Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର
ପୁରୀ : ଶନିବାର ପୁରୀ ସମୁଦ୍ରରେ ଗାଧୋଉ ଥିବା ବେଳେ ନିଖୋଜ ହୋଇଯାଇଥିବା ବାଲେଶ୍ୱରର ବଂଶୀଧର ବେହେରାଙ୍କ ମୃତଦେହ ପୁରୀ ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ଜବତ କରିଛି । ଗତକାଲି ରାତିରେ ପୋଲିସ ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟସ୍ଥ ସମୁଦ୍ରକୂଳରୁ ତାଙ୍କ ଶବକୁ ଜବତ କରିଛି । ଏ ନେଇ!-->…
Read More...
Read More...
ମହାବୀର କ୍ଷେତ୍ରରେ ଲଙ୍କାପୋଡି ଯାତ୍ରା : ସୀତାଠାବ ଓ ରାବଣର ଛତ୍ର ଛେଦନ ମଞ୍ଚସ୍ଥ
ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ୮ମ ଦିବସଟି ମୁଖ୍ୟତଃ ସୁନ୍ଦରାକାଣ୍ଡ ଓ ମହାବୀର ବଜରଂଗବାଲିଙ୍କ ଉପରେ ପର୍ଯ୍ୟବେସିତ । ବର୍ଷାଋତୁ ସମାପନ ହେବାପରେ ମହାରାଜା ସୁଗ୍ରୀବ,ମା ସୀତାଙ୍କ ସନ୍ଧାନ ନିମନ୍ତେ କୌଣସି ଆଗ୍ରହ ନ ଦେଖାଇବାରୁ ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣ କିସ୍କିନ୍ଦା ନଗରକୁ ଗମନ!-->…
Read More...
Read More...
ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୫ ତମ ଶ୍ରାଦ୍ଧ ଦିବସ ପାଳିତ
ଗଜପତି,୧୮/୪- ମହାନ ଜନନାୟକ, ପ୍ରବାଦ ପୁରୁଷ କଳିଙ୍ଗର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ!-->…
Read More...
Read More...
ବୁଢିମା’ ମନ୍ଦିରର ରତ୍ନମୁଦ ଉତ୍ସବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର: ସହରର ଢେରାପଡାଠାରେ ବସବାସ କରୁଥିବା ତେଲୁଗୁ ଦେୱାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ନିର୍ମାଣାଧୀନ ଥିବା ବୁଢିମା ମନ୍ଦିରର ରତ୍ନମୁଦ ଉତ୍ସବ ଆସନ୍ତା ୨୧ତାରିଖରେ ହେବାକୁଥିବା ହେତୁ ସେଥିପାଇଁ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ବୁଢିମା କ୍ଲବ ପରିସରରେ ଦିଲୀପ!-->…
Read More...
Read More...
ବିଜେଡି ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ଭୁବନେଶ୍ୱର : ଆଜି ପ୍ରବାଦ ପୁରୁଷ, ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଝଡର ଇଗଲ, କଳିଙ୍ଗ ସମ୍ରାଟ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ!-->…
Read More...
Read More...
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପୁରୀ ଭ୍ରମଣ
ପୁରୀ : ପୁରୀ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ନିଯୁକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀମାନେ ପୁରୀ ଭ୍ରମଣ କରିଛନ୍ତି । ସେମାନଙ୍କୁ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ର୍ଟ୍ରେସନରେ ଏକ ମାସ ନିମନ୍ତେ ତାଲିମ ପ୍ରଦାନ କରାଯାଉଛି । ସେମାନେ ପ୍ରଥମେ ନିମାପଡାସ୍ଥିତ ପିଙ୍ଗଳାକ୍ଷୀ!-->…
Read More...
Read More...
ଘୁ ଉଦୟଗିରି ଅଞ୍ଚଳର ବିଭିନ୍ନ ଚର୍ଚ୍ଚରେ ପୁନରୁଥାନ ପର୍ବ ପାଳିତ
ଘୁ.ଉଦୟଗିରୀ: ଆଜି ପୁନରୁଥାନ ଦିବସ ପ୍ରଭୁ ଯୀଶୁଖ୍ରୀଷ୍ଟ ମୁତ୍ୟୁ ନାହୁଡ ଭାଙ୍ଗି ହେଲେ ମୃତ୍ୟୁଞ୍ଜୟୀ । ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀମାନେ ଆଜିର ଦିନରେ ଆନନ୍ଦ ଉଲ୍ଲାସର ସହିତ ଘରେ ଘରେ ପୀଠା ପଣା ସହିତ ମାଛ ମାଂସ କରି ଉତ୍ସବ ପାଳନ କରିଥାନ୍ତି । କାରଣ ସମସ୍ତ!-->…
Read More...
Read More...
ଶ୍ରୀ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ଯୁବ ସମ୍ମିଳନୀ ଆୟୋଜିତ
ଘୁ ଉଦୟଗିରି: ଘୁ ଉଦୟଗିରି ସ୍ଥିତ ସୁବାସ ବୋଷ ନଗରରେ ଆଜି ଶ୍ରୀ ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଜିଲ୍ଲା ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସକାଳ ୫ ଘଣ୍ଟିକା ସମୟରେ ଓମ୍ କାର ସୁପ୍ରଭାତ ସଂକୀର୍ତ୍ତନ ସହିତ ପତାକା ଉତ୍ତଳନ ଓ ନଗର ପରିକ୍ରମା କରାଯାଇଥିଲା । ପରେ ଭଜନ ଓ ଜ୍ୟୋତି ଆବାହନ!-->…
Read More...
Read More...
ସମାଜର ସାମୂହିକ ବିକାଶରେ ଗଣମାଧ୍ୟମ, ସାମାଜିକ କର୍ମୀ ଓ ଜନ ପ୍ରତିନିଧିଙ୍କର ସମନ୍ୱୟ ଓ ଭୂମିକାକୁ ନେଇ ଆଲୋଚନା ଚକ୍ର
କନ୍ଧମାଳ/ଘୁ. ଉଦୟଗିରି : ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ, କନ୍ଧମାଳଙ୍କ ଆୟୋଜନ ଓ ଡିଏସଏସଓ, କନ୍ଧମାଳଙ୍କ ସହଯୋଗରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି ଯାହାର ବିଷୟ ଥିଲା ସମାଜରେ ସାମୁହିକ ବିକାଶରେ!-->…
Read More...
Read More...
ପୋଲିସ ଓ ପରିବହନ ବିଭାଗ ତରଫରୁ ରାତ୍ରିକାଳୀନ ସ୍ୱତନ୍ତ୍ର ଯାଞ୍ଚ
ସୁବର୍ଣ୍ଣପୁର: ଓଡିଶା ସରକାରଙ୍କ ପରିବହନ କମିଶନରଙ୍କ ନିର୍ଦ୍ଦେଶାନୁଯାୟୀ ଗତ ରାତିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା । ଏହି ସ୍ୱତନ୍ତ୍ର ଯାଞ୍ଚ ସମୟରେ ସମୁଦାୟ ୨୦ଟି!-->…
Read More...
Read More...