Browsing Category

ମନୋରଞ୍ଜନ

ଚର୍ଚ୍ଚାରେ ‘ଦେବଦାସ’

ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’କୁ ନେଇ ଓଡ଼ିଆ ସିନେଶିଳ୍ପରେ ଚର୍ଚ୍ଚା ଲାଗି ରହିଛି । ଏ ଫିଲ୍ମଟିକୁ ନେଇ ଅଧିକ ଚର୍ଚ୍ଚା ହେବା ପଛର କାରଣ ପ୍ରଥମତଃ ଏହା ଏକ ବ୍ୟୟବହୁଳ ସିନେମା । ଫିଲ୍ମରେ ଉଭୟ ଅପେକ୍ଷାକୃତ ନୂଆମୁହଁ ଏବଂ ପ୍ରତିଷ୍ଠିତ କଳାକାରଙ୍କୁ ଏକାଠି କରିଛନ୍ତି ପ୍ରଯୋଜକ,…
Read More...

ଏହି ବଲିଉଡ ନାୟିକା ୬ମାସ ହରାଇଥିଲେ ସ୍ମୃତି ଶକ୍ତି

ନିଜର ଫିଟନେସ୍, ଷ୍ଟାଇଲ୍ ଓ ଡ୍ୟାନ୍ସର ମୁଭ୍ସ୍ ପାଇଁ ଅଭିନେତ୍ରୀ ଦିଶା ପଟାନୀ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ସେ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ଥାନ୍ତି । ଦିଶାଙ୍କର ବୋଲ୍ଡ ଓ ସ୍ପୋର୍ଟି ଲୁକ୍ ତାଙ୍କର ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଥାଏ । କିନ୍ତୁ ଦିଶା ନିଜ ବିଷୟରେ ଏକ…
Read More...

ସାରାଙ୍କ ପରେ ଏହି ଅଭିନେତ୍ରୀ କାର୍ତ୍ତିକଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି

ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ପରେ ବଲିଉଡର ଆଉ ଜଣେ ଅଭିନେତ୍ରୀ ନବାଗତ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ଡେଟରେ ଯିବାକୁ ଚାହୁଁଛନ୍ତି। ସେ ହେଉଛନ୍ତି ସଞ୍ଜୟ ଲୀଳା ଭଂଶାଳୀଙ୍କ ଭାଣିଜୀ ଶର୍ମିନ ଶେହଗଲ। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି। ଫିଲ୍ମ ମଲାଲରୁ ବଲିଉଡରେ ପାଦ…
Read More...

‘ସାହୋ’ ର ନୂଆ ପୋଷ୍ଟର ରିଲିଜ୍

ଫିଲ୍ମ ‘ସାହୋ’ର ନୂଆ ପୋଷ୍ଟର ରିଲିଜ୍ ହୋଇଛି । ରିଲିଜ୍ ହେଉ ହେଉ ସାହୋ ର ପୋଷ୍ଟର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଟ୍ରେଣ୍ଡ କରୁଛି । ପୋଷ୍ଟରରେ ବାହୁବଲୀ ଫେମ୍ ଅଭିନେତା ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କୁ ରୋମାଂଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଛି । ଏଥିରେ ଉଭୟଙ୍କ ମଧ୍ୟରେ…
Read More...

ଏହି ନିର୍ଦ୍ଦେଶଙ୍କ ପ୍ରେମରେ ପରିଣିତି ବାୟା

ପରିଣୀତି ଚୋପ୍ରା ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଜବରିୟାଁ ଜୋଡି’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି । ଫିଲ୍ମର ପ୍ରମୋଶନ ସହିତ ନିଜର ବ୍ୟକ୍ତିଗତ ଆଫେୟାର୍ ପାଇଁ ମଧ୍ୟ ପରିଣୀତି ଚର୍ଚ୍ଚାରେ ଅଛନ୍ତି । ରିପୋର୍ଟ ଅନୁସାରେ ପରିଣିତି ଫିଲ୍ମ ଅଗ୍ନିପଥର ସହ ନିର୍ଦ୍ଦେଶକ ଚରିତ୍ ଦେଶାଇଙ୍କୁ…
Read More...

