୨୦୧୯-୨୦ ଆର୍ଥିକ ବର୍ଷରେ ନାଲ୍‌କୋର ରେକର୍ଡ଼ ଉତ୍ପାଦନ

ଭୁବନେଶ୍ୱର :କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନୀକାରୀ ଉଦ୍ୟୋଗ ନ୍ୟାସ୍‌ନାଲ୍ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟ୍ ଏବଂ ଆଲୁମିନା କ୍ଷେତ୍ରରେ ସର୍ବକାଳୀନ ଉତ୍ପାଦନ ରେକର୍ଡ଼ କରିଅଛି । ଶତକଡ଼ା
Read More...

ରକ୍ତଦାନରେ ସାମିଲ ହେଲା Need Wall ସଂଗଠନ

କରୋନା ଲଢେଇ ପାଇଁ ସାରା ଦେଶ ଲକ ଡାଉନ୍, ବଲାଙ୍ଗୀର ସମେତ ପଡୋଶୀ 4/5 ଜିଲ୍ଲା ଲୋକେ ଭୀମଭୋଇ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରନ୍ତି, ଏବେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି, Being Human ସଂଗଠନର 5ଜଣ ସଦସ୍ୟ ପ୍ରତିଦିନ ରକ୍ତ ଦାନ କରୁଥିବା ବେଳେ ଆଉ
Read More...

ଲକଡାଉନରେ ବୋର୍ ହେବନି ଲୋକେ, ବାଲିଗୁଡା ପୁଲିସର ଅଭିନବ ପ୍ରୟାସ

ବାଲିଗୁଡ଼ା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଘରେ ରହି ରହି ଲୋକେ ବିରକ୍ତ ହୋଇଗଲେଣି । ଏଣିକି ଲୋକେ ଆଉ ବୋର୍ ହେବେନି । କାରଣ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ନିଆଯାଇଛି ଅଭିନବ ପଦକ୍ଷେପ । ଘରେ ବସିବସି ବୋର୍ ନହୋଇ କରୋନା ଉପରେ ଆଧାରିତ କବିତା, ଚିତ୍ରାଙ୍କନ, ରଚନା, କ୍ଷୁଦ୍ରଗଳ୍ପ,ଗିତ ଆଦି
Read More...

ଝାରସୁଗୁଡ଼ାରେ କୋଭିଡ୍‌-୧୯ ଚିକିତ୍ସାଳୟ ପାଇଁ ବେଦାନ୍ତ ଲିଃର ଭାଗିଦାରୀ

ଝାରସୁଗୁଡ଼ା : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କରୋନା ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟର ବ୍ୟବସ୍ଥା କରାଯିବ । ଏହି ଦିଗରେ ଝାରସୁୁଗୁଡ଼ାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲର ଗଠନ କରାଯିବ, ଯାହାର ପ୍ରସ୍ତୁତି ଓ ପରିଚାଳନା ପାଇଁ ବେଦାନ୍ତ
Read More...

ଯୋଡା : ପ୍ରଶାସନ ପକ୍ଷରୁ ମିଳୁନି ରନ୍ଧା ଖାଦ୍ୟ, ସାମାଜିକ ଅନୁଷ୍ଠାନ ହିଁ ଗରିବଙ୍କୁ ଭରସା

ଯୋଡା, : ଲକ୍ ଡାଉନର ୯ଦିନପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ମାନଙ୍କରେ ରହୁଥିବା ଗରିବ ଦିନ ମଜୁରୀଆ ମାନଙ୍କୁ ରନ୍ଧା ଖାଦ୍ୟ ମିଳିପାରିନଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ ଏହି ଲକ୍ ଡାଉନ ସମୟରେ ସମସ୍ତ ଖଟିଖିଆଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ
Read More...

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ପାଲଟିଲେ ଏହି ତିନି ଯୁବକ

ସମ୍ବଲପୁର : ବର୍ତ୍ତମାନ ସବୁଆଡେ ଅଭାବ ଅସୁବିଧା ପରିଲକ୍ଷିତ ହେଉଛି ଓ ଏହାର ସର୍ବାଧିକ ଶିକାର ରକ୍ତଭଣ୍ଡାର ଗୁଡିକରେ ଦୃଷ୍ଟିଗୋଚର ହେଉଛି । ହେଲେ କିଛି ଯୁବକ ଏହି ଅଭାବ ଅସୁବିଧା ପୂରଣ କରିବା ପାଇଁ ଆଗେଇ ଆସୁଛନ୍ତି । ଏପରି କିଛି ଯୁବକ ଅମନଜିତ ସିଂହ ସଲୁଜା, ଅନୁପ ସାଗର ଓ କାଶ୍ଯପ
Read More...

ଭିମସାରରେ କରୋନା ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ପ୍ରବଳ ଦାବି

ସମ୍ବଲପୁର :ସମଗ୍ର ରାଜ୍ୟରେ କରୋନା ପରୀକ୍ଷଣ ଓ ଚିକିତ୍ସା ପାଇଁ ତିନୋଟି ବଡ ହସ୍ପିଟାଲ କୁ ସୁବିଧା ସମ୍ପନ୍ନ ଓ ଅଧିକୃତ କରାଯାଇଛି ଓ ସେହି ତିନୋଟି ଯାକ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ରେ ରହିଛି । ଏଣୁ ବର୍ତ୍ତମାନ ଏପରି ଜରୁରୀ ଚିକିତ୍ସା ସୁବିଧା ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ
Read More...

ହସ୍ପିଟାଲ ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ କରୋନା ସନ୍ଦିଗ୍ଧ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ତାହିରପୁର ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶିୟାଲିଟି ହସ୍ପିଟାଲରେ ବୁଧବାର ଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଜଣେ କରୋନା ଭାଇରସ ସନ୍ଦିଗ୍ଧ ବ୍ୟକ୍ତି କ୍ୱାରଣ୍ଟାଇନ ସମୟରେ ହସ୍ପିଟାଲର ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି
Read More...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କଲେ ଗମ୍ଭୀର

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ରୂପକ ମହାମାରୀରେ କବଳିତ । ଭାରତରେ ମଧ୍ୟ ଏହାର ଭୟାବହତା ଧିରେ ଧିରେ ବଢ଼ୁଛି । ଆଜିସୁଦ୍ଧା ୧୯୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୪୧ଜଣ ମୃତ୍ୟୁବରଣ କରିସାରିଲେଣି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ପ୍ରାୟ ସମସ୍ତ ସାଂସଦ, ବିଧାୟକ,
Read More...

ନିଜାମୁଦ୍ଦୀନ ଫେରନ୍ତାଙ୍କ ତଲାସ ପାଇଁ ପୁଲିସ ଦ୍ବାରା ଘନ ଘନ ଚଢ଼ାଉ

ସମ୍ବଲପୁର : ବର୍ତ୍ତମାନ ସମଗ୍ର ଦେଶରେ ନିଜାମୁଦ୍ଦୀନ ଫେରନ୍ତା ଙ୍କ ତଲାସ ପାଇଁ ହଟଚମଟ ଚାଲିଛି ଓ ଏଥିପାଇଁ ଏଠାରେ ମଧ୍ୟ ସ୍ଥାନୀୟ ପୁଲିସ ସକ୍ରିୟତା ଦେଖାଉଛି । କୌଣସି ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ପୁଲିସ ପକ୍ଷରୁ ହୀରାକୁଦ ର ଗୋଟିଏ ଘରେ ମଙ୍ଗଳବାର ରାତିରେ ଚଢ଼ାଉ କରାଯାଇଥିଲା ଓ ସେଠାରୁ
Read More...