ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି ଆଜି : ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲରେ କୋଭିଡ ଚିକିତ୍ସା କେନ୍ଦ୍ର…

ସମ୍ବଲପୁର :ରାଜ୍ୟ ସରକାର କୌଣସି ବିରୋଧ କୁ ଭୃକ୍ଷେପ ନ କରି ଏଠାରେ ଜିଲ୍ଲା ସଦର ହସ୍ପିଟାଲ କୁ କୋଭିଡ ଚିକିତ୍ସା କେନ୍ଦ୍ର ରୂପେ ଗଢି ତୋଳିବା ପାଇଁ ଆଗେଇ ଚାଲିଛନ୍ତି, ଯଦିଓ ଏଠାକାର ଏକ ବୌଦ୍ଧିକ ବର୍ଗ ଏହି ନିଷ୍ପତ୍ତିର ଘୋର ବିରୋଧ କରୁଛି । ଏହି ବିରୋଧ ସ୍ବରୂପ ମିଶନ ଭିମସାର ନାମକ
Read More...

୧୭ରେ ନିରାଡମ୍ବର ଭାବେ ପାଳନ ହେବ ବିଜୁବାବୁଙ୍କ ଶ୍ରାଦ୍ଧଉତ୍ସବ

ପ୍ରବାଦ ପୁରୁଷ ବିଶିଷ୍ଟ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଉତ୍ସବ ଏପ୍ରିଲ ୧୭ରେ ରାଜ୍ୟବ୍ୟାପୀ ନିରାଡ଼ମ୍ବର ଭାବେ ପାଳନ କରାଯିବ। ସମଗ୍ର ମାନବ ସମାଜ କରୋନା ଭଳି ମହାମାରୀକୁ ମୁକାବିଲା କରୁଛି, ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ
Read More...

CRPF 127 ବାଟାଲିୟନ ପକ୍ଷରୁ ସ୍ବତନ୍ତ୍ର ଜନସମ୍ପର୍କ ଶିବିର ଆୟୋଜିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ CRPF ୧୨୭ ବାଟାଲିୟନ ପକ୍ଷରୁ ସ୍ବତନ୍ତ୍ର ଜନସମ୍ପର୍କ ଶିବିର ଆୟୋଜିତ ହୋଇଛି । ୬ ଦିନଧରି ଏହି ଶିବିର ବାଲିଗୁଡ଼ା ଅଞ୍ଚଳର ବାଲିଗୁଡ଼ା,ବେଲଘର, ତୁମୁଡ଼ିବନ୍ଧ,ଗୋଛାପଡ଼ା,ବାଲନ୍ଦାପଡ଼ା, ବାରଖମା ଆଦି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଚାଲିବ ।
Read More...

ଘଞ୍ଚ ଜଙ୍ଗଲରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ପୋଚ ଓ ମଦ ନଷ୍ଟ

ବାଲିଗୁଡ଼ା: ମହାମାରୀ କରୋନା ପାଇଁ ଯାରି ହୋଇଛି ଲକ୍ ଡାଉନ୍ । ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହାର ସୁଯୋଗ ନେଇ କିଛି ଅସାଧୁ ଲୋକ ଘଞ୍ଚ ଜଙ୍ଗଲ ଭିତରେ ଚଲାଇଛନ୍ତି ଦେଶୀ ମଦ ରନ୍ଧା ଓ ବିକ୍ରି । ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ନିଜର ଏକ
Read More...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଆଜି ଝାରପଡା ଜଣେ ଓ ବମିଖାଲ ଅଂଚଳରୁ ଆଉ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଯାଜପୁର ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଖୁସିର ଖବର ଯେ, ଏମାନଙ୍କ ମଧ୍ୟରୁ ପାଖାପାଖି ୧୮ ଜଣ ସୁସ୍ଥ ହୋଇ ମେଡ଼ିକାଲ୍‌ରୁ ଡିସ୍‌ଚାର୍ଜ
Read More...

