Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ପୁଣି ନିବେଦନ କଲେ କେଜ୍ରିୱାଲା : ଘରେ ରୁହନ୍ତୁ,ଗୀତା ପଢ଼ନ୍ତୁ
ନୂଆଦିଲ୍ଲୀ : କରୋନା ପାଇଁ ୨୧ ଦିନିଆ ଲକ୍ଡାଉନ୍ରେ ବନ୍ଦୀ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପୁଣିଥରେ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଯେଉଁଠାରେ ଅଛନ୍ତି ସେହିଠାରେ ରୁହନ୍ତୁ । ଯଦି ବାହାରକୁ ବାହାରି ବୁଲାବୁଲି କରିବେ, ବିନା!-->…
Read More...
Read More...
ସଲମାନଙ୍କ ଭଣଜାଙ୍କ ମୃତ୍ୟୁ
କୋଲକାତା: ଗତକାଲି ବଲିଉଡ୍ର ସୁପରଷ୍ଟାର ସଲମନ୍ ଖାଁନ୍ ୨୫ ହଜାର ଅଭିନେତା/ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ଖୁସି ମନାଉଥିବା ବେଳେ ଆଜି ତାଙ୍କ ନିଜ ପାଇଁ ଏକ ଦୁଃଖଦ ସମୟ ପଡ଼ିଛି । ଗତକାଲିର ଖୁସି ଆଜି ପାଣି ଫୋଟକା ଭଳି ଉଭେଇ ଯାଇଛି । ଖବରରରୁ ପ୍ରକାଶ ଯେ, ସଲମାନ୍ ଖାଁଙ୍କ!-->…
Read More...
Read More...
ଜାପାନର ମନୋରଂଜନ ଦୁନିଆରେ କରୋନା ଲଗାଇଲା ଦାଗ
ଟୋକିଓ୍: ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଏହା ଆଜିସୁଦ୍ଧା ୩୩ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ସାଢ଼େ ସାତ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିିକତ୍ସିତ ହେଉଛନ୍ତି । ଏହି ମହାମାରୀ ଭଳି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ!-->…
Read More...
Read More...
କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :ଶ୍ରମିକଙ୍କ ପାଇଁ କ’ଣ କରିଛ ଜଣାଅ
ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଥିବା ବେଳେ ସଂପୃକ୍ତ ରାଜ୍ୟଗୁଡିକ ସୀମା ସିଲ୍ କରିଦେଇଛନ୍ତି । ତେବେ ଅଟକି ଥିବା ଶ୍ରମିକମାନଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା ଠିକ୍!-->…
Read More...
Read More...
ତୃତୀୟ ଷ୍ଟେଜରେ ପହଞ୍ଚିନି ଭାରତ, କରୋନା ମୁକାବିଲା ୧୦ଟି କମିଟି ଗଠନ କଲେ ପିଏମ୍
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଏବେବି ନିୟନ୍ତ୍ରଣ ଅବସ୍ଥାରେ ରହିଛି । ଏହା ତୃତୀୟ ଷ୍ଟେଜରେ ପହଞ୍ଚିନାହିଁ । ଅର୍ଥାତ୍ ଦ୍ୱିତୀୟ ପର୍ଯ୍ୟାୟରେ ସୀମିତ ରହିଛି । ଗୋଷ୍ଠୀ ସଂକ୍ରମଣକୁ ହିଁ ତୃତୀୟ ଷ୍ଟେଜ୍ ବୁଝାଯାଏ । ସେହି ଷ୍ଟେଜକୁ ଯେପରି ଦେଶ ନ ଯିବ, ସେଥିଲାଗି!-->…
Read More...
Read More...
ସିରିଏଲ୍ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସଲମନ୍
ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ରୂପକ ଭୂତାଣୁ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ଟିଭିରେ କୌଣସି ସିରିଏଲ୍ ମଧ୍ୟ ପ୍ରସାର!-->…
Read More...
Read More...
ସୁଧୁରୁନି କରୋନା ପରିସ୍ଥିତି : ସୀମା ସିଲ୍ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ବୁଲା ଶ୍ରମିକ ଏବଂ ସେହି ଶ୍ରେଣୀର ଅନ୍ୟଲୋକମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଉଦ୍ୟମ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହେଉଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର!-->…
Read More...
Read More...
ସୁଧୁରି ଯାଆନ୍ତୁ : ଏଣିକି ନିୟମ ଭାଙ୍ଗିଲେ କ୍ୱାରେଣ୍ଟାଇନ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ଓ ଆହ୍ୱାନ ସତ୍ୱେ ବହୁ ସଂଖ୍ୟାରେ ଲୋକମାନେ ଲକଡାଉନ ଉଲ୍ଲଂଘନ କରୁଥିବାରୁ ସରକାର ଆଜି କଠୋର ନିଷ୍ପତ୍ତି ନେଇଛନ୍ତ । ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ଯେଉଁମାନେ ଲକଡାଉନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ!-->…
Read More...
Read More...
କରୋନା ଭାଇରସ: ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ
ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୮୬ ବର୍ଷୀୟା ରାଜକୁମାରୀ ମାରିଆ ରାଜା ଫେଲିପ ୪ର୍ଥଙ୍କର ସମ୍ପର୍କୀୟ!-->…
Read More...
Read More...
କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ
ନୂଆଦିଲ୍ଲୀ : କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି । ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ!-->…
Read More...
Read More...