Browsing Category

ଦେଶ- ବିଦେଶ

କରୋନା ସଙ୍କଟରୁ ଅନେକ ଶିକ୍ଷା ମିଳିଛି

ବେଙ୍ଗାଲୁର : କରୋନା ଭାଇରସ ସଂକ୍ରମଣ ସଂକଟରୁ ଆମକୁ ଅନେକ ଶିକ୍ଷା ମିଳିଛି । ସଂକଟକୁ କିପରି ସୁଯୋଗରେ ପରିଣତ କରାଯାଇପାରିବ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି । ଦେଶର ନାଗରିକମାନେ ମଧ୍ୟ ସମସ୍ୟାକୁ ସୁଯୋଗରେ ପରିଣତ କରିବା ଲାଗି ପ୍ରତିଜ୍ଞାବଦ୍ଧ ଥିବା ଲକ୍ଷ୍ୟ କରାଯାଉଛି । ଏହି
Read More...

ସଂରକ୍ଷଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ : ସଂରକ୍ଷଣ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ଗୁରୁବାର ଏକ ଅତି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସଂରକ୍ଷଣ ଏକ ମୌଳିକ ବା ଜନ୍ମସିଦ୍ଧ ଅଧିକାର ନୁହେଁ । ସଂରକ୍ଷଣକୁ ନେଇ ଯେଭଳି ଅବଧାରଣା କରାଯାଉଛି, ତାହା ଠିକ୍ ନୁହେଁ ବୋଲି କୋର୍ଟ କହିଛନ୍ତି । ତାମିଲନାଡୁରେ ମେଡ଼ିକାଲ
Read More...

ବିନା ପରୀକ୍ଷାରେ ଦଶମ ଶ୍ରେଣୀର ସବୁ ଛାତ୍ରଛାତ୍ରୀ ପାସ୍‌

ଚେନ୍ନାଇ : କରୋନା ସଂକ୍ରମଣ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହୋଇଥିବା ବେଳେ କେତେକ ଭଲ ଘଟଣା ମଧ୍ୟ ଘଟୁଛି । କରୋନା ଯୋଗୁଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ଏଭଳି କେତେକ ନିଷ୍ପତ୍ତି ନେଉଛନ୍ତି ଯାହା ଲୋକଙ୍କୁ ଉପକୃତ କରାଉଛି । ତା\'ମଧ୍ୟରୁ ପିଲାଙ୍କ ପରୀକ୍ଷା ସଂକ୍ରାନ୍ତ ନିଷ୍ପତ୍ତି
Read More...

ରସାତଳକୁ ଚାଲିଯିବ ଦେଶର ଅର୍ଥନୀତି

ନୂଆଦିଲ୍ଲୀ: ଆମେରିକାକୁ କରୋନା ଭାଇରସ ଯେପରି ତଳିତଳାନ୍ତ କରିଛି ଭାରତକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡିବ । ଏହାର ଅର୍ଥନୀତି ଆଗାମୀ ଦିନରେ ରସାତଳକୁ ଚାଲିଯିବ । ଆର୍ଥିକ ସ୍ଥିତି ଏତେ ଖରାପ ହୋଇପଡିବ, ଯାହାକୁ ସ୍ୱାଭାବିକ କରିବା ଲାଗି ବହୁ ବର୍ଷ ଲାଗିଯିବ । ଏଭଳି ସତର୍କବାଣୀ ତଥା
Read More...

ପାକ୍ ଟିଭିର ସ୍ୱୀକାରୋକ୍ତି କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ

ଇସଲାମାବାଦ : ପାକିସ୍ତାନର ଗୋଟିଏ ପରେ ଗୋଟିଏ ଅଫିସ୍ ତଥା ସଂସ୍ଥା ଏବେ ସତକଥା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି । କାଶ୍ମୀରକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କାଶ୍ମୀର ଉପରେ ପାକିସ୍ତାନ ସରକାର ନିଜର ଅଧିକାର ଜାହିର କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତ ବାରମ୍ବାର
Read More...

୨୪ ଘଣ୍ଟା ନପୁରୁଣୁ ନିଷ୍ପତ୍ତି ବିରୋଧରେ ଗଲା ଚୀନ୍‌

ନୂଆଦିଲ୍ଲୀ : ସୀମା ସମସ୍ୟାର ସମାଧାନ ପାଇଁ ହୋଇଥିବା ଆଲୋଚନାକୁ ୨୪ ଘଣ୍ଟା ନପୁରୁଣୁ ଚୀନ୍ ପୁଣି ସୀମାନ୍ତରେ ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ କରିଛି । ସୀମାନ୍ତରେ ଚୀନ୍ ସୈନ୍ୟଙ୍କ ଗତିବିଧି ସକ୍ରିୟ ହୋଇଥିବା ଲକ୍ଷ୍ୟ କରାଯାଇଛି । ତା\'ସାଙ୍ଗକୁ ଚୀନ୍ ସୀମାନ୍ତରେ ସେନା ହେଲିକପ୍ଟର
Read More...

ସୀମା ବିବାଦ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ଚୀନ୍ ରାଜି

ନୂଆଦିଲ୍ଲୀ : ଲଦାଖ୍ ଓ ସିକିମ୍‌ର ଡୋକଲାମ୍‌ରେ ସୀମାରେ କେତେକ କାର୍ଯ୍ୟକଳାପକୁ ନେଇ ଦେଖାଦେଇଥିବା ବିବାଦର ଆଶୁ ସମାଧାନ ପାଇଁ ଉଭୟ ଚୀନ୍ ଓ ଭାରତ ରାଜି ହୋଇଛନ୍ତି । ଆଜି ଦୁଇ ଦେଶର ବରିଷ୍ଠ ସେନାଧିକାରୀଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଥିଲା । ଆଲୋଚନାରେ ହୋଇଥିବା ନିଷ୍ପତ୍ତି ସଂପର୍କରେ
Read More...

ଦେଶରେ ଶିକ୍ଷାନୁଷ୍ଠାନ ଖୋଲିଲା ବେଳକୁ ଅଗଷ୍ଟ ହୋଇଯିବ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ସାରା ଦେଶରେ ସ୍କୁଲ, କଲେଜ୍ ଆଦି ବନ୍ଦ ରହିଛି । ଏଗୁଡ଼ିକ କେବେ ଖୋଲିବ, ତାହା ନିର୍ଦ୍ଦିଷ୍ଟ ହୋଇନାହିଁ । ପୂର୍ବରୁ ଜୁଲାଇ ମାସରେ ଖୋଲିବ ବୋଲି କୁହାଯାଉଥିଲେ ମଧ୍ୟ ତାହା ସମ୍ଭବ ନୁହେଁ ବୋଲି କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ରମେଶ
Read More...

ବ୍ରିଟେନ୍‌କୁ ଅତିକ୍ରମ କରିବା ସ୍ଥିତିରେ ଭାରତ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୨ ଲକ୍ଷ ୪୭ ହଜାର ୬୭୮କୁ ବୃଦ୍ଧି ପାଇଛି । ଏଥିସହ ବିଶ୍ୱ କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । ସଂକ୍ରମଣ ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଅଳ୍ପ କିଛିଦିନ ମଧ୍ୟରେ ଏହା ବ୍ରିଟେନ୍ ଓ
Read More...

ଭୟଙ୍କର ରୂପ ନେଉଛି କରୋନା

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନାକୁ ନେଇ ବିଶ୍ୱରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବେକାବୁ ହେବାରେ ଲାଗିଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୨୬ ହଜାର ଟପିଥିବା ବେଳେ
Read More...