Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସରିଲା ଦେବଗଡ ରାମଲୀଳା ଯାତ୍ରା
ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଦେବଗଡ଼ ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜିଉ ନାଟ୍ୟ ସଂସଦ ପକ୍ଷରୁ ଚାଲିଥିବା ରାମଲୀଳା ଯାତ୍ରା ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଛି । ଶେଷ ସଂଧ୍ୟାରେ ନାଟକର ମୁଖ୍ୟ ଆକର୍ଷଣ ଥିଲା ରାମ-ରାବଣ ସମର ଶୋଭାଯାତ୍ରା । ସେହିପରି ମଞ୍ଚରେ ରାବଣ ବଧ ନାଟକ!-->…
Read More...
Read More...
ବିଜୁ ଜନତା ଦଳ ପକ୍ଷରୁ ବିଜୁ ଶ୍ରାଦ୍ଧ ଦିବସ ପାଳନ
ନବରଙ୍ଗପୁର: ନବରଙ୍ଗପୁର ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି । ପ୍ରାତଃ ସମୟରେ ସ୍ଥାନୀୟ ମାଝିଗୁଡ଼ା ଛକ ନିକଟସ୍ଥ ବିଜୁବାବୁଙ୍କ ପାର୍କ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରଯାଇଥିଲା । ଏହାପରେ ଦିନ ସାଢେ ୯ଟା ସମୟରେ ସ୍ଥାନୀୟ ସାଇ!-->…
Read More...
Read More...
ପାଟଣାଗଡ଼ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ରକ୍ତଦାନ ଶିବିର
ପାଟଣାଗଡ଼ : ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସକୁ ପାଟଣାଗଡ଼ ବିଜୁଜନତା ଦଳ କାର୍ଯ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ମୋ ପରିବାର!-->…
Read More...
Read More...
ପାରଳାଖେମୁଣ୍ଡି ଆଦର୍ଶ ଥାନାର ଜଳଛତ୍ରକୁ ଉଦଘାଟନ କଲେ ଅତିରିକ୍ତ ଜିଲ୍ଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଦର୍ଶ ଥାନା ପକ୍ଷରୁ ଜଳ ଛତ୍ର ଖୋଲାଯାଇଛି । ଏହି ଜଳଛତ୍ରକୁ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗଜପତି ଆରକ୍ଷୀ ଅଧୀକ୍ଷକ!-->…
Read More...
Read More...
ମନମୁଣ୍ଡାର ଶୈବ ପୀଠ ଓ ଡେଲି ମାର୍କେଟଠାରେ ସ୍ୱଚ୍ଛ ଭାରତ ପକ୍ଷରୁ ମେଗା ସଫେଇ ଅଭିଯାନ
ସୁବର୍ଣ୍ଣପୁର : ଆଜି ମନମୁଣ୍ଡାର ଶୈବ ପୀଠ, ଦଧିବାମନ ମନ୍ଦିର ଓ ଡେଲି ମାର୍କେଟ ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ଏକ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ଶୈବ ପୀଠ ଓ ଶ୍ରୀ ଦଧିବାମନ ମନ୍ଦିର ସଫେଇ ପରେ ମନମୁଣ୍ଡାର ଡେ଼ଲିମାର୍କେଟ ଓ ଦଧିବାମନ!-->…
Read More...
Read More...
ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବରେ ଶ୍ରଦ୍ଧାଞ୍ଜଳି
ଦଶପଲ୍ଲା : ଆଜି ହେଉଛି ଦି ଟଲ୍ ମ୍ୟାନ୍, ପ୍ରବାଦପୁରୁଷ, ମହାନ ଜନନାୟକ,ନବ ଓଡ଼ିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ସାରା ଓଡ଼ିଶା । ବିଜୁଙ୍କ ନାମରେ ଗଠିତ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳୁଛି!-->…
Read More...
Read More...
ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ସ୍ଥିତି ପରଖିଲେ ଆମେରିକା ଡାକ୍ତରୀ ଦଳ
ହରଭଙ୍ଗା: ହରଭଙ୍ଗା ବ୍ଲକର ଦୁର୍ଗମ ଅଞ୍ଚଳକୁ ପହଂଚିଲେ ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଟିମ, ଯାହାକି ଆଡେଣୀଗଡ ପଂଚାୟତ ପାଂଚ ପର୍ବତ ଡେଇଁଲାପରେ ପଡେ ଲେଂଗରପାଜୁ । ହେଲେ ଆମେରିକାର ଡାକ୍ତର ବାବୁମାନେ ଆମ ଗାଁକୁ ଆସଛନ୍ତି ବୋଲି ବଣପାହାଡଘେରା ୯ଟି ଆଦିବାସୀ ଗାଁ ଯଥା ଲେଂଗରପାଜୁ,!-->…
Read More...
Read More...
ବିଲୁପ୍ତ ହେବାରେ ଲାଗିଛି ପହରିଆମାନଙ୍କ କୌଳିକ ବୃତ୍ତି
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଆଦିବାସୀ ସମ୍ପ୍ରଦାୟର ଲୋକ ଜଙ୍ଗଲ ପାଶ୍ୱବର୍ତୀ ଅଞ୍ଚଳରେ ବେଶୀ ପରିମାଣରେ ବସବାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପହରିଆ ସମ୍ପ୍ରଦାୟର ଲୋକେ ନିଜ ମୌଳିକ ବୃତ୍ତି ହରାଇବାକୁ ବସିଛନ୍ତି । ଆଧୁନିକ ଯୁଗରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା!-->…
Read More...
Read More...
ବୌଦ୍ଧ ପୋଲିସ ତରଫରୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗ୍ରହ
ବୌଦ୍ଧ,୧୭/୪- ଆଜି ସ୍ଥାନୀୟ ଟାଉନହଲ ଠାରେ ବୌଦ୍ଧ ପୋଲିସ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଫିତାକାଟି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ!-->…
Read More...
Read More...
ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ବଣ୍ଟନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଆଦର୍ଶ ଥାନା ପରିସରରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ବୈଠକ ସହ ପରିଚୟ ପତ୍ର ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ଏହି!-->…
Read More...
Read More...