ବଜ୍ରାଘାତରେ ବିଧବାଙ୍କ ମୃତ୍ୟୁ, ବେସାହାରା ହେଲେ ଭାଇଭଉଣୀ
କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚୟତ ଜାମକି ଗାଁର ୪୫ ବର୍ଷୀୟ ବିଧବା ମହିଳା ନୃପତି ମାଂଝିଙ୍କ ବଜ୍ରାଘାତରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାକ୍ରମେ ରବିବାର ଦିନ ନିଜ କ୍ଷେତରୁ ଘରକୁ ଫେରୁଥିବା ବେଳେ ଗାଁରୁ ୨୦୦ ମିଟର ଦୂରତାରେ ଥିବା ସମୟରେ ଜୋର!-->…
Read More...
Read More...