Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ପୁରୀ : ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ "ମହିଳା ସ୍ବୟଂ ସହାୟକ!-->…
Read More...
Read More...
ଜିଲ୍ଲା ସ୍ତରରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ
ଗଜପତି : ଜିଲ୍ଲା ପ୍ରଶାସନ ଗଜପତି ତରଫରୁ 29.10.2021 ତାରିଖରେ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପାରଳାଖେମୁଣ୍ଡିର ସଭାଗୃହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ!-->…
Read More...
Read More...
ଭଦ୍ରକରେ ବିଜେପିର ୬ ଘଣ୍ଟିଆ ବନ୍ଦ ପାଳନ
ଭଦ୍ରକ : ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଗୋବିନ୍ଦ ସାହୁ ଗିରଫ ହୋଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯଥାଶିଘ୍ର ପଦବୀରୁ ବହିସ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ସାରା!-->…
Read More...
Read More...
କରୋନା ନେଲା ଆଉ ୪ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ନୟାଗଡ଼ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୨୯ ବୃଦ୍ଧି ପାଇଛି । ଏନେଇ!-->…
Read More...
Read More...
ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୭୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୩୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୮ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୫୬ ଜଣ!-->…
Read More...
Read More...
ବାଉଁଶୁଣୀ ଥାନା ଘେରଉ କଲା ବୌଦ୍ଧଜିଲ୍ଲା ବିଜେପି
ବୌଦ୍ଧ/ବାଉଁଶୁଣି,୨୯/୧୦- ଭାରତୀୟ ଜନତା ପାର୍ଟି ବୌଦ୍ଧଜିଲ୍ଲା ତରଫରୁ ବାଉଁଶୁଣି ଥାନା ଘେରାଉ ଓ ଦାବିପତ୍ର ପ୍ରଦାନ କରାଯାଇଛି । ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ କରିବାକୁ ଦାବୀ କରାଯାଇ ଏହି ଘେରଉ କରାଯାଇଥିଲା । ମମିତାଙ୍କ!-->…
Read More...
Read More...
ସ୍ୱଚ୍ଛତା ହିଁ ସୁସ୍ଥତା -ନବରଙ୍ଗପୁର ମହାବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ
ନବରଙ୍ଗପୁର,୨୯/୧୦- ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ସଂସ୍ଥା ଓ ନେହୁରୁ ଯୁବକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଚେତନତା ସଭାକୁ ଉଦଘାଟନ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ସ୍ୱେଚ୍ଛାସେବୀଙ୍କୁ ନିଜ!-->…
Read More...
Read More...
ସହିଦ ମାନଙ୍କୁ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଫୁଲବାଣୀ ପକ୍ଷରୁ ବାଦ୍ୟଯନ୍ତ୍ର ଦ୍ୱାରା…
ଫୁଲବାଣୀ,୨୯/୧୦- ବୀର ସହିଦ ମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଜିଲ୍ଲା ପୋଲିସ କନ୍ଧମାଳ ଫୁଲବାଣୀ ପକ୍ଷରୁ ଆଜି ଫୁଲବାଣୀ ସହରର ମାଦିକୁନ୍ଦା ଛକ ,କୋର୍ଟ ଛକ , ଗୋପବନ୍ଧୁଛକ, ଫୁଲବାଣୀ ମୁଖ୍ୟ ବଜାର ଠାରେ ପୋଲିସ ବ୍ୟାଣ୍ଡ ପାର୍ଟି ଦ୍ୱାରା କନ୍ଧମାଳ ଏସ ପି ଭିନିତ ଅଗ୍ରୱାଲଙ୍କର ନେତ୍ତୃତ୍ୱରେ!-->…
Read More...
Read More...
ପୁରୁଣାକଟକ ଥାନାରେ ବିଜେପି କର୍ମୀଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ହରଭଙ୍ଗା,୨୯/୧୦- ସାରାରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନେଇ ଚର୍ଚ୍ଚାରେ ଥିବାବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ପ୍ରତିବାଦ ଜୋରସୋର ଦେଖିବାକୁ ମିଳିଛି । ଜିଲ୍ଲାରେ ମାରାଥନ ଭାବେ ଗତକାଲି ଆଉ ଆଜି ମମିତାଙ୍କୁ ନ୍ୟାୟ ଦାବିରେ ଅନେକ କାର୍ଯ୍ୟକ୍ରମ ହୋଇଛି । ଗତକାଲି ବୌଦ୍ଧଜିଲ୍ଲା!-->…
Read More...
Read More...
ପିଲା ସାଲୁଙ୍କି ଡ୍ୟାମ ପର୍ଯ୍ୟଟନ ସ୍ଥଳୀକୁ ସଫା ସୁତୁରା କଲା ଏନୱାଇକେ ଫୁଲବାଣୀ
ଫୁଲବାଣୀ,୨୯/୧୦- କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ପିଲା ସାଲୁଙ୍କି ଡ୍ୟାମ ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ଏବଂ ମା ଇଷ୍ଟ ଦେବୀ ଯୁବ କଳା ପରିଷଦ ବଳାସକୁମ୍ପାର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି!-->…
Read More...
Read More...