ବୌଦ୍ଧ ବ୍ରିଜ ଛକ ଠାରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ଦାବି
ବୌଦ୍ଧ,୨୦/୧୦- ବୌଦ୍ଧସହରର ମହାନଦୀ ବ୍ରିଜ ଛକ ବଲାଙ୍ଗୀର, ସମ୍ବଲପୁର ଏବଂ ଅନୁଗୁଳ ଏବଂ ରେଢାଖୋଲ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଏକ ପ୍ରମୁଖ ଛକ ହୋଇଥିବାରୁ ଏଠାରେ ବ୍ୟାପକ ଯାନବାହନ ଅଟକି ରହୁଥିବାବେଳେ ପ୍ରବଳ ଯାତ୍ରୀ ସମାଗମ ହୋଇଥାଏ । କିନ୍ତୁ ଏଠାରେ କୌଣସି ପାନୀୟ ଜଳର ବ୍ୟବସ୍ଥା!-->…
Read More...
Read More...