Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଟେଲି ନିର୍ଦ୍ଦେଶକ ଏବେ ପରିବା ବିକାଳି
ମୁମ୍ବାଇ: ଏହି ଶିରୋନାମା ଦେଖି ଅନେକ ପାଠକ ଆଶ୍ଚର୍ଯ୍ୟ ହୋଇପାରନ୍ତି; କିନ୍ତୁ ଏହା ନିରାଟ ସତ୍ୟ । କରୋନା ପରିସ୍ଥିତି ବହୁ ଲୋକଙ୍କ ଜୀବନଶୈଳୀ ବଦଳାଇ ଦେଇଛି ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି, ଯେଉଁମାନେ କି ହଜାର ହଜାର , ଲକ୍ଷ ଲକ୍ଷ ଟଙ୍କା!-->…
Read More...
Read More...
ଲଦାଖରେ ପୁଣି ଉତ୍ତେଜନା
ଲଦାଖ : ଲଦାଖରେ ପୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ର ସୈନିକମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ ଭାରତର ଯବାନ୍ମାନେ ତାହାକୁ ସଫଳତାର ସହ ବ୍ୟର୍ଥ କରିଛନ୍ତି । ଉତ୍ତେଜନା ଦେଖାଦେଇଥିବାରୁ ସୀମାନ୍ତରେ ଭାରତ ଯୁଦ୍ଧ ଟ୍ୟାଙ୍କ ମୁତୟନ!-->…
Read More...
Read More...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବଙ୍କ ଶେଷକୃତ୍ୟ ସମ୍ପନ୍ନ
ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି "ଭାରତ ରତ୍ନ' ପ୍ରଣବ ମୁଖାର୍ଜୀଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀସ୍ଥିତ ଲୋଧିଘାଟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ବଡ଼ପୁଅ ଅଭିଜିତ୍ ମୁଖାଗ୍ନି ଦେଇଥିଲେ । ଏହା ପୂର୍ବରୁ!-->…
Read More...
Read More...
ବିଜୟ ମାଲ୍ୟାଙ୍କୁ ଝଟ୍କା: ମାମଲା ସମୀକ୍ଷା ଆବେଦନ ଖାରଜ
ନୂଆଦିଲ୍ଲୀ : ହଜାର ହଜାର କୋଟି ଟଙ୍କାର ଋଣ ଠକି ନେଇ ଫେରାର ହୋଇଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି । ତାଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତେବେ ଏହାର ସମୀକ୍ଷା ପାଇଁ ସେ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । କୋର୍ଟ କିନ୍ତୁ!-->…
Read More...
Read More...
ସେପ୍ଟେମ୍ବର ମାସଯାକ ଉଡିବନି ଅନ୍ତର୍ଜାତୀୟ ବିମାନ
ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ କଟକଣାକୁ ବଳବତ୍ତର ରଖିଛନ୍ତି । ଅନଲକ୍-୪ରେ ଅନେକ କଟକଣା କୋହଳ କରାଯାଇଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କ୍ଷେତ୍ରରେ କଟକଣାକୁ କାଏମ ରଖାଯାଇଛି । ସେପ୍ଟେମ୍ବର ୩୦ ତାରିଖ!-->…
Read More...
Read More...
ଅଦାଲତ ଅବମାନନା ମାମଲାରେ ପ୍ରଶାନ୍ତଙ୍କୁ ଏକ ଟଙ୍କା ଜୋରିମାନା
ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଆଜି ସୁପ୍ରିମ୍କୋର୍ଟ ଏକ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଜୋରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ତା' ପୂର୍ବରୁ!-->…
Read More...
Read More...
ସେପ୍ଟେମ୍ବରକୁ ପୋଷଣ ମାସ ଭାବେ ପାଳନ କରାଯିବ
ନୂଆଦିଲ୍ଲୀ : ଖାଦ୍ୟ ସହିତ ମଣିଷର ମାନସିକତା ଓ ବୌଦ୍ଧିକ ବିକାଶ ଦିଗ ଜଡ଼ିତ । ଆମର ମାନସିକତା ବିଚାରରେ ଆମେ ଖାଦ୍ୟ ବାଛିଥାଉ ଏବଂ ତାହାକୁ ଗ୍ରହଣ କରିଥାଉ । ମାନସିକ ଓ ଶାରିରୀକ ସୁସ୍ଥତା ଓ ବିକାଶ ଦିଗରେ ଖାଦ୍ୟର ବିଶେଷ ଭୂମିକା ରହିଛି । ଆମେ ଯେମିତି ଖାଇବା ଆମର ମାନସିକତା ଓ!-->…
Read More...
Read More...
୩୫ ଲକ୍ଷ ଟପିଲା କରୋନା ପଜିଟିଭ୍
ନୂଆଦିଲ୍ଲୀ : ଭାରତରେ ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ରେକଡର଼୍ ପରେ ରେକଡର଼୍ ଭାଙ୍ଗିଚାଲିଛି । ଗତକାଲି ଦିନକର ସଂକ୍ରମଣ ୭୭ ହଜାର ପରେ ଥିବା ବେଳେ ଆଜି ତାହା ୭୮ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫!-->…
Read More...
Read More...
ରିୟାଙ୍କୁ ପୁଣି ଜେରା
ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଅଧିକାରୀମାନେ ପୁଣୀ ଜେରା କରିଛନ୍ତି । ଗତକାଲି ତାଙ୍କୁ ସାତଘଣ୍ଟା ଜେରା କରାଯାଇଥିଲା । ଆହୁରି ବହୁ ତଥ୍ୟ ବାହାର କରିବା ଲାଗି ତାଙ୍କୁ ଆଜି ପୁନର୍ବାର ଜେରା କରାଯାଇଥିଲା । ଖୁବ୍ଶୀଘ୍ର!-->…
Read More...
Read More...
ଲୋକସଭା କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ବାବଦ ଭତ୍ତା
ନୂଆଦିଲ୍ଲୀ : ସଂସଦର ଲୋକସଭାର କର୍ମଚାରୀମାନଙ୍କୁ ଏଣିକି ୟୁନିଫର୍ମ ବାବଦକୁ ବାର୍ଷିକ ଭତ୍ତା ପ୍ରଦାନ କରାଯିବ । ଶୁକ୍ରବାର ଏହି ସୂଚନା ମିଳିଛି । ପୂର୍ବରୁ ୟୁନିଫର୍ମ ନିମନ୍ତେ ସେମାନେ ଦୁଇ ବର୍ଷକୁ ଥରେ କଟ୍ପିସ୍ କପଡ଼ା ପାଉଥିଲେ । ସେହି କପଡ଼ାକୁ ନେଇ କର୍ମଚାରୀମାନେ ଡ୍ରେସ୍ ତିଆରି!-->…
Read More...
Read More...