ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇବନ୍ଧୁ ଅଙ୍ଗଦାନ କରି ୧୩ଜଣଙ୍କୁ ନୂଆ ଜୀବନ ଦେଲେ
ସୁରଟ: ଜନ୍ମରୁ ବନ୍ଧୁ ଥିଲେ । ଏମିତି ବନ୍ଧୁତ୍ୱ ଥିଲା କି ମୃତ୍ୟୁ ବି ସେମାନଙ୍କୁ ଅଲଗା କରି ପାରିନଥିଲା । ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଏହି ଦୁଇ ବନ୍ଧୁ ନିଜର ମୃତ୍ୟୁ ପରେ ମଧ୍ୟ ୧୩ ଜଣ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଛନ୍ତି । ଏହି ଦୁଇ ବନ୍ଧୁ ହେଉଛନ୍ତି ସୁରଟର ମିତ ପାଣ୍ଡ୍ୟା(୧୮) ଓ!-->…
Read More...
Read More...