ରାଜ୍ୟରେ ଖୋଲିବ ୨୨୩ଟି ଗ୍ୟାରେଜ୍ ଓ ୧୪୦ଟି ଢାବା
ଭୁବନେଶ୍ୱର: ରାଜ୍ୟରେ ୧୪୦ଟି ଢାବା ଓ ୨୨୩ଟି ଗ୍ୟାରେଜ୍ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଲକ୍ଡାଉନ୍ ଯୋଗୁଁ ଜାତୀୟ ରାଜପଥରେ ମାଲ୍ ପରିବହନ ବେଳେ ଖାଦ୍ୟ ପାଇଁ ସମସ୍ୟାରେ ପଡୁଥିବା ଟ୍ରକ ଚାଳକଙ୍କ ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଯାହା ପରିବହନ ସେବା ସହିତ!-->…
Read More...
Read More...