ପୁରୁଣାକଟକ ପ୍ୟାକ୍ସରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ ଋଣମେଳା

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ଅଜିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏଆରସିଏସ ମଙ୍ଗଲ ସୋରେନ ଯୋଗ
Read More...

ମହାପ୍ରଭୁଙ୍କ ପାଖରେ ବିଭିନ୍ନ ନାମରେ ପ୍ରସାଦ ରୂପେ ଲାଗି ହୁଏ ପଖାଳ

ପୁରୀ : ଓଡିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ତେବେ ଓଡିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ।କୋଟି ଓଡିଆଙ୍କ ମଉଡମଣି ତଥା ଜଗତରନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ହେଉଥିବା ଏହି
Read More...

ଆସନ୍ତାକାଲି ଓଡିଶା ଆସିବେ ମମତା ବାନାର୍ଜୀ, ୨୨ରେ ମହାପ୍ରଭୁଙ୍କ କରିବେ ଦର୍ଶନ

ପୁରୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ସେ ପୁରୀ ଆସି ୨୨ ତାରିଖ ବୁଧବାର ଅପରାହ୍ନ ୪ ଟା ବେଳେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡଗ୍ରାହି ଜଗନ୍ନାଥ ସ୍ୱାଇଁ ମହାପାତ୍ର ଏହି ସୂଚନା
Read More...

ଦୁଇ ବାଇକ ଚୋରକୁ ଧରି ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ନୂଆପଡ଼ା : ସିନାପାଲି ଥାନା ଅନ୍ତର୍ଗତ ବ୍ରହ୍ମଣୀଗୁଡା ଗ୍ରାମଠାରେ ଦୁଇ ବାଇକ ଚୋରକୁ ଧରି ଗ୍ରାମବାସୀ ପୁଲିସ ଜିମା ଦେଇଥିବା ଜଣାପଡିଛି । ଏନେଇ ସିନାପାଲି ପୁଲିସ ଅଭିଯୁକ୍ତ ଦ୍ୱୟକୁ ଥାନାରେ ଅଧିକ ପଚରାଉଚରା କରିଥିବା ଜଣାପଡିଛି । ପ୍ରାପ୍ତ ଖବର ଅନୁଯାୟୀ ଜଣଙ୍କର ବାଇକକୁ ଚୋରି କରି ନେଇ
Read More...

ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ପଞ୍ଚାୟତର ମୁଖ୍ୟ ଆର୍‌ଡି ରାସ୍ତାଠାରୁ ଶ୍ରୀରାମପୁର୍‌ ଗ୍ରାମ୍ୟ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇଛି । ମାର୍ଚ୍ଚ ୨୦୨୨ରୁ କାର୍ଯ୍ୟ ଆରମ୍ଭ ହୋଇ ଫେବୃଆରୀ୨୦୨୩ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଥିଲା । ଏହି
Read More...

ପୁରୀ ପୁଲିସକୁ ବଡ ସଫଳତା, ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ୧୨ ଗିରଫ

ପୁରୀ : ପୁରୀ ପୋଲିସକୁ ସୋମବାର ଏକ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡ଼କାୟତି ଓ ଦାଦାବାଟି ଆଦାୟ କରିବା ଅଭିଯୋଗରେରେ ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏ ନେଇ ସୋମବାର ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ କେ
Read More...

ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରାଜଜ ତଥା ଅଧ୍ୟକ୍ଷ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ପାରାଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମ ଠାରେ ଥିବା ରାମଲିଙ୍ଗେଶ୍ୱର ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟଠାରେ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିସିସି
Read More...

ବୃଦ୍ଧାଙ୍କୁ ମାରି ଖାଇଲା ବାଘ ! ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡା : ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଜଳମଡେଇ ଗାଁରେ ଘଟିଛି ଏକ ଅଭାନୀୟ ଘଟଣା । ୮୦ ବର୍ଷୀୟ ବୃଦ୍ଧାଙ୍କୁ ମାରୀ ଖାଇଲା ବାଘ । ବୃଦ୍ଧା ଜଣକ ଜଳମଡେଇ ଗାଁର ସନମତି ବାରିକ (୮୦) ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟା ୬ଟା ସମୟରେ ଘର ପଛପଟେ ଶୌଚ
Read More...

ବାୟୋଫ୍ଲକ ପଦ୍ଧତି ମାଛ ଚାଷର ଉଦଘାଟନ କଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର କେରାଣ୍ଡି ପଞ୍ଚାୟତର ରାମ ସାଗର ନିକଟରେ ବାୟୋଫ୍ଲକ ପଦ୍ଧତିରେ କରାଯାଇଥିବା ମାଛ ଚାଷର ପରିଦର୍ଶନ କରି ରିବନ କାଟି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ
Read More...