Browsing Category

ରାଜ୍ୟ

ଦେବଗଡ଼ ଜିଲ୍ଲା କଳାମାଟି ଠାରେ ଖୋଲିଲା ୧୦୦ ଶଯ୍ୟାର କୋଭିଡ଼୍‌ ଡ଼ାକ୍ତରଖାନା, ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର…

ଦେବଗଡ,୩୦ା୬ : ମଙ୍ଗଳବାର ବେଦାନ୍ତ ସହଯୋଗରେ ଦେବଗଡ଼ ଜିଲ୍ଲା କଳାମାଟି ଠାରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ଼୍‌ ଡ଼ାକ୍ତରଖାନାକୁ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ସମସ୍ତେ ନିଜ ନିଜ
Read More...

ପାଇକଙ୍କ ନାମରେ ନାମିତ ରାସ୍ତା କାଗଜ ପତ୍ରରେ ସୀମିତ, ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି

ଖୋର୍ଦ୍ଧା,୩୦/୬- ଖୋର୍ଦ୍ଧା ସହର ଏକ ଐତିହାସିକ ସ୍ଥଳୀ । ଏଠାକାର ପାଇକବିଦ୍ରୋହ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର । ଦେଶ ସ୍ୱାଧିନତାର ଏନ୍ତୁଡିଶାଳ ଭାବେ ଖୋର୍ଦ୍ଧା ସହର ପରିଚିତ ହେଇଥିବାବେଳେ ଅଗଣିତ ପାଇକ ଦେଶପାଇଁ ଶହୀଦ ହୋଇଛନ୍ତି । ମାତ୍ର ସେମାନଙ୍କର ବୀରତ୍‌ôର ଗାଥା ବହନ କରିବା ନିମନ୍ତେ
Read More...

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା,୩୦/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ସାହୁଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବ ଶ୍ରୀ ସାହୁଙ୍କୁ
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଅ

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ସୁପ୍ରିମକୋର୍ଟ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଚାଲିଛନ୍ତି,ଯାହା କରୋନା ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଗତକାଲି ସୁପ୍ରିମେ କୋର୍ଟ ପ୍ରବାସୀ ଶ୍ରମିକ ଓ କେନ୍ଦ୍ର ସରକାରଙ୍କର "ୱାନ ନେସନ,ୱାନ
Read More...

ବାଉଁଶୁଣୀ ପୁଲିସ ଦ୍ବାରା କାର୍ ସହ ବ୍ୟାପକ ଗଞ୍ଜେଇ ଜବତ , ୨ ଗିରଫ

ବୌଦ୍ଧ/ବାଉଁଶୁଣୀ, ୩୦/୬ - ବୌଦ୍ଧବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ତାଲୁପାଲି ନିକଟରେ ଆଜି ସକାଳ ୬ଘଣ୍ଟା ସମୟରେ ବାଉଁଶୁଣି ପୋଲିସ ପକ୍ଷରୁ ଚଢ଼ାଉ କରି 36କେଜି ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ସୁବାଷ
Read More...

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗିଦେଲା ମାଆ, ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୩୦/୬: ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ୍ୱ ଏବେ
Read More...

ବୌଦ୍ଧ ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ ହେଲା ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକା

ବୌଦ୍ଧ,୩୦/୬-ନିମୋନିଆ ଜନିତ ଶିଶୁମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ୍‌ କନ୍‌ଜୁଗେଟ୍‌ ଟିକାକୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ୍‌ କରାଯାଇଛି । ରାଜ୍ୟସ୍ତରରେ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । ଏ
Read More...

ଜୁଲାଇ ୧୬ ଯାଏଁ ଆଂଶିକ ଲକଡାଉନ

ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ଲାଗୁଥିବା ଆଂଶିକ ଲକଡାଉନ ସରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହି ଅବସରରେ ଜୁଲାଇ ୧୬ ସକାଳ ୫ଟା ଯାଏ ଆଂଶିକ ଲକଡାଉନ ଘୋଷଣା କରାଯାଇଛି। ସଂକ୍ରମଣ କମିଥିବାରୁ କାଟେଗୋରୀ
Read More...

ହାତୀଙ୍କ ଦଳାଚକଟାରେ ଧାନତଳି ନଷ୍ଟ ଓ ଚାଷୀ ସର୍ବସ୍ୱାନ୍ତ

ସମ୍ବଲପୁର: ବର୍ତ୍ତମାନ ଖରିଫ୍‌ ଫସଲର ଆରମ୍ଭ ଧାନତଳିରୁ ହୋଇଥାଏ । ଗୋଟିଏ ପଟେ ଧାନତଳିର ଯତ୍ନ ଓ ଅନ୍ୟପଟେ ଧାନ ରୁଆ ପାଇଁ ଜମିର ପ୍ରସ୍ତୁତି, ଏହି ଦୁଇ ପ୍ରକ୍ରିୟାରେ ଚାଷୀ ବ୍ୟସ୍ତ ରୁହେ । ଏହି ଘଡିସନ୍ଧି ମୁହୁର୍ତ୍ତ ରେ ହାତୀ ଉପଦ୍ରବ ଚାଷୀଙ୍କୁ ବ୍ୟତିବ୍ୟସ୍ତ କରି ଦେଇଛି । ଏପରି
Read More...