ବ୍ୟବସାୟୀଙ୍କୁ ଥାନା ଅଧିକାରୀଙ୍କ ମାଡ ଅଭିଯୋଗ, ମାମଲା ରୁଜୁ

ଫୁଲବାଣୀ : ଗଂଜାମ ଜିଲ୍ଲା ଗୋପାଳପୁର ପୋଲିସର ଅମାନବୀୟତା ଓ ବର୍ବରତା ସୀମା ଟପିଛି । କୌଣସି କାରଣ ନଥାଇ ଗଂଜାମ ଜିଲ୍ଲା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରିଙ୍କ ନିର୍ଦ୍ଦେଶରେ କୁଆଡେ କିଛି ପୋଲିସ ଏକ ବେସରକାରୀ ଗାଡ଼ିରେ ଆସି ଗତ ୨୭ ତାରିଖ ଦିନ ବିଳମ୍ବିତ ରାତିରେ କନ୍ଧମାଳ
Read More...

କଳାହାଣ୍ଡି ଜିଲ୍ଲାରେ ନିରନ୍ତର ବିକାଶ ଲକ୍ଷ୍ୟ ନେଇ ଦୁଇଦିନିଆ କର୍ମଶାଳା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ (ଡିପିଏମୟୁ) କଳାହାଣ୍ଡିର ମିଳିତ ଆନୁକୁଲ୍ୟରେ ଓଡିଶାର ନିରନ୍ତର ବିକାଶ ଲକ୍ଷରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ବିଷୟ ବସ୍ତୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

ଭାରସାମ୍ୟ ହରାଇ ମୋଟରସାଇକେଲ ଦୁର୍ଘଟଣା ଗ୍ରସ୍ତ,ଚାଳକ ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ବୁଦୁଲିପଦର ଘାଟିରେ ମୋଟର ସାଇକେଲ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ କାନ୍ଥରେ ବାଡେଇହେଲା ମୋଟରସାଇକେଲ । ଏଥିରେ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା
Read More...

ବର୍ଷାଙ୍କ ପାଇଁ ଭୋଟ୍‌ ମାଗିଲେ ନବୀନ, ମୁଁ ଗରିବ ଲୋକଙ୍କ ହକ୍ ପାଇଁ ଜାରି ରଖିଛି ଲଢେଇ

ପଦ୍ମପୁର ୦୨/୧୨: ଆସନ୍ତା ୫ରେ ପଦ୍ମପୁର ଉପ-ନିର୍ବାଚନ । ଏଥିପାଇଁ ସବୁ ଦଳ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ବିଜେଡି ପ୍ରାର୍ଥୀ ବର୍ଷା ରଞ୍ଜନ ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ମୁଖ୍ୟମନ୍ତ୍ରୀ
Read More...

ରେଡ଼କ୍ରସ ତିନି ଦିନିଆ ଶିବିରରେ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ ହେଲା

ସମ୍ବଲପୁର: ଆନ୍ତର୍ଜାତିକ ରେଡ଼କ୍ରସ ସୋସାଇଟିର ସମ୍ବଲପୁର ଜିଲ୍ଲା ଶାଖା ଆନୁକୁଲ୍ୟରେ ଆୟୋଜିତ ତିନି ଦିନିଆ ଶିବିରରେ ସର୍ବମୋଟ ୬୨୪ ଜଣଙ୍କ ସମ୍ପୂର୍ଣ୍ଣ ଶରୀର ସ୍କାନ କରାଯାଇ ରିପୋର୍ଟ ଦିଆଯାଇଛି । ସ୍ଥାନୀୟ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ, ସମ୍ବଳ, ସୋସିଆଲ ଷ୍ଟାର କ୍ଳବ,
Read More...

ଫୁଲବାଣୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ଫୁଲବାଣୀ :-ଫୁଲବାଣୀରେ କିଛି ଦିନ ହେଲା ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଜିଲ୍ଲା ସଦର ମହକୁମା ଫୁଲବାଣୀରେ ନିଶାଖୋର ମାନଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ସଂନ୍ଧ୍ୟାରେ ସ୍ଥାନୀୟ ବ୍ୟାଘ୍ରଦେବୀ ମନ୍ଦିର ପାଶ୍ୱର୍ରେ କିଛି ଅସାମାଜିକ ଯୁବକଙ୍କ
Read More...

୭ ଦଫା ଦାବି ନେଇ ଅଶା କର୍ମୀ ସଙ୍ଘ ଗଜପତି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଭାରତୀୟ ମଜଦୂର ସଙ୍ଘ ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶା ରାଜ୍ୟ ଆଶା କର୍ମୀ ସଙ୍ଘ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗଜପତି ଜିଲ୍ଲା ଆଶା କର୍ମୀ ସଂଘର
Read More...

ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆସିଥିବା ଅର୍ଥର ବିନିଯୋଗ ଉପରେ ବୈଠକ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ମନ୍ଦିର ଚତୁପାର୍ଶ୍ୱ ବିକାଶ ସମ୍ପର୍କିତ ବୈଠକ ଦେବୋତ୍ତର ବିଭାଗ ତରଫରୁ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ବିଜୟାନନ୍ଦ ସେଠୀ
Read More...

ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାରେ ଯୋଗଦେଲେ ଶ୍ରୀହରୀ

ଦଶପଲ୍ଲା : ଆଦିବାସୀ ବହୁଳ,ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ଆମ୍ବଲିମ୍ବା ଗ୍ରାମରେ ଧନଦାତ୍ରୀ ମା ମହାଲକ୍ଷ୍ମୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ଏହି ମନ୍ଦିର ପ୍ରତିଷ୍ଠା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ,ଦଶପଲ୍ଲାର ବିଶିଷ୍ଠ ସମାଜସେବୀ ଶ୍ରହରୀ
Read More...

ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ କାର୍ଯ୍ୟରତ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ୫ ଦଫା ଦାବି ନେଇ ଏକ ସ୍ମାରକପତ୍ର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପତିତପାବନ ବାରିକଙ୍କୁ ପ୍ରଦାନ କରାଯାଇଛି । ଗୁରାଣ୍ଡି
Read More...