Browsing Category

ମନୋରଞ୍ଜନ

ରିଲିଜ୍ ଅପେକ୍ଷାରେ ସଲମାନଙ୍କ ଫିଲ୍ମ

ମୁମ୍ବାଇ: ଲକଡାଉନ ସତ୍ତ୍ୱେ କେତେକ ନିର୍ମାତା ତଥା ଅଭିନେତା ସେମାନଙ୍କ ନୂଆ ସିନେମାର ରିଲିଜ୍ ନେଇ ଉଦ୍ୟମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ସଲମାନ ଖାନ୍ ଅନ୍ୟତମ । ସଲମାନ ଏବେ ତାଙ୍କର ଫାର୍ମରେ ରହି ଲକଡାଉନ ସମୟ ବିତାଉଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ଜାରି ରହିଥିଲେ ମଧ୍ୟ ସିନେମା
Read More...

ଲକଡାଉନ ଯୋଗୁଁ ବଲିଉଡର ୬ଶହ କୋଟି କ୍ଷତି

ମୁମ୍ବାଇ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ ହେବା ଦିନଠାରୁ ଅନ୍ୟାନ୍ୟ କ୍ଷେତ୍ରଭଳି ବଲିଉଡ ମଧ୍ୟ ପ୍ରଭାବିତ ହୋଇଛି । ଭିଡ କମାଇବା ପାଇଁ ସରକାର ସବୁ ସିନେମା ହଲଗୁଡିକ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ବହୁ ସିନେମା ରିଲିଜ୍ ହୋଇପାରିନାହିଁ । ଏଥିଯୋଗୁଁ
Read More...

ବୃଦ୍ଧି ପାଉଛି ଦୂରଦର୍ଶନର ଦର୍ଶକ ସଂଖ୍ୟା , କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ବର୍ତ୍ତମାନର ଲକଡାଉନ ସମୟରେ ଲୋକଙ୍କୁ ବାହାରକୁ ନଯିବା ଲାଗି ଏକ ଅଭିନବ ପଦକ୍ଷେପ ସ୍ୱରୂପ ସରକାର ଦୂରଦର୍ଶନରେ ରାମନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ରାମାୟଣ ଏବଂ ବିଆର୍ ଚୋପ୍ରାଙ୍କ ନିର୍ଦ୍ଦେଶିତ "ମହାଭାରତ'ର ପୁନଃ ପ୍ରସାରଣ କରାଇଛନ୍ତି । ମାର୍ଚ୍ଚ ୨୮ରୁ ରାମାୟଣର ପ୍ରସାରଣ
Read More...

ପ୍ରତିଦିନ ୪୫ହଜାର ଲୋକଙ୍କୁ ଖୁଆଇବେ ସୋନୁ ସୁଦ୍‌

ମୁମ୍ବାଇ : ଲକଡାଉନ ଯୋଗୁଁ ଦେଶରେ ଗରିବ ଓ ଶ୍ରମିକଶ୍ରେଣୀର ଲୋକମାନେ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଦେବା ଲାଗି କେବଳ ସରକାର ନୁହେଁ, ବହୁ ବ୍ୟକ୍ତିବିଶେଷ ଓ ସାମାଜିକ ସଂଗଠନ ଏପରିକି ବଲିଉଡର କଳାକାରମାନେ ଆଗେଇ ଆସିଛନ୍ତି
Read More...

ବିବାହ କରିବାର ଅର୍ଥ କ୍ୟାରିୟର ଶେଷ ନୁହେଁ

ବଲିଉଡର ଜଣେ ଅଭିନେତ୍ରୀ ବିବାହ କରିବା ପରେ ତାଙ୍କ କ୍ୟାରିୟର ଶେଷ ହୋଇଗଲା ବୋଲି ଭାବିବା ଠିକ୍ ନୁହେଁ । ପୂର୍ବରୁ ବିବାହ ପରେ ଅନେକ ଅଭିନେତ୍ରୀ ବଲିଉଡକୁ କମ୍ ବ୍ୟାକ୍ କରିଛନ୍ତି, ଏବଂ ସଫଳ ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି କାଜୋଲ । ପୁଣି ଥରେ କାଜୋଲ ବଲିଉଡ୍‌ରେ ଜୋରଦାର ଏଣ୍ଟ୍ରି
Read More...

ଲକଡାଉନରେ ଟିଭି ଅଭିନେତ୍ରୀ ଗାଁରେ ଫଶିଲେ, ସେୟାର କଲେ ଭିଡିଓ

କରୋନା ଭାଇରସ କାରଣରୁ ଦେଶରେ ୨୧ଦିନ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ଯୋଗୁ ଏକ ଗାଁରେ ଜଣାଶୁଣା ଅଭିନେତ୍ରୀ ତଥା ବିଗବସ ପ୍ରତିଯୋଗୀ ରତନ ରାଜପୁତ ଫଶିଯାଇଛନ୍ତି । ସେଠାରେ ଏହି ଅଭିନେତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଗାଁରେ ରହୁଥିଲେ ମଧ୍ୟ ରତନ ରାଜପୁତ ଲଗାତାର
Read More...

ଲକଡାଉନରେ ପୁଅ ସହ ଚେସ୍ ଖେଳୁଛନ୍ତି ହ୍ରିତିକ୍

ମୁମ୍ବାଇ : ଲକଡାଉନ ଯୋଗୁଁ ବର୍ତ୍ତମାନ ସମସ୍ତେ ନିଜ ଘରେ ଭିତରେ ଆବୋଧ । ତେଣୁ ଏହି ସମୟକୁ ଲୋକମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବେ ଲକଡାଉନ ସମୟରେ ତାଙ୍କର ଅତିପ୍ରିୟ ଖେଳ ଚେସ୍ ଖେଳୁଛନ୍ତି । ନିଜ ପୁଅ ସହ ସେ ଭିନ୍ନ ଭିନ୍ନ ସମୟରେ
Read More...

କରୋନା ହାରିବ, ପୁଣି ଭାରତ ହସିବ : ଦେଖନ୍ତୁ ଭାଇରାଲ ଭିଡିଓ

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ' ନାମର ଏକ ମ୍ୟୁଜିକ ଭିଡିଓ ରିଲିଜ୍ କରିଛନ୍ତି । ଯାହାକୁ
Read More...

କରୋନା ପାଇଁ ଅଙ୍ଗୁଠିରୁ ମୁଦି କାଢିଦେଲେ ବଲିଉଡ ସେଲିବ୍ରେଟି

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସାରା ବିଶ୍ୱରେ ପରିସ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଉଛି । ସାନିଟାଇଜର ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଥିଲେ । ଲୋକମାନଙ୍କ ଉପରେ ତାହାର ଗଭୀର ପ୍ରଭାବ ପଡିଛି । ଲୋକମାନେ ପ୍ରତିଦିନ
Read More...

ଦିବ୍ୟାଙ୍କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରି ହୋଇଯାଇଥିଲା ନିସ୍ତବ୍ଧ

୧୯୯୩ ମସିହା ଅପ୍ରେଲ୍ ମାସ ୫ ତାରିଖ । ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୁଭିଲା ଶୋକର ପଦଧ୍ୱନୀ । ବୁଝୁବୁଝୁ କଣ ନା ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଦାଡ଼ିର ଚୁଲବୁଲି ହିରୋଇନ୍ ଦିବ୍ୟା ଭାରତୀ ତାଙ୍କ ବାସଭବନର ୫ମ ମହଲାରୁ ପଡ଼ି ପ୍ରାଣ ହରାଇଛନ୍ତି । ଏହା ଶୁଣି ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ତାଜୁବ୍
Read More...