ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪୬୨ କରୋନା ପଜିଟିଭ, ୫ ମୃତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର। ୪୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୯୪ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ
Read More...

ପିପିଲି ଉପନିର୍ବାଚନ ପାଇଁ ଜୋର୍‌ ଧରିଲା ପ୍ରଚାର

ପୁରୀ,୨୦/୯- ପିପିଲି ଉପନିର୍ବାଚନ ପାଇଁ ଅ ।ଜି ଠାରୁ ଜୋର ଧରିଲା ପ୍ରଚାର । ଗଁ । ମୁହଁ । ହେଲେ ନେତା । ବିଜେପି ପ୍ରାର୍ଥୀ ଅ ।ଶ୍ରିତ ପଟ୍ଟନାୟକ ପିପିଲି ଦାଣ୍ଡମୁକୁନ୍ଦପୁର ଠାରୁ ନିଜେ ପ୍ରଚାରର ମଙ୍ଗ ଧରିଥିବା ବେଳେ ନିଜ ଜନ୍ମମାଟିରୁ ପାଣିଦୋଳ ପଞ୍ଚାୟତରୁ ପ୍ରଚାର ଅ ।ରମ୍ଭ କଲେ ବିଜେଡି
Read More...

ପିପିଲି ଉପନିର୍ବାଚରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ପୁରୀ,୨୦/୯- ପୁରୀ ପିପିଲି ଉପନିର୍ବାଚନ ନେଇ ଆଜିଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି । ତେବେ ଶାନ୍ତି ଶୃଙ୍ଖଳା ପାଇଁ ଆଜି ପୋଲିସ ପକ୍ଷରୁ ପିପିଲି ଫ୍ଲାଗ ମାର୍ଚ୍ଚ କରାଯାଇଛି । ୩ କମ୍ପାନୀ ବିଏସଏଫ୍‌ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛ଼ନ୍ତି । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ
Read More...

କରୋନା ଟୀକା ନେଲେ ୨୯୧ ମହିଳା ଓ ପୁରୁଷ

ବୌଦ୍ଧ/ଜହ୍ନ ।ପଙ୍କ,୨୦/୯- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପୂର୍ବାହ୍ନ ୯ ଟାରୁ କରୋନା ଟୀକା ଦିଆଯାଇଥିଲା । ଏହି ଟୀକା ଦାନ କେନ୍ଦ୍ରରେ ୧୮ ରୁ ୪୫ ବର୍ଷ ର ମହିଳା ଓ ପୁରୁଷ ଟୀକା ନେଇଥିଲେ । ସମୁଦାୟ ୪୫୦ ଜଣ ଭେକ୍ସିନ ଆସିଥିବା
Read More...

ଯାତ୍ରୀବିଶ୍ରାମଗାର କାର୍ଯ୍ୟ ଆରମ୍ଭ ହେଲା

ଜହ୍ନ ।ପଙ୍କ,୨୦/୯- ବହୁ ପ୍ରତୀକ୍ଷାର ଅନ୍ତ ହେଲା । ବିଧାୟକ ଦେଇଥିବା ଶୁଭକୁ ବାସ୍ତବରେ ପରିଣତ କଲେ ସରପଞ୍ଚ ମିତ୍ରଭାନୁ ପ୍ରଧାନ । ଦୀର୍ଘଦିନର ଦାବି ପରେ ଗ୍ରାମର ସ୍ୱେଚ୍ଛାସେବୀ ସୁଧାଂଶୁ ଶେଖର ମିଶ୍ର, ସ୍ୱାଧୀନ କୁମାର ପ୍ରଧାନ ଓ ପ୍ରକାଶ ବାରିକ ଜହ୍ନ ।ପଙ୍କଠାରେ ଏକ ଯାତ୍ରୀବିଶ୍ରାମଗାର
Read More...

ଓଏସ ଆରଟିସିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ସୁବର୍ଣ୍ଣପୁରଜ଼ିଲ୍ଲା ଗସ୍ତ

ସୁବର୍ଣ୍ଣପୁର,୨୦/୯- ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଏକ ଉଚ୍ଚସ୍ତରୀୟ ଦଶ ଜଣିଆ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ କରି ନିର୍ମାଣ ହେବାକୁ ଥିବା ରାଜ୍ୟ ସରକାରଙ୍କ ବ୍ଲକ ଲେବେଲ ନୂତନ ବସଷ୍ଟାଣ୍ଡ ବା ସାଇଟ ସବୁ ର ଭିତ୍ତି ଭୂମି ଅନୁଧ୍ୟାନ କରିଥିଲେ । ଓ ଏ ଏସ ଓ ଏସ ଡ଼ି ( ଓ ଏସ
Read More...

ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆମ୍‌ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗଜପତି ଜିଲ୍ଲା ମାଣିକପାଟଣା ତଥା ଆନ୍ଧ୍ର ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୫ ଦଫା ଦାବିପତ୍ର
Read More...

କିଟ୍‍ ଓ କିସ୍‍ ପକ୍ଷରୁ ଅଲିମ୍ପିଆନ୍‍ଙ୍କୁ ସମ୍ବର୍ଦ୍ଧନା : ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟ୍‍ର ଦୁଇ…

ଭୁବନେଶ୍ୱର: କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ର୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଥାଏ । ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି । କ୍ରୀଡ଼ାର ଉନ୍ନତି ପାଇଁ କିଟ୍‍ ଓ
Read More...

ଫେବୃଆରୀ ୧୫ରେ ବାରବାଟୀରେ ଟି-୨୦

କଟକ : ଫେବୃଆରୀ ୧୫ରେ ବାରବାଟୀରେ ଖେଳାଯିବ ଭାରତ-ଇଣ୍ଡିଜ୍‌ ଟି-୨୦ । ଏ ସମ୍ପର୍କରେ ଆଜି ଓସିଏ ସମ୍ପାଦକ ସଞ୍ଜୟ ବେହରା ସୂଚନା ଦେଇଛନ୍ତି । ଭାରତୀୟ କ୍ରିକେଟ୍‌ ଦଳର ଘରୋଇ ଶୃଙ୍ଖଳାର ଖେଳସୂଚୀ ପ୍ରସ୍ତୁତ ହୋଇଛି । ଖେଳସୂଚୀ ଅନୁସାରେ କଟକର ବାରବାଟୀ ଷ୍ଟାଡିୟମ୍‌ ରେ ୨୦୨୨ ଫେବୃଆରୀ ୧୫ରେ
Read More...

ଆସିଲା ରାୟୁଡୁଙ୍କ ଆହତ ସଂପର୍କରେ ତାଜା ରିପୋର୍ଟ

ଦୁବାଇ : ଗତକାଲି ଆଇପିଏଲ-୨୧ର ଦ୍ୱିତୀୟ ଚରଣ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ । ଚେନ୍ନାଇର ବ୍ୟାଟିଂ ସମୟରେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଆମ୍ବାତି ରାୟୁଡୁ ଆହତ ହୋଇଥିଲେ । ସେ ମାତ୍ର ୩ ଟି ବଲ ଖେଳି ରିଟିୟାର୍ଟ
Read More...