ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି
ବୌଦ୍ଧ,୨୦/୮- ଆଜି ଓଡିଶା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ତରଫରୁ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀଙ୍କ ବଦଳି ହୋଇଥିବା ଜଣାପଡିଛି । ବିଭାଗର ଚଠି ସଂଖ୍ୟା ୧୫୭୨୦ ତା ୨୦.୦୮.୨୦୨୧ ଅନୁସାରେ ବୌଦ୍ଧ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜୁରଙ୍କୁ ଭୁବନେଶ୍ୱର ଓସେପା ଡେପୁଟି ଡାଇରେକ୍ଟର ଭାବେ!-->…
Read More...
Read More...