Browsing Category

ଦେଶ- ବିଦେଶ

ସୁଷମା ସ୍ୱରାଜଙ୍କୁ କ୍ରୀଡ଼ା ଜଗତର ଶ୍ରଦ୍ଧାଞ୍ଜଳି : ସେ ଥିଲେ ଲୋକଙ୍କ ନେତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତ୍ରୀ ସୁଷମ ସ୍ୱରାଜଙ୍କ ବିୟୋଗରେ କ୍ରୀଡ଼ା ଜଗତ ମଧ୍ୟ ସ୍ତମ୍ଭୀଭୂତ ହୋଇଛି । ତାଙ୍କ ମୃତ୍ୟୁ ସମଗ୍ର କ୍ରୀଡ଼ା ଜଗତକୁ ଶୋକାଭିଭୂତ କରିଛି । କ୍ରୀଡ଼ା ଜଗତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛି ଯେ, ସୁଷମା ସ୍ୱରାଜ କେବଳ
Read More...

ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ଜଣେ ଖ୍ୟାତିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ସୁଷମା ସ୍ୱରାଜଙ୍କର ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ପାଇଁ ତାଙ୍କୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ଏକ ଅଭୁତପୂର୍ବ ଦୃଶ୍ୟ ଦେଖିବାକୁ
Read More...

ଟ୍ରାନ୍‍ସଜେଣ୍ଡର ଅଧିକାର ସୁରକ୍ଷା ବିଲ୍‍-୨୦୧୯- ଟ୍ରାନ୍‍ସଜେଣ୍ଡରଙ୍କ ସମ୍ମାନର ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ:…

ଭୁବନେଶ୍ୱର: ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍-୨୦୧୯ ଟ୍ରାନ୍‍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ ବୋଲି ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି ଲୋକସଭାରେ ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍ ୨୦୧୯ ଆଲୋଚନାରେ
Read More...

ଚନ୍ଦ୍ରଯାନ-୨ରୁ ଆସିଲା ପ୍ରଥମ ଫଟୋଚିତ୍ର

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ତା'ର ଚନ୍ଦ୍ର ମିଶନ୍ରେ ଆଉ ଏକ ଉଲ୍ଲେଖନୀୟ ଉପଲବ୍ôଧ ହାସଲ କରିଛି । ଚନ୍ଦ୍ରଯାନ-୨ ଦ୍ୱାରା ଉତ୍ତୋଳିତ ଚିତ୍ର ଇସ୍ରୋ ବୈଜ୍ଞାନିକଙ୍କ ହାତରେ ଲାଗିଛି । ଏହି ଚିତ୍ରଟି ହେଉଛି ପୃଥିବୀର । ଏଥିରେ ଏକାଧିକ ଚିତ୍ର ରହିଛି । ତାହା
Read More...

ସଂସଦରେ କନ୍ଧମାଳ ସାଂସଦ ଡଃ ସାମନ୍ତଙ୍କ ଦାବି : ସରକାରୀ ଓ ପ୍ରାଇଭେଟ୍ ମେଡ଼ିକାଲ୍ କଲେଜ୍ ମଧ୍ୟରେ ପ୍ରଭେଦ ରଖାନଯାଉ

ନୂଆଦିଲ୍ଲୀ : ଯେକୌଣସି ଏକ ଦେଶର ବିକାଶ ବା ଅଭିବୃଦ୍ଧି ପାଇଁ କେତେକ ସାମାଜିକ ସଙ୍କେତକ ବା ଇଣ୍ଡିକେଟର ରହିଥାଏ । ତନ୍ମଧ୍ୟରୁ ମୁଖ୍ୟ ହେଉଛି ସ୍ୱାସ୍ଥ୍ୟ ସେବା । ଯେଉଁ ଦେଶର ସ୍ୱାସ୍ଥ୍ୟ ସେବା ଯେତେ ଉନ୍ନତ, ସେ ଦେଶର ବିକାଶ ମଧ୍ୟ ତଦନୁସାରେ ହୋଇଥାଏ । ଭାରତରେ ମେଡ଼ିକାଲ୍ ଶିକ୍ଷାକୁ
Read More...

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଭେଟିଲେ ସାଂସଦ ଅଚ୍ୟୁତ ସାମନ୍ତ : କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଅଧିକ ମୋବାଇଲ…

ନୂଆଦିଲ୍ଲୀ : କେନ୍ଦ୍ର ଆଇନ୍ ଓ ଯୋଗାଯୋଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଭେଟି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମୋବାଇଲ୍ ନେଟୱାର୍କ ବ୍ୟବସ୍ଥାକୁ ଅଧିକ ବ୍ୟାପକ
Read More...

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜେପିରେ ଛକାପଞ୍ଝା

ବେଙ୍ଗାଲୁର: କର୍ଣ୍ଣାଟକରେ ୧୩ ମାସର କଂଗ୍ରେସ ଓ ଜେଡ଼ିଏସ୍ ସରକାରକୁ ଗଡ଼ାଇବା ଲାଗି ଦୀର୍ଘ ମାସେ ହେଲା ବିଜେପି ଉଦ୍ୟମ କରିଆସୁଥିଲା । ଏବେ ଶେଷରେ ଏଚ୍ଡ଼ି କୁମାରସ୍ୱାମୀ ନେତୃତ୍ୱାଧୀନ ମିଳିତ ସରକାରର ପତନ ଘଟିଛି । ଗତକାଲି କୁମାରସ୍ୱାମୀ ଆସ୍ଥା ଭୋଟରେ ହାରିଯାଇଛନ୍ତି । ଏହାପରେ
Read More...

ଅସହାୟ ସ୍ଥିତିରେ ପାକିସ୍ତାନ : ଆର୍ଥିକ ସହାୟତା ବନ୍ଦ କରିବ ଆମେରିକା

ୱାଶିଂଟନ୍ : ବାରମ୍ବାର ତାଗିଦ୍ ସତ୍ତେ୍ୱ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କୁ ଦମନ କରିବାରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁନଥିବାରୁ ସେଥିନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁନ୍ ଆମେରିକା ଗସ୍ତରେ
Read More...

ଇତିହାସ ରଚିଲା ଭାରତ : ଜହ୍ନମାମୁ ଅଭିମୁଖେ ଚନ୍ଦ୍ରଯାନ-୨

ଶ୍ରୀହରିକୋଟା : ଭାରତୀୟ ମହାକାଶ ଇତିହାସରେ ଆଜି ଯୋଡ଼ି ହୋଇଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଭାରତ ଆଜି ତା'ର ଚନ୍ଦ୍ର ଯାତ୍ରା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଇସ୍ରୋ ପକ୍ଷରୁ ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨କୁ ଉତ୍କ୍ଷେପଣ କରାଯାଇଛି ।
Read More...

ମମତାଙ୍କ ସଙ୍ଗୀନ ଅଭିଯୋଗ : ବିଜେପିରେ ଯୋଗଦେବାକୁ ଟିଏମସି ନେତାଙ୍କୁ ଭୟଭୀତ କରାଯାଉଛି

କୋଲକତା : ସାଧାରଣ ନିର୍ବାଚନ ପରଠୁ ବିଭିନ୍ନ ପ୍ରସଂଗରେ ବିଜେପି ଓ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ମଧ୍ୟରେ ବିବାଦ ଲାଗି ରହିଛି । ନିର୍ବାଚନ ପରେ ପରେ ଟିଏମସିର ବହୁ ନେତା ଓ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଟିଏମ୍ସି ନେତାମାନଙ୍କୁ ବିଜେପିରେ ଯୋଗଦେବା ଲାଗି
Read More...