର ଶିକାର ହୋଇଚାଲିଛି । ଆଜି ପୁଣି ଏହି ବଜାରରେ ଘଟିଛି ବଡ଼ ବଡ଼ ବିପର୍ଯ୍ୟୟ,ଯାହାକୁ ନେଇ ନିବେଶକ ଘୋର ସଙ୍କଟରେ ପଡ଼ିଛନ୍ତି । ଆଜି ବମ୍ବେ ଷ୍ଟକ୍‌
Read More...