ନିର୍ବାଚନୀ ପ୍ରଚାର ପାଇଁ ଶୁଭାଙ୍ଗିଙ୍କ ପାଖରେ ନେତାଙ୍କ ଭିଡ଼

ନୂଆଦିଲ୍ଲୀ : ପୁଣି ଥରେ ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ଶୁଭାଙ୍ଗି ଅତ୍ରୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଅଙ୍ଗୁରି ଭାବି ନାମରେ ପରିଚିତ ଥିବା ଶୁଭାଙ୍ଗିଙ୍କୁ ଏବେ ବହୁ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କରିବାର ପ୍ରସ୍ତାବ ଆସୁଥିବା ଜଣା ପଡ଼ିଛି । ଏ ନେଇ ନିଜେ ଶୁଭାଙ୍ଗି…
Read More...

କଙ୍ଗନା ଓ ରାଜ କୁମାରଙ୍କ ଭୟାନକ ଫିଲ୍ମ ‘ମେଣ୍ଟାଲ୍‌ ହେ କ୍ୟା’

ମୁମ୍ବାଇ: ‘ମଣିକର୍ଣ୍ଣିକା’ର ସଫଳତା ପରେ ଏବେ ବଲିଉଡର ଲୋକପ୍ରିୟ ନାୟିକା କଙ୍ଗନା ରାନାଓ୍ଵତଙ୍କର ଆଉ ଏକ ଫିଲ୍ମ ରିଲିଜ୍‌ ହେବାକୁ ପ୍ରସ୍ତୁତ। ଏହି ଫିଲ୍ମ ହେଲା ‘ମେଣ୍ଟାଲ୍‌ ହେ କ୍ୟା’ଏଥିରେ କଙ୍ଗନାଙ୍କ ସହ ଜଣାଶୁଣା ଅଭିନେତା ରାଜ କୁମାର ରାଓ ଅଛନ୍ତି ମୁଖ୍ୟ ଭୂମିକାରେ। ଏହି ଫିଲ୍ମର…
Read More...

କଟକରୁ ଭୁବନେଶ୍ୱର ଆସିଲେ ଲୋକପ୍ରିୟ ଅଭିନେତ୍ରୀ ତଥା ରାଜନେତ୍ରୀ ଅପରାଜିତା ମହାନ୍ତି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତାଙ୍କୁ ଦର୍ଶକ ଶହେରୁ ଅଧିକ ସିନେମାରେ ଦମ୍‌ଦାର୍‌ ରୋଲ୍‌ରେ ଦେଖିବାକୁ ପାଇଛନ୍ତି। ନାୟିକା ଏବଂ ଚରିତ୍ର ଅଭିନେତ୍ରୀ ଭାବେ ପରଦା ଉପରେ ନିଜର ଅଭିନୟ ଦକ୍ଷତା ବହୁବାର ପ୍ରତିପାଦିତ କରିଛନ୍ତି ଅପରାଜିତା। ଏବେ ଅପରାଜିତା ବାସ୍ତବ ଜୀବନରେ…
Read More...

କେଉଁଠାରୁ ପାଇବେ ଟିକେଟ୍‌ ଓଲିଉଡ ଷ୍ଟାର୍‌ ଅରିନ୍ଦମ?

ଭୁବନେଶ୍ୱର: ଓଲିଉଡ ଷ୍ଟାର୍‌ ଅନୁଭବ ମହାନ୍ତି ବିଜେଡ଼ିର କେନ୍ଦ୍ରାପଡ଼ାରୁ ଲୋକସଭା ପାଇଁ ଟିକେଟ୍‌ ପାଇବାପରେ ଏବେ ଅନ୍ୟତମ ଲୋକପ୍ରିୟ ତାରକା ଅରିନ୍ଦମ୍‌ ରାୟଙ୍କର ଅବସ୍ଥା କ’ଣ ହେବ? ଏହାକୁ ନେଇ ଓଲିଉଡରେ ଯେମିତି ଚର୍ଚ୍ଚା ଚାଲିଛି,ସେମିତି ରାଜନୀତିରେ ବି ଚର୍ଚ୍ଚା ଜାରି ରହିଛି। ଆଉ ଜଣେ…
Read More...

ବିଜେପିରେ ଯୋଗ ଦେଲେ ଅଭିନେତ୍ରୀ ବିଦୁସ୍ମିତା

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କଳାକାରମାନେ ବିଗତ ଦିନମାନଙ୍କରେ ରାଜନୀତିରେ ପ୍ରବେଶ କରିଥିଲେ ସେମାନଙ୍କ ମଧରେ ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ମୁନ୍ନା ଖାଁ, ଅରିନ୍ଦମ ରାୟ, କୁନା ତ୍ରପାଠୀ, ଉତ୍ତମ ମହାନ୍ତି, ଶ୍ରୀତମ ଦାସ, ପିଙ୍କି ପ୍ରଧାନ,…
Read More...