ଜିଲ୍ଳା ବିଜେପିର ସାମ୍ବାଦିକ ସମ୍ମିଳନୀ, ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେବାକୁ ଅଗଷ୍ଟ ୨୦ରେ ରାୟଗଡ ଆସୁଛନ୍ତି କେନ୍ଦ୍ର…

ରାୟଗଡ/୧୬/୮: ଆସନ୍ତା ଅଗଷ୍ଟ ୨୦ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାୟଗଡ ଗସ୍ତନେଇ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଆସନ୍ତା ଅଗଷ୍ଟ ୧୯ତାରିଖରୁ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଆରମ୍ଭ ହେଉଥିବା ବେଳେ ଏଥିରେ
Read More...

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସଫେଇ ଅଭିଯାନ

ସୁବର୍ଣ୍ଣପୁର,୧୬/୮-ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ମନମୁଣ୍ଡା ସୁବର୍ଣ୍ଣମେରୁ ଶୈବ ପୀଠ ଠାରେ ଏକ ସଫେଇ ଅଭିଯାନ କରାଯାଇଥିଲା । ଏହି ଅଭିଯାନରେ ସଂଗଠନର ସକ୍ରିୟ ସଦସ୍ୟ ଡାକ୍ତର ସୁନୀଲ ମହାପାତ୍ର, ଗଣେଶ ମିଶ୍ର, ତରଣୀ ମେହେର, ବିଜୟ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ,
Read More...

ନଦୀ ଜଳ ଧୋଇ ନେଇଗଲା ପୋଡାମରା ଗାଁର ଅସ୍ଥାୟୀ ପୋଲ: ଗାଁକୁ ନାହିଁ ପକ୍କାରାସ୍ତା,ସରକାରୀ ରାସ୍ତା ଖୋଜୁଛନ୍ତି…

ରାୟଗଡ/୧୬/୮: ଦୀର୍ଘବର୍ଷରୁ ଗାଁକୁ ନାହିଁ ପକ୍କାରାସ୍ତାଟିଏ । ମାଧ୍ୟମ ସାଜିଛି ଝଂଜାବତୀ ନଦୀ ଉପରେ ଥିବା ଅସ୍ଥାୟୀ ପୋଲ । ଯାହରକି ଥିଲା ପୋଡାମରା ଗାଁର ବିକାଶର ରାସ୍ତା । ତେବେ ଦୁଇଦିନ ତଳେ ଉପରମୁଣ୍ଡରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଝଂଜାବତୀ ନଦୀରେ ବଢିପାଣି ଆସି ଅସ୍ଥାୟୀ ପୋଲକୁ ଧୋଇ
Read More...

କେନାଲ ପୁନଃରୁଦ୍ଧାର କଲେ ଦାମୋଦରପୁର ଗ୍ରାମବାସୀ

ବୌଦ୍ଧ/ଜହ୍ନାପଙ୍କ,୧୬/୮- ସାଲୁଙ୍କି ପାଲଝାର ପ୍ରକଳ୍ପ ଦ୍ୱାରା କେନାଲ ଯୋଗେ ଜଳସେଚନର ବ୍ୟବସ୍ଥା କରାଯାଇଛି । ମୁଖ୍ୟ କେନାଲରୁ ଶାଖା କେନାଲ, ଶାଖା କେନାଳରୁ ଉପଶାଖା କେନାଲ ମାଧ୍ୟମରେ ଚାଷୀଙ୍କ ବିଲକୁ ପାଣି ମାଡିଥାଏ । ପ୍ରତିବର୍ଷ ମୁଖ୍ୟ ଓ ଶାଖା କେନାଲ କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ
Read More...

ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ପୁରୀ,୧୬/୮- ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାଠପୋଲ ମରାମତି ଓ ପୁନଃରୁଦ୍ଧାର କରିବା ନିମନ୍ତେ ଜାତୀୟ ରାଜପଥ
Read More...