Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ
ଚଣ୍ଡିଗଡ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ପଟିଆଲା ଜେଲ୍ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ଜେଲରେ ରୁଟି ଡାଲି ଖାଇବାକୁ ମନା କରିବା ପରେ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ମେଡିକାଲ ଚେକ୍ଅପ୍ ହେବ ବୋଲି ଖବର!-->…
Read More...
Read More...
ସିନ୍ଧୁଙ୍କୁ ରୁଚୁନି ଜେଲ ଖାଦ୍ୟ
ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍!-->…
Read More...
Read More...
ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବୋଲେରୋ, ୮ ମୃତ
ନୂଆଦିଲ୍ଲୀ: ମୃତ୍ୟୁ କାହା ପାଇଁ କେତେବେଳେ ଆସେ, ତାହା କହିହେବ ନାହିଁ । ମୃତ୍ୟୁ ଦେଖେନି ବୟସ ସମୟ ଓ ଆବେଗ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି ।ବିବାହ ସାରି ଫେରୁଥିବା ବାଟରେ!-->…
Read More...
Read More...
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍-୨୦୨୦ ଉପରେ ଲାଗିଛି ରୋକ୍ । ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ପାଇଁ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଉକ୍ତ ଆଇନକୁ ଚାଲେଞ୍ଜ କରିବା ପାଇଁ!-->…
Read More...
Read More...
ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଏହି ଗୁରୁମନ୍ତ୍ର ଦେଲେ ମୋଦୀ
ନୂଆଦିଲ୍ଲୀ,୨୦/୫ : ବିଜେପି ଏକ ସମର୍ପିତ ଓ ଉତ୍ସର୍ଗୀକୃତ ଦଳ । ୨୦୧୪ ପୂର୍ବରୁ ଏହା ଲୋକଙ୍କ ସହିତ ଯୋଡ଼ହୋଇ ରହିଥିଲା ଏବଂ ଏବେ ବି ଏହା ଲୋକଙ୍କ ସେବାରେ ବ୍ରତୀ । ତେବେ ବିଜେପିକୁ ଆହୁରି ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି । ଲୋକଙ୍କ ସହିତ ଶତପ୍ରତିଶତ ଯୋଡ଼ିହୋଇ ରହିବାକୁ ପଡ଼ିବ ।!-->…
Read More...
Read More...
ଆତ୍ମ-ସମର୍ପଣ କଲେ ସିଦ୍ଧୁ
ପଟିଆଲା : ସସ୍ପେନ୍ସର ଅବସାନ ଘଟିଛି । ଶେଷରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପଞ୍ଜାବର ପୁର୍ବତନ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ । କୋର୍ଟରେ ଆତ୍ମସମର୍ପଣ କରିବାକୁ ଓକିଲ ଅଭିଷେକ ମନୁ ସଂଘଭିଙ୍କ ମାଧ୍ୟମରେ କିଛି ସମୟ ମାଗିଥିଲେ ସିଦ୍ଧୁ । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ!-->…
Read More...
Read More...
ଆସନ୍ତା ୨୯ରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍
ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ପୁଣି ଚାଲିବ ଟ୍ରେନ୍ ସେବା । ଆସନ୍ତା ମେ’ ୨୯ ତାରିଖରୁ ଭାରତରୁ ବଂଲାଦେଶକୁ ଗଡିବ ଟ୍ରେନ୍ । ଏ ସମ୍ପର୍କରେ ରେଳମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ୍ ଯୋଗୁ ୨୦୨୦ ମାର୍ଚ୍ଚ ମାସରେ କୋଲକାତା ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍ ସେବା ବାତିଲ!-->…
Read More...
Read More...
ବିଜେପିରେ ଯୋଗ ଦେଲେ ସୁନୀଲ ଜାଖର
ଭୁବନେଶ୍ୱର: ପୂର୍ବତନ ଲୋକସଭା ବାଚସ୍ପତି ବରାମ ଜାଖରଙ୍କ ପୁଅ ସୁନୀଲ ଜାଖର ବିଜେପି ଯୋଗ ଦେଇଛନ୍ତି । ସୁନିଲ ଆଜି ବିଜେପି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତରେ ବିଜେପିରେ ଯୋଗ ଦେଇଛନ୍ତି । ସୁନିଲ ଜାଖର ପଞ୍ଜାବର ପୂର୍ବତନ ପିସିସି ସଭାପତି ଥିଲେ । ନିକଟରେ ସେ କଂଗ୍ରେସରୁୁ ଇସ୍ତଫା!-->…
Read More...
Read More...
ସିଦ୍ଧୁଙ୍କୁ ବର୍ଷେ ଜେଲ,କାହିଁକି ଜାଣନ୍ତୁ
ନୂଆଦିଲ୍ଲୀ: କ୍ରିକେଟର ତଥା କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଛି ।୧୯୮୮ଡିସେମ୍ବର ୨୭ । ଏହି ଦିନ ସନ୍ଧ୍ୟାରେ ସିଦ୍ଧୁ!-->…
Read More...
Read More...
ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫା
ନୂଆଦିଲ୍ଲୀ : ଦିଲ୍ଲୀର ଉପ-ରାଜ୍ୟପାଳ ଅନୀଲ ବୈଜଲ ଆଜି ହଠାତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ୨୦୧୬ ଡିସେମ୍ବର ମାସରେ ଦିଲ୍ଲୀର ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବୈଜଲ । ସେ ୨୦୨୧ ଡିସେମ୍ବର ମାସରେ ନିଜର କାର୍ଯ୍ୟକାଳର ୫!-->…
Read More...
Read More...