Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ- ଲକଡାଉନ ପରେ କ’ଣ କରିବା କୁହନ୍ତୁ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ(ଭିସି) ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି, କରୋନା ସଂକ୍ରମଣ ମୁକାବିଲା କାର୍ଯ୍ୟ ଏବଂ କରୋନା ପରବର୍ତ୍ତୀ ସମୟର ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ବର୍ତ୍ତମାନ କେନ୍ଦ୍ର!-->…
Read More...
Read More...
ପ୍ରମାଣ ନଥିବା ଖବର ପ୍ରସାରଣ କରନ୍ତୁ ନାହିଁ
ନୂଆଦିଲ୍ଲୀ : କରୋନା ମହାମାରୀ ସମ୍ପର୍କରେ ଉତରଦାୟିତ୍ୱର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରମାଣ ନଥିବା ଖବର ପ୍ରସାରଣ କରି ଅଯଥାରେ ଆତଙ୍କ ସୃଷ୍ଟି ନକରିବା ଲାଗି ସୁପ୍ରିମକୋର୍ଟ ତାଙ୍କ ରାୟରେ!-->…
Read More...
Read More...
ବାବା ରାମଦେବଙ୍କୁ ଧନ୍ୟବାଦ
ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ବାବା ରାମଦେବଙ୍କ ଯୋଗଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଯେତେବେଳେ ଦେଶ ସେବା କଥା ସାମନାକୁ ଆସେ ସେତେବେଳେ ବାବା ରାମଦେବ ସବୁଠାରୁ ଆଗରେ ରହିଥାନ୍ତି । କରୋନା!-->…
Read More...
Read More...
ହସ୍ପିଟାଲ ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ କରୋନା ସନ୍ଦିଗ୍ଧ, ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ତାହିରପୁର ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେଶିୟାଲିଟି ହସ୍ପିଟାଲରେ ବୁଧବାର ଦିନ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା । ଜଣେ କରୋନା ଭାଇରସ ସନ୍ଦିଗ୍ଧ ବ୍ୟକ୍ତି କ୍ୱାରଣ୍ଟାଇନ ସମୟରେ ହସ୍ପିଟାଲର ଝରକାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କଲେ ଗମ୍ଭୀର
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ରୂପକ ମହାମାରୀରେ କବଳିତ । ଭାରତରେ ମଧ୍ୟ ଏହାର ଭୟାବହତା ଧିରେ ଧିରେ ବଢ଼ୁଛି । ଆଜିସୁଦ୍ଧା ୧୯୦୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୪୧ଜଣ ମୃତ୍ୟୁବରଣ କରିସାରିଲେଣି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ପ୍ରାୟ ସମସ୍ତ ସାଂସଦ, ବିଧାୟକ,!-->…
Read More...
Read More...
କରୋନା ରୋଗୀଙ୍କୁ ରୋବର୍ଟ ଦେବ ଔଷଧ, ଫଳ
ମୁମ୍ବାଇ: କରୋନା ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଚିକିତ୍ସା କରିବା, ସେମାନଙ୍କୁ ଔଷଧ ଠିକ୍ ସମୟରେ ଦେବା, ଫଳ ଦେବା ଆଦି କାର୍ଯ୍ୟକୁ ଡାକ୍ତର, ଅନ୍ୟ ସାହାଯ୍ୟକାରୀ କର୍ମଚାରୀମାନେ କରୁଛନ୍ତି । କିନ୍ତୁ ସେମାନଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି ଯେ, କାଳେ କେତେବେଳେ!-->…
Read More...
Read More...
କରୋନା : ଆମେରିକାରେ ୨୪ ଘଣ୍ଟାରେ ୮୬୫ଜଣ ମୃତ
ୱାଶିଂଟନ : ଆମେରିକାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୪ହଜାରକୁ ଅତିକ୍ରମ କରିଛି । ସୂଚନା ଅନୁସାରେ ଆମେରିକାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୪,୦୭୬ରେ ପହଞ୍ଚିଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୫ ଲୋକଙ୍କ ଜୀବନ ଯାଇଛି । ଶନିବାର ମୃତକଙ୍କ ସଂଖ୍ୟା ୨,୦୧୦ ଥିଲା ।
Read More...
Read More...
୫୦ହଜାର ଜୀବନ ବଞ୍ଚାଇଛି ସାମାଜିକ ଦୂରତା
ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣ ଓ ଏହାର ପ୍ରକୋପ ସଂପର୍କରେ ଏକ ଚାଞ୍ଚଲ୍ୟକର ଓ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବିଭିନ୍ନ ୟୁରୋପୀୟ ଦେଶର ଆଗୁଆ ସତର୍କତାମୂଳକ ପଦକ୍ଷେପ ଯଥା ସାମାଜିକ ଦୂରତା, ଶିକ୍ଷାନୁଷ୍ଠାନ ବନ୍ଦ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଯୋଗୁଁ ୟୁରୋପ!-->…
Read More...
Read More...
ସଂକ୍ରମଣରେ କେରଳ ନମ୍ବରୱାନ, ଅନ୍ୟ ରାଜ୍ୟ ସ୍ଥିତି ସଂପର୍କରେ ଜାଣନ୍ତୁ
ନୂଆଦିଲ୍ଲୀ : ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସଂକ୍ରମଣରେ କେରଳ ରାଜ୍ୟ ଶୀର୍ଷରେ ରହିଛି । ପୂର୍ବରୁ ମହାରାଷ୍ଟ୍ର ଶୀର୍ଷରେ ଥିଲା । କିନ୍ତୁ ବର୍ତ୍ତମାନ କେରଳ ୨୦୨ ସଂକ୍ରମିତଙ୍କ ସହ ତାଲିକାର ପ୍ରଥମ ସ୍ଥାନରେ!-->…
Read More...
Read More...
କେସିଆର୍ଙ୍କ ବଡ଼ ଘୋଷଣା ମନ୍ତ୍ରୀ, ବିଧାୟକଙ୍କଠାରୁ କଟାଯିବ ୭୫ ପ୍ରତିଶତ ଦରମା
ହାଇଦ୍ରାବାଦ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କରୋନା ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧିଙ୍କ ଦରମାର ୭୫ ପ୍ରତିଶତ କଟାଯାଇ କରୋନା କାର୍ଯ୍ୟରେ ଲାଗୁ କରାଯିବ ବୋଲି ସେ କହିଛନ୍ତି । ସେମାନଙ୍କ ସହିତ ସେ ନିଜର ଦରମାରୁ ୭୫!-->…
Read More...
Read More...