କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ

ଫୁଲବାଣୀ,୨/୫:- ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ମଇ ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌର
Read More...

ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ

ଫୁଲବାଣୀ,୨/୫:- ଟିକାବାଲି ଠାରେ ବ୍ଲକସ୍ତରୀୟ ଡିଜିଟାଲ ମାର୍କେଟିଂ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଫ୍ଲିପ୍‌ କାର୍ଟ, ଅମାଜନ ଓ ଭିଗମାର୍ଟ ଭଳି ଆନ୍ତର୍ଜାତୀୟ ଡିଜିଟାଲ ବଜାରରେ ନିଜନିଜର ଦ୍ରବ୍ୟ ବିକିବା ନିମନ୍ତେ
Read More...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନ ।ପଙ୍କ,୩୦/୪: ବୌଦ୍ଧ ବ୍ଳକ ତାଳସରଡା ପଂଚାୟତ ଅନ୍ତର୍ଗତ କନକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ମହାକୁଳଙ୍କ ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସିଆରସିସି ସଂଜୟ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା
Read More...

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକତ୍ସା ଦିବସ ପାଳିତ

ଜଗତସିଂହପୁର,୩୦/୪- ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ପାରଳାଖେମୁଣ୍ଡି,୩୦ା୪ : ଗଜପତି ଜିଲ୍ଲାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରେ ପ୍ରାଣୀ ସଂପଦ ବିକାଶ ବିଭାଗ ଦ୍ୱାରା ବିଭିିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ସକାଳ ୭ଘଣ୍ଟା ସମୟରେ ଗୋଷାଣୀ ବ୍ଲକ ଢାମୁଣୀଗାଁ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା
Read More...

ଅବକାରୀ ଚଢ଼ାଉ ୧୫୬୦କିଲୋ ମହୁଲ ଜବତ, ଜଣେ ଗିରଫ

ବାଲିଗୁଡ଼ା,୩୦/୪: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫୬୦ କିଲୋ ବେଆଇନ ମହୁଲ ଜବତ କରିବାସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ ଭାବେ ମହୁଲ କିଣି ଗଚ୍ଛିତ ରଖିବା ଅଭିଯୋଗରେ ସିମନବାଡ଼ି ଗ୍ରାମର ବିଦ୍ୟାଧର ସାହୁ ନାମକ
Read More...

ଉଠାଜଳସେଚନର ଗଭୀର ନଳକୂପ ଖନନ ହେବ କେବେ ?

ସୋନପୁର,୩୦/୪- ଶିଳ୍ପବିହୀନ ସୁବର୍ଣ୍ଣପୁର ଜିଲ୍ଲାର ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଅନ୍ୟପକ୍ଷରେ ଚାଷଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦେଉଥିବା ସରକାର କହୁଛନ୍ତି । କିନ୍ତୁ ଜିଲ୍ଲାରେ ଉଠାଜଳସେଚନ ବିଭାଗ ତରଫରୁ ଚାଷ ଜମି ଗଭୀର ନଳକୂପ ଖନନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Read More...

ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଜଣେ ଅଟକ, କିଛି ଟଙ୍କା ସହ ପ୍ରିଣ୍ଟର ଜବତ

ପାଟଣାଗଡ,୩୦/୪: - ଜାଲ୍‌ ନୋଟ୍‌ କାରବାର କରୁଥିବା ଅଭିଯୋଗରେ ପାଟଣାଗଡ଼ ଥାନା ପଣାମୁଣ୍ଡା ଗାଁରୁ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍‌ । ଅଟକ ଅଭିଯୁକ୍ତ ହେଲେ ଡୁମେରପଦର ଗାଁର ରୋହିତ ଦାସ । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ ରୋହିତ ଦାସ ପଣ୍ଡା
Read More...

ସଂଗୀତଜ୍ଞ ତଥା ଶ୍ରୀଜୀଉସେବକ ସରୋଜ ତ୍ରିପାଠୀଙ୍କ ପରଲୋକ

ନବରଙ୍ଗପୁର,୩୦/୪: - କୋଷାଗୁମୁଡା ଜଗନ୍ନାଥ ମନ୍ଦିରର ସେବକ ତଥା ମହାନ ଆଧ୍ୟାତ୍ମିକ ବ୍ୟକ୍ତି ସଂଗୀତଜ୍ଞ ସରୋଜ ତ୍ରିପାଠୀଙ୍କର ଗତକାଲି ସନ୍ଧ୍ୟାରେ ହୃଦଘାତରେ ପରଲୋକ ଘଟିଛି । ଶ୍ରୀଜୀଉଙ୍କ ଆଳତି ସେବା ସାରିବା ପରେ ଦେବାଳୟ ମଧ୍ୟରେ ସେ ବିବ୍ରତ ବିଚଳିତ ହୋଇ ପଡିଥିଲେ ଏବଂ ମହାପ୍ରଭୁଙ୍କ
Read More...

ଗରମ ତାୱାରେ ସନ୍ତୁଳି ହେଉଛି ଦଶପଲ୍ଲା

ଦଶପଲ୍ଲା,୨୯/୪: - ପ୍ରବଳ ଖରା ତାତିରେ ଆଉଟୁ ପାଉଟୁ ହୋଇ ଦହଗଂଜ ହେଉଛନ୍ତି ଦଶପଲ୍ଲାବାସୀ । ଏଥିସହିତ ଅଘୋଷିତ ବିଦ୍ୟୁତକାଟ୍‌ ଓ ଜଙ୍ଗଲ ନିଆଁ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଥିବାବେଳେ ପାନୀୟଜଳ ସମସ୍ୟା ନ କହିବା ଭଲ । ଦଶପଲ୍ଲାର ସର୍ବାଧିକ ତାପମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଡିଗ୍ରୀ
Read More...