କ୍ରିକେଟ ସଂପର୍କରେ ଅଶ୍ୱିନଙ୍କର ଏଭଳି ଧାରଣା ଥିଲା

ମୁମ୍ବାଇ : ନିକଟରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ତା\'ର ଟ୍ୱିଟର ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଅନୁରୋଧ କରିଥିଲା । କ୍ୟାରିଅର ଆରମ୍ଭ ବେଳେ କ୍ରିକେଟ ସଂପର୍କରେ କି ପ୍ରକାର ଧାରଣା ଥିଲା ତାହା ଜଣାଇବା ପାଇଁ ଆଇସିସି ସେମାନଙ୍କୁ କହିଥିଲା । ଏଭଳି ଏକ ବିଷୟ ଅତ୍ୟନ୍ତ
Read More...

ବାତିଲ୍ ହେଲା ସମସ୍ତ ହକି ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହାପରେ ହକି ଇଣ୍ଡିଆ ତା\'ର ସମସ୍ତ କ୍ରୀଡା ଇଭେଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି । ସମସ୍ତ ନ୍ୟାସନାଲ ଚାମ୍ପିଅନସିପ ବାତିଲ ହେବା ସଂପର୍କରେ ହକି ଇଣ୍ଡିଆର
Read More...

ଏହି ସବୁ ବିଷୟ ଉପରେ ଗୁଗଲ ସର୍ବାଧିକ ସର୍ଚ୍ଚ କରିଛନ୍ତି ଭାରତୀୟ

ନୂଆଦିଲ୍ଲୀ : ବର୍ତ୍ତମାନ ସାରା ବିଶ୍ୱରେ କୋରନା ଭାଇରସ ସଂକ୍ରମଣକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ଇଣ୍ଟରନେଟ, ସୋସିଆଲ ମିଡିଆ ଓ ନ୍ୟୁଜ ଚ୍ୟାନେଲ ଗୁଡିକରେ ପ୍ରସାରିତ ହେଉଥିବା ସମସ୍ତ ନ୍ୟୁଜ୍ ମଧ୍ୟରେ କରୋନା ସଂପର୍କିତ ଖବରର ମାତ୍ରା ସର୍ବାଧିକ । କେବଳ ସେତିକି ନୁହେଁ, ଲୋକମାନେ
Read More...

ପୂଜାରା ଭାରତୀୟ କ୍ରିକେଟର ନୂଆ ପାଚେରୀ : ଲିଓନ

ନୂଆଦିଲ୍ଲୀ : ଭାରତୀୟ ଟେଷ୍ଟ କ୍ରିକେଟରେ ୱାଲ୍ ବା ପାଚେରୀ କଥା ଉଠିଲେ ସାଧାରଣତଃ ରାହୁଲ ଦ୍ରାବିଡଙ୍କ ନାମ ଆଗକୁ ଆସେ । ବିଶ୍ୱ କ୍ରିକେଟରେ ଦ୍ରାବିଡ ଏହି ମାନ୍ୟତା ପାଇଛନ୍ତି । ତେବେ ଭାରତୀୟ କ୍ରିକେଟରେ ଏବେ ଆଉ ଜଣେ କ୍ରିକେଟର ନୂଆ ପାଚେରୀ ଭାବେ ଚର୍ଚ୍ଚିତ ହୋଇଛନ୍ତି । ସେ ହେଉଛନ୍ତି
Read More...

କରୋନାର ପ୍ରଭାବ : ୮ଲକ୍ଷ କୋଟି କ୍ଷତି ସହିଲାଣି ଭାରତ

ନୂଆଦିଲ୍ଲୀ : ଭାରତର ଅର୍ଥନୀତି ଉପରେ ଲକଡାଉନ ଗଭୀର ପ୍ରତିକୂଳ ପ୍ରଭାବ ପକାଇଛି । ଯେଉଁଥିପାଇଁ ବିଭିନ୍ନ କ୍ଷେତ୍ରରେ ବିପୁଳ ପରିମାଣର ଆର୍ଥିକ କ୍ଷତି ଘଟିଛି । ପ୍ରଥମ ପର୍ଯ୍ୟାୟର ଲକଡାଉନ ସମୟରେ ପ୍ରାୟ ୮ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଏହାର ଭରଣା କିପରି ଭାବରେ ହେବ ତାହାକୁ ନେଇ
Read More...