Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଖାଇକୁ ଖସିଲା ବସ୍ ; ୧୧ ମୃତ, ୮ ଆହତ
ଜାମ୍ମୁ : ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବାରି ନିକଟରେ ଗଭୀର ଖାଇକୁ ଏକ ବସ୍ ଖସିଯିବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସଟି ସବଜିଆନରୁ ମାଣ୍ଡି ଆଡକୁ ଯାଉଥିଲା । ଘଟଣାର କିଛି ସମୟ ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ସେନା ଦ୍ୱାରା!-->…
Read More...
Read More...
ପୁଲିସ୍ ନିଯୁକ୍ତିରେ ମହାଦୁର୍ନୀତି :
୩୩ ସ୍ଥାନରେ ଚାଲିଛି ସିବିଆଇ ରେଡ୍
ଶ୍ରୀନଗର,୧୩/୯: : ଜମ୍ମୁ-କଶ୍ମୀରରେ ପୁଲିସ୍ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଛାନଭିନ କରୁଥିବା ସିବିଆଇ ଆଜି ସକାଳୁ ଦେଶର ୩୩ଟି ସ୍ଥାନରେ ଚଢାଉ କରିଛି । ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରର ଅଧିକାଂଶ ପିଲା ଲିଖିତ ପରୀକ୍ଷାରେ!-->…
Read More...
Read More...
ପୁଣି ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ
ନୂଆଦିଲ୍ଲୀ,୧୩/୯: ପୁଣି ଥରେ ଦେଶର ପରବର୍ତ୍ତୀ ଆଟର୍ଣ୍ଣି ଜେନେରାଲ ହେବେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ । ଏ ନେଇ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେ ଅକ୍ଟୋବର ୧ରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ଏହାପୂର୍ବରୁ ମୁକୁଲ ରୋହତଗୀ ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ!-->…
Read More...
Read More...
ବିଶ୍ୱସ୍ତରୀୟ ମେଡିକାଲ ୟୁନିଭର୍ସିଟି ହେବ ଦିଲ୍ଲୀ ଏମ୍ସ
ନୂଆଦିଲ୍ଲୀ : ଦେଶର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମାମଲାରେ ସଂସଦର ସ୍ଥାୟୀ କମିଟି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୁପାରିସ କରିଛି । ଦିଲ୍ଲୀ ଏମ୍ସର ପୁନର୍ବିକାଶ ପାଇଁ ମାଷ୍ଟରପ୍ଲାନକୁ ତୁରନ୍ତ ମଞ୍ଜୁରୀ ଦେବାକୁ ଏଥିରେ କୁହାଯାଇଛି । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ!-->…
Read More...
Read More...
ଗୋଟିଏ ଟ୍ରକରେ ପିଟିହେଲା ତିନୋଟି କାର, ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଭିଡିଓ
ଚଣ୍ଡିଗଡ : ପଞ୍ଜାବରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଭାରସାମ୍ୟ ହରାଇଥିବା ଟ୍ରଲର (ଟ୍ରକ୍) ସହ ବାଡେଇ ହୋଇ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଭାରସାମ୍ୟ ହରାଇଥିବା ଏହି ଟ୍ରକ ସହ ଏକସାଙ୍ଗରେ ତିନୋଟି କାର ବାଡେଇ!-->…
Read More...
Read More...
୬୦ଟି ସ୍ଥାନରେ ଏନଆଇଏ ରେଡ୍
ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ସଂସ୍ଥା ବା ଏନଆଇଏ ତା’ର ତଦନ୍ତକୁ ଜୋରଦାର କରିଛି । ଦେଶର ପାଞ୍ଚଟି ରାଜ୍ୟର ପ୍ରାୟ ୬୦ଟି ସ୍ଥାନରେ ଆଜି ସକାଳୁ ଏନଆଇଏ ନିଜ ଚଢାଉକୁ ଜୋରଦାର କରିଛି । ଗ୍ୟାଙ୍ଗଷ୍ଟର ସହିତ ଆତଙ୍କବାଦୀ କନେକସନ୍ ମାମଲାରେ ଏହି ଚଢାଉ ଚାଲିଛି । ବହୁ ସଂଖ୍ୟାରେ କୁଖ୍ୟାତ!-->…
Read More...
Read More...
ରାମ ମନ୍ଦିର ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି
ନୂଆଦିଲ୍ଲୀ: ଅଯୋଧ୍ୟାରେ ତିଆରି ଚାଲିଛି ଭବ୍ୟ ରାମ ମନ୍ଦିର । ଖୁବ ଜୋର୍ସୋର୍ରେ ମନ୍ଦିର ନିର୍ମାଣ କାମ ଚାଲିଛି । ଶହ ଶହ କାରିଗର ଏହି କାମରେ ଲାଗିଛନ୍ତି । ଏହି ମନ୍ଦିର ସମ୍ପୂର୍ଣ୍ଣ ଭାବେ ନିର୍ମାଣ ହେବାରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର!-->…
Read More...
Read More...
ସୋନାଲି ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ
ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ଖୁଲାସା । କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ କରାଗଲା ହତ୍ୟା, ସେ ନେଇ ଖୋଲତାଡ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜେପି ନେତା ତଥା ଅଭିନେତ୍ରୀ ସୋନାଲିଙ୍କ ମୃତ୍ୟୁ ଘଟଣାର!-->…
Read More...
Read More...
ଡାକ୍ତର ହେବ ତ ଏମିତି ! ଟ୍ରାଫିକ୍ ଜାମ୍ ଯୋଗୁଁ ରୋଗୀଙ୍କ ପାଇଁ କାର୍ ଛାଡି ଦୌଡିଲେ ଡାକ୍ତରଖାନା
ବାଙ୍ଗାଲୋର : ଲୋକମାନେ ଡାକ୍ତରଙ୍କୁ ଭଗବାନର ଆଖ୍ୟା ଦେଇଥାନ୍ତି । ସେହିପରି ଜଣେ ଡାକ୍ତରଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଙ୍ଗାଲୋରର ଜଣେ ଡାକ୍ତର ରାସ୍ତାରେ ଦୌଡୁଛନ୍ତି । ତାହାର କାରଣ ଜାଣିଲେ ଆପଣ ମଧ୍ୟ ତାଙ୍କୁ ସଲାମ କରିବେ ।!-->…
Read More...
Read More...
ମର୍ମନ୍ତୁଦ ଦୁର୍ଘଟଣାରେ ୭ ମୃତ
ରାୟପୁର: ଛତିଶଗଡ କୋରବା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ଦ୍ରୁତ ଗତିରେ ଆସୁଥିବା ବସ୍ ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଟ୍ରେଲର ଉପରେ ଚଢିଯାଇଥିଲା । ବସ୍ ରାୟପୁରରୁ ସୀତାପୁର ଯାଉଥିଲା ।
ସୋମବାର ସକାଳେ ପଣ୍ଡି ଉପୋରାଡା!-->!-->!-->…
Read More...
Read More...