ଲକ୍ ଡାଉନ ସମୟରେ ଜୀବନ ବିନ୍ଦୁ ପକ୍ଷରୁ 10 ଦିନ ଯାଏ ରକ୍ତ ଦାନ ଶିବିର
ଦେବଗଡ : କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରା ଦେଶକୁ ଲକ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଜିଲ୍ଲା ମୂଖ୍ୟ ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତ ର ଅଭାବ ଦୂର କରିବା ପାଇଁ ଜୀବନ ବିନ୍ଦୁ ପକ୍ଷରୁ 10 ଦିନ ଧରି ରକ୍ତ ସଂଗ୍ରହ କରି ଯୋଗାଇଦେବାର ପ୍ରୟାସ ଆରମ୍ଭ!-->…
Read More...
Read More...