ବେଆଇନ ବାଲି ଚାଲାଣ, ୩ ହାଇୱାକୁ ଜରିମାନା

ସୁବର୍ଣ୍ଣପୁର: ଗତକାଲି ରାତିରେ ସୋନପୁର ସହର ବୁଢାରଜା ଛକଠାରେ ବିନିକା ବାଇପାସ ଦେଇ ମହାନଦୀ ବ୍ରିଜ ପଟକୁ ଯାଉଥିବା ୩ ଗୋଟି ହାଇୱାରେ ବେଆଇନ ବାଲି ଚାଲାଣ କରୁଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ
Read More...

ବେଳାଭୂମି ସଫେଇ ଓ ଏୟାର ସୋ ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଆସନ୍ତା ୧୭ରେ ବେଳାଭୂମି ସଫେଇ ଓ ୧୮ର ଏୟାର ସୋ କୁ ସଫଳ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବର୍ମା ଚଳିତ ମାସ ୧୮ ତାରିଖ ସକାଳ
Read More...

ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ

ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲା ପରିଷଦ ଭବନର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନାର ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଯାଇଛି । ସାଂସଦ ଶ୍ରୀ ସାହୁ ବକ୍ତବ୍ୟରେ ଗଜପତି ଜିଲ୍ଲା
Read More...

ସାମ୍ବାଦିକଙ୍କୁ ପୋଲିସ ଆକ୍ରମଣ ଘଟଣା; ଓଜେୟୁ, କଂଗ୍ରେସ ଓ ବିଜେପିର ପ୍ରତିବାଦ

ନବରଙ୍ଗପୁର: ପାପଡାହାଣ୍ଡି ଥାନା ଥାନା ଠାରେ ଗତ ୧୪ ସେପ୍ଟେମ୍ବରରେ ଏକ ପ୍ରେମ ଜନିତ ମାମଲାକୁ କେନ୍ଦ୍ର କରି ନବରଙ୍ଗପୁର ପୋଲିସ ଏଏସପି ମହିଳାମାନଙ୍କୁ ଅସମ୍ମାନ ଓ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସାମ୍ବାଦିକ ମାନେ ଥାନାରେ ଏଏସପି ଜୟକୃଷ୍ଣ ବେହେରାଙ୍କ
Read More...

ଗଛକୁ ଧକ୍କା ଦେଲା ସ୍କର୍ପିଓ, ୬ ଆହତ

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ବଗାଡ଼ି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛକୁ ଧକ୍କା ଦେଲା ସ୍କର୍ପିଓ । ଡ୍ରାଇଭର ସମେତ ୬ଜଣ ଆହତ ହୋଇଥିବା ବେଳେ ତିନିଜଣ ଗୁରୁତର ଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ପୋଲିସ୍‌ ଓ ୧୦୮ ଆମ୍ବୁଲାନ୍ସ ପହଁଚି ସମସ୍ତଙ୍କୁ
Read More...

ଶିଶୁର ସିଙ୍ଗଲ ୟୁନିଟ୍‌ କିଡ୍‌ନି ୨ ବୟସ୍କଙ୍କ ଶରୀରରେ ପ୍ରତିରୋପଣରେ ଆପୋଲୋ ହସ୍ପିଟାଲର ବିରଳ ସଫଳତା

ଭୁବନେଶ୍ୱର, ୧୫/୦୯: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିଛି ଆପୋଲୋ ହସ୍ପିଟାଲ,ଭୁବନେଶ୍ୱର । ପ୍ରଥମଥର ପାଇଁ ଜଣେ ବାଳକଙ୍କ ଶରୀରର କିଡ୍‌ନି ଦୁଇ ଜଣ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ସଫଳତାପୂର୍ବକ ପ୍ରତିରୋପଣ କରାଯାଇଛି । ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଚିକିତ୍ସିତ
Read More...

ତୃତୀୟ ଦିନରେ ସୁବର୍ଣ୍ଣପୁର ଜ଼ିଲ୍ଲା ଟ୍ରାକ୍ଟର ମାଲିକ ସଂଘର ଆନ୍ଦୋଳନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ସଂଘ ପକ୍ଷରୁ ଗାଡି ମାଲିକ ମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଁଚିଛି । ଗତ ୨ ଦିନତଳେ ସହରର ରୟାଲ ପଡିଆରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Read More...

ନକଲି ଗୁଟ୍‌ଖା ଗୋଦାମରେ ପୋଲିସର ଚଢଉ,ଜଣେ ଗିରଫ

ଗଞ୍ଜାମ/ ବ୍ରହ୍ମପୁର: ବଡବଜାର ଥାନା ପୋଲିସ ପକ୍ଷରୁ ହରିଡାଖଣ୍ଡି ବଡ଼ ସାହିରେ ସନ୍ତୋଷ ସାହୁଙ୍କ ଘରେ ଦୀର୍ଘ ଦିନ ଧରି ବେଆଇନ୍‌ ଭାବେ ଚାଲିଥିବା ଆଉ ଏକ ଗୁଟ୍‌ଖା ଗୋଦାମ୍‌ ଉପରେ ବ୍ରହ୍ମପୁର ବଡବଜାର ଥାନା ପୋଲିସ ଚଢଉ କରି ପ୍ରାୟ ୧୩୯ କିଲୋ ନକଲି ଗୁଟ୍‌ଖା ଜବତ କରିଛି । ଏହି ଗୁଟ୍‌ଖା
Read More...

ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିଦର୍ଶନ କଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ଚଣ୍ଡିଖୋଲ : ବିଶ୍ୱବ୍ୟାଙ୍କ ଓ ଓଡିଶା ସରକାରଙ୍କ ମିଳିତ ସହାୟତାରେ କାର୍ଯ୍ୟକାରୀ ହେଉଥିବା ଓ ଏଚଇପିଇଇ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ନିମନ୍ତେ ବୁଧବାର ବିଶ୍ୱବ୍ୟାଙ୍କର ଏକ ଚାରି ଜଣିଆ ପ୍ରତିନିଧି ଦଳ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପରିଦର୍ଶନ କରିଥିଲେ ।
Read More...

ରୋଜଗାର ଦାବିକୁ ନେଇ “ୟୁଥ୍‌ ଫର ଆକ୍ସନ” ଘେରିବ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ

ସମ୍ବଲପୁର:ଏଠାକାର ଅଞ୍ଚଳରେ ଅନେକ କଳକାରଖାନା ଗଢି ଉଠିଲେ ମଧ୍ୟ ସେଥିରେ ସ୍ଥାନୀୟ ଯୁବସମାଜକୁ ନିଯୁକ୍ତି ମିଳୁନାହିଁ, ଯଦିଓ ସେଥିରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଏମାନଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରାଯାଇଛି । ସ୍ଥାନୀୟ ଯୁବସମାଜ ପ୍ରତି ଏଭଳି ଅନ୍ୟାୟ
Read More...