ଶହେ କୋଟି ଟିକାକରଣକୁ ସ୍ୱାଗତ ଜଣାଇ ସମ୍ବର୍ଦ୍ଧିତ କଲା ବିଜେପି
ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଜେପି ଫୁଲବାଣୀ ଠାରେ ଟିକାକରଣ କରାଉଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲା । ଶହେ କୋଟି ଟିକାକରଣ, ଶୁଣିବାକୁ ଅଡ଼ୁଆ ଆଉ ଅସମ୍ଭବ ଲାଗୁଥିଲେ ମଧ୍ୟ ପୁରା ସତ୍ୟ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ନିଶ୍ଚୟ ଯେ ଆମ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
Read More...
Read More...