Browsing Category

ରାଜ୍ୟ

ବୌଦ୍ଧଜ଼ିଲ୍ଲା ବିଜୁ ମହିଳା ଦଳ ସାଙ୍ଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା

ବୌଦ୍ଧ/ଜହ୍ନାପଙ୍କ,୨୯/୧୦- ବୌଦ୍ଧ ସଦର ବ୍ଲକ ମୁଣ୍ଡାପଡା ପଂଚାୟତ ପରିସରରେ ବୌଦ୍ଧ ଜିଲ୍ଲା ବିଜୁ ମହିଳା ଜନତା ଦଳ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାନେତ୍ରୀ ଜସ୍ମିନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ବିଜୁ ମହିଳା ଦଳ ପର୍ଯ୍ୟବେକ୍ଷିକା ସିପ୍ରା ମହାନ୍ତି ଯୋଗଦେଇ
Read More...

ବ୍ଲକସ୍ତରୀୟ ମେଗା ସମନ୍ୱୟ ଓ ଋଣ ସଂଯୋଗୀକରଣ ମେଳା, ୪୦୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯ କୋଟି ୪୦ ଲକ୍ଷ ଟଙ୍କା ଋଣ

ବୌଦ୍ଧ,୨୯/୧୦- ଆଜି ସ୍ଥାନୀୟ ଟାଉନହଲ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବ୍ଲକ ସ୍ତରୀୟ ସମନ୍ୱୟ ମେଳା ତଥା ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ସଭାପତିତ୍ୱ କରିଥିଲେ । ଏହି ମେଳାରେ ମୋଟ ୪୦୨ ସ୍ୱୟଂ ସହାୟକ
Read More...

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ

ବୌଦ୍ଧ,୨୯/୧୦- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ.ପାଳିତ ହୋଇଯାଇଛି । ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଘଟିଯାଇଥିବା ପ୍ରଳୟଙ୍କାରୀ ମହାବାତ୍ୟାକୁ ମନେପକାଇ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି
Read More...

ଗୁଜୁରାଟ ପରିଦର୍ଶନ ପାଇଁ ଭାରତୀୟ ରେଳବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ

ସୋନପୁର : ଭାରତୀୟ ରେଲୱେ କେଟରିଙ୍ଗ ଓ ଟୁରିଜିମ୍‌ କର୍ପୋରେସନ ଦ୍ୱାରା ଆସନ୍ତା ମାସ ୨୮ତାରିଖରୁ ପିଲିଗ୍ରୀମ୍‌ ସ୍ପେଶାଲ ଟୁରିଜିମ୍‌ ଟ୍ରେନ୍‌ ନାମରେ ଏକ ସ୍ୱତନ୍ତ୍ର ଟ୍ରେନ ଗୁଜରାଟ ପାଇଁ ପ୍ରସ୍ତୁତ ହୋଇଥିବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ରିଜିଓନାଲ୍‌
Read More...

ଜିଆଇ ଟ୍ୟାଗ ମାନ୍ୟତା ପାଇବ କୁଚିଣ୍ଡାର ଲଙ୍କା, ଲିଚୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାକୁ ସାରା ଦେଶରେ ଦୀର୍ଘ ଦଶନ୍ଧି ଧରି କୁଚିଣ୍ଡା ଉପଖଣ୍ଡର ଲଙ୍କା ଓ ଲିଚୁ ଚାଷ ସ୍ୱତନ୍ତ୍ର ପରିଚୟ ଦେଇ ଆସିଛି । ଏହାକୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଦୀର୍ଘ ଦିନରୁ ଦାବି ହୋଇଆସିଛି । ହେଲେ ବର୍ତ୍ତମାନ ପ୍ରଶାସନ ଏ ଦିଗରେ ଅଣ୍ଟା ଭିଡିଛି । ଆଉ ଏ ନେଇ
Read More...

ଅବିବାହିତ ରହିବାର କାରଣ କହିଲେ ସଲମାନ୍‌

ବଲିଉଡ୍‌ର ଦବଙ୍ଗ ଖାନ ତଥା ସୁପରଷ୍ଟାର ସଲମାନ ଖାନ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ବର୍ତ୍ତମାନ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଆଣ୍ଟିମ୍: ଦି ଫାଇନାଲ୍ ଟ୍ରୁଥ୍’ ବିଷୟରେ ଆଲୋଚନା କରୁଛନ୍ତି। ସଲମାନ ଖାନଙ୍କ ବ୍ୟତୀତ ବରୁଣ ଧାୱନ ଏବଂ ଅଭିନେତ୍ରୀ ମହିମା ମାକୱାନା ଏହି ଫିଲ୍ମରେ
Read More...

ରୋନାଲ୍ଡୋଙ୍କ ରାସ୍ତାରେ ଯାଉଥିଲେ ୱାର୍ଣ୍ଣର କିନ୍ତୁ ଅଟକାଇଦେଲା ଆଇସିସି

ଦୁବାଇ : ୟୁରୋ କପ -୨୦୨୦ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ସମ୍ମୁଖରେ ରଖାଯାଇଥିବା କୋକାକୋଲାର ବୋତଲଗୁଡ଼ିକୁ ହଟାଇ ଦେଇଥିଲେ । ଏହାଦ୍ୱାରା କୋକାକୋଲା କଂପାନୀ କୋଟିକୋଟି ଟଙ୍କା କ୍ଷତି ସହିଥିଲା । ଗତକାଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପରେ ସାମ୍ବାଦିକ
Read More...

ରାଜ୍ୟ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ବୈଠକ

ଭୁବନେଶ୍ୱର: ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ର ଭବନ ଠାରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ସଭାର ଉଦ୍ଦେଶ୍ୟ ଓ
Read More...

ରାଜଧାନୀରେ ପରିବା ଦର ଆକାଶ ଛୁଆଁ, ବାଇଗଣ କିଲୋ ଏତିକି

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ନିଦ ହଜାଇଥିବା ବେଳେ ଏବେ କନ୍ଦାଉଛି ପରିବା ଦର । ପରିବା କଣିବା ପାଇଁ ଏବେ ଡରିଲେଣି ଲୋକ । କାର୍ତ୍ତିକ ମାସ ଚାଲିଥିବାରୁ ପ୍ରାୟ ସବୁ ପରିବାର ଦର ଆକାଶ ଛୁଆଁ ରହିଛି । ହେଲେ ବାଇଗଣ ଦର ପେଟ୍ରୋଲ, ଡିଜେଲ ସହ ତାଳ ଦେଇ ସେଞ୍ଚୁରୀ ମାରିବା ସହ ନୂଆ ରେକର୍ଡ
Read More...

ମର୍ମନ୍ତୁଦ ଦୁର୍ଘଟଣା,୪ ମହିଳା ମୃତ

ଭୋଜପୁର: ମର୍ଣ୍ଣିଂ ୱାକ୍‌ କରିବା ବେଳେ ୪ ଜଣ ମହିଳାଙ୍କୁ ଚକଟି ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ସମସ୍ତେ ମୃତ । ବିହାର ଭୋଜପୁରର ପୀରୋ ଥାନା ଅନ୍ତର୍ଗତ ପୀରୋ-ଜଗଦୀଶପୁର ରାଜ୍ୟ ରାଜପଥର ଦେବଚନ୍ଦ ପୋଲ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ସ୍କର୍ପିଓଟି ଘଟଣାସ୍ଥଳରୁ ଫେରାର୍‌
Read More...