Browsing Category

ଖେଳ

ଖୁବ୍‌ଶୀଘ୍ର ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ !

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପ୍ରଶଂସକ ଶୀଘ୍ର ନିଜ ପସନ୍ଦର ଖେଳାଳିଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବା ଦେଖିବାକୁ ପାଇବେ । ଏକ ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ । ଏହି ଗସ୍ତରେ ଦଳ ସୀମିତ ଓଭର ଶୃଙ୍ଖଳା ଖେଳିବ । ସଂପ୍ରତି କରୋନା ଭାଇରସ୍ କାରଣରୁ
Read More...

ଲି’ ସବୁଠୁ କଷ୍ଟସାଧ୍ୟ ବୋଲର୍‌: ରୋହିତ

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ତାଙ୍କ ବଡ଼ ବଡ଼ ଶଟ୍ ସକାଶେ ହିଟ୍‌ମ୍ୟାନ୍ ଭାବେ ପରିଚିତ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ନିକଟରେ ତାଙ୍କର ୩୩ତମ ଜନ୍ମଦିନ ପାଳିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସମ୍ମୁଖୀନ ହୋଇଥିବା ବୋଲର୍‌ଙ୍କ ମଧ୍ୟରୁ
Read More...

ନ୍ୟୁଜିଲ୍ୟାଣ୍ଡରେ ଅଧିକାଂଶ କଟକଣା କୋହଳ ହେଲା

ୱିଲିଙ୍ଗଟନ : ନ୍ୟୁଜିଲ୍ୟାଣ୍ଡ ସରକାର ଦେଶରେ ପୂର୍ବରୁ ଜାରି ହୋଇଥିବା ଲକ୍‌ଡାଉନ୍ କଟକଣାକୁ ବହୁମାତ୍ରାରେ କୋହଳ କରିଦେଇଛନ୍ତି । ଲକ୍‌ଡାଉନ୍ ଯୋଗୁଁ ଷ୍ଟାଡ଼ିୟମଗୁଡ଼ିକ ବନ୍ଦ ରହିଥିଲା । ସବୁ ପ୍ରକାର ମ୍ୟାଚ୍ ସ୍ଥଗିତ ରହିଥିଲା । ତେବେ ସୋମବାର ଷ୍ଟାଡ଼ିୟମ ଖୋଲିବା ପାଇଁ ଅନୁମତି ଦିଆଯିବା ସହ
Read More...

ସାମାଜିକ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଜୋଫ୍ରାଙ୍କ ଆହ୍ୱାନ

ଲଣ୍ଡନ : ଆମେରିକାରେ ଜଣେ କୃଷ୍ଣକାୟ ନାଗରିକ ପୁଲିସ୍‌ର ବର୍ବର କାର୍ଯ୍ୟ ଦ୍ୱାରା ପ୍ରାଣ ହରାଇବା ଘଟଣା କେବଳ ସାଧାରଣ ଜନତା ନୁହେଁ, ସମଗ୍ର କ୍ରୀଡ଼ା ଜଗତକୁ ମଧ୍ୟ ଆନ୍ଦୋଳିତ କରିଛି । ବହୁ କ୍ରୀଡ଼ା ବ୍ୟକ୍ତିତ୍ୱ ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଏହା ବିରୋଧରେ ଅନ୍ତର୍ଜାତୀୟସ୍ତରୀୟ
Read More...

କୋହଲିଙ୍କ ସହ ଖେଳି ନିଜକୁ ଭାଗ୍ୟବାନ ମନେ କରୁଛି

ମୁମ୍ବାଇ : ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ ଏବେ ଏକ ଦଳଗତ ଆଲୋଚନା ବେଳେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଧିକାଂଶ ସମୟରେ ମୁଁ ତାଙ୍କର ବ୍ୟାଟିଂକୁ ଅତି ନିକଟରୁ ନିରୀକ୍ଷଣ କରିଥାଏ । ତାଙ୍କ ସହ
Read More...

ପିଚ୍‌କୁ କାହାକୁ ସୁହାଇଲା ଭଳି କରାଯିବା ଅନୁଚିତ୍‌: ଦଲଜୀତ୍‌

ନୂଆଦିଲ୍ଲୀ : ପିଚ୍ ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ଓ ସ୍ୱାଭାବିକ ହେବା ଉଚିତ୍ । କାହାକୁ ଆଖିଆଗରେ ରଖି ଏହାକୁ ପ୍ରସ୍ତୁତ କରାଯିବା ଠିକ୍ ନୁହେଁ । ସ୍ପିନର, ପେସର ଏପରିକି ବ୍ୟାଟ୍ସମ୍ୟାନ୍ ହୁଅନ୍ତୁନା କାହିଁକି, କାହାକୁ ବି ସୁହାଇଲା ଭଳି ପିଚ୍ ପ୍ରସ୍ତୁତ କରାଯିବା ଆଦୌ ଏକ ଉଚିତ୍ କାର୍ଯ୍ୟ
Read More...

ପାଣ୍ଡ୍ୟାଙ୍କ ସପକ୍ଷରେ ଚାପେଲ୍‌ଙ୍କ ମତ

ସିଡନୀ : ଆଗକୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ ନେଇ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟ୍ ବ୍ୟକ୍ତିତ୍ୱ ୟାନ୍ ଚାପେଲ୍ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଚାପେଲ୍ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଏକ ଦକ୍ଷ ଟେଷ୍ଟ ଦଳ । ନିଜ ମାଟିରେ ଅଷ୍ଟ୍ରେଲିଆ ଖେଳିବାକୁ
Read More...

ଅକ୍ଟୋବରରୁ ଦେଶରେ କ୍ରୀଡା ପ୍ରତିଯୋଗିତା ନେଇ ଆଶା ରଖିଛନ୍ତି ବାତ୍ରା

ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ଯୋଗୁଁ ଖାଲି ଭାରତ ନୁହେଁ, ସାରା ବିଶ୍ୱରେ ଏବେ କ୍ରୀଡ଼ା ଭଳି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ଆସନ୍ତା ଅକ୍ଟୋବର ସୁଦ୍ଧା ଦେଶରେ କ୍ରୀଡା ପ୍ରତିଯୋଗିତା ଫେରିବା ଉଚିତ୍ ବୋଲି ମତ ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ବାତ୍ରା
Read More...

ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହାତୀକୁ ମାରିବା ଘଟଣା: କ୍ରୀଡ଼ା ଜଗତରେ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : କେରଳରେ ଏକ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣା ଦେଶରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରିଛି । ଏପରିକି କ୍ରୀଡ଼ା ଜଗତ ମଧ୍ୟ ଏହାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି । ବିଭିନ୍ନ କ୍ରୀଡ଼ାର ବହୁ ବିଶିଷ୍ଟ ଖେଳାଳି ଓ କ୍ରୀଡ଼ାବିତ୍ ଏଭଳି କାର୍ଯ୍ୟ
Read More...

ବିଦେଶରେ ହୋଇପାରେ ଆଇପିଏଲ୍‌

ନୂଆଦିଲ୍ଲୀ : ଆଇପିଏଲ୍‌କୁ ନେଇ ବର୍ତ୍ତମାନ ସମସ୍ତେ ଚିନ୍ତିତ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଓ ବିଭିନ୍ନ ଦେଶର କ୍ରିକେଟର ସାମିଲ୍ ହେଉଥିବାରୁ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଏହାକୁ ନେଇ ଖୁବ୍ ବ୍ୟସ୍ତ । କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି । କେବେ
Read More...