Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନିଶା ସ୍ପ୍ରେ କରି ମହିଳାଙ୍କ ଠାରୁ ସୁନା ଲୁଟ୍
ଦାରିଙ୍ଗବାଡି, ୩୦/୪- ଦାରିଙ୍ଗବାଡି ଥାନା ସିମନବାଡି ସ୍ଥିତ ପାଟଖଣ୍ଡା ସାହିର ଜଣେ ମହିଳାଙ୍କୁ ନିଶା ଔଷଧ ସ୍ପ୍ରେ କରି ସୁନା ଅଳଙ୍କାର ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ ପାଟଖଣ୍ଡାସାହିରେ ରହୁଥିବା ନାରାୟଣ ବେହେରାଙ୍କ ଘରକୁ ବୁଧବାର ରାତି ପ୍ରାୟ ୮ଟା ସମୟରେ କିଛି!-->…
Read More...
Read More...
ବୌଦ୍ଧ: ଜିଲ୍ଲାରୁ ୫୭ କରୋନା ଆକ୍ରାନ୍ତ ଚିହ୍ନଟ, ରାମଗଡ ଗ୍ରାମରୁ ସର୍ବାଧିକ ୧୦
ବୌଦ୍ଧ,୩୦/୪- ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍ ରକ୍ସା ଗ୍ରାମ ପଞ୍ଚାୟତ ବାହାଜୋର୍ ଗ୍ରାମରୁ ୧ ଜଣ, ଚଉରିଆ ପଦର ଗ୍ରାମରୁ ୧ ଜଣ, ତାଲସରଡା!-->…
Read More...
Read More...
ରାଜ୍ୟରୁ ପୁଣି ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ, ୧୪ ମୃତ
ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା!-->…
Read More...
Read More...
ମେଧାବୀ ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ
ଜହ୍ନାପଙ୍କ,୨୯/୪- ବୌଦ୍ଧବ୍ଳକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ମେଧାବୀଛାତ୍ରୀ ଅଙ୍କିତା ନାଏକଙ୍କ ଏକ ଖବର ଶୀର୍ଷକ ‘ଅର୍ଥାଭାବରୁ ପାଠରେ ଡୋରି ବାନ୍ଧିବେ ମେଧାବୀ ଛାତ୍ରୀ 'ଖବର ପ୍ରକାଶିତ ପରେ ବୌଦ୍ଧର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରେଣ୍ଡସିଫ କ୍ଲବ ସହାୟତାର ହାତ!-->…
Read More...
Read More...
ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦ୍ୱାରା ବାଘ ଛାଲ ଜବତ୍, ଜଣେ ଗିରଫ
ବୌଦ୍ଧ,୨୯/୪ - ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାନ୍ଧନଝୁଲି ଗ୍ରାମରେ ରାଜ୍ୟ ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଚଢଉ କରାଯାଇ ଏକ ଚିତାବାଘ ଛାଲ ଜବତ କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଏ ମାମଲାରେ ମନମୁଣ୍ଡା ଥାନା ବାଦଲଗୁଡା ଗ୍ରାମର ମହେନ୍ଦ୍ର ଭଇନା ନାମକ ଜଣେ!-->…
Read More...
Read More...
ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ବରୁଣିଆ ପାଗାଡ ନିକଟରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ବଡଚଣା ପୁଲିସ । ସୂଚନାନୁଯାୟୀ ଗୁରୁବାର ସକାଳେ କିଛି ଲୋକ ଜଙ୍ଗଲରେ ଜଣେ ବ୍ୟକ୍ତିର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ବଡଚଣା ପୁଲିସକୁ ସୂଚନା!-->…
Read More...
Read More...
ହୃଦଘାତରେ ଆଇନଜୀବୀଙ୍କ ପରଲୋକ
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ଆଇନଜୀବୀ ସୁଶାନ୍ତ ମାଝୀ(୫୨)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଥିବା ଜଣାପଡିଛି ।ସଂର୍ପକିୟଙ୍କ କହିବାନୁଯାଇ ଗୁରୁବାର ସକାଳେ କୁସଙ୍ଗ ଛକରୁ ସୁଶାନ୍ତ ଚା’ ପିଇବା ପରେ ସ୍ଥାନିୟ ଲୋକମାନଙ୍କ ସହ ଥଟାମଜା ହୋଇଥିଲେ ।!-->…
Read More...
Read More...
ଟିକା ନେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ହେଲେ କରୋନା ପଜିଟିଭ
ଜୟପୁର : ରାଜସ୍ଥାନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ଗୁରୁବାର ସୋସିଆଲ ମିଡିଆରେ ଗେହଲୋଟ୍ ନିଜେ ଏହା ଜଣାଇଛନ୍ତି । ସେ ଲେଖିଛନ୍ତି, 'ଆଜି କୋଭିଡ ପରୀକ୍ଷା କରିବା ପରେ ମୋର ରିପୋର୍ଟ ମଧ୍ୟ!-->…
Read More...
Read More...
ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ହଡପ ଅଭିଯୋଗ
ବୌଦ୍ଧ,୨୯/୪- ବୌଦ୍ଧବ୍ଲକ୍ ବଢିଗାଁ ଗ୍ରାମ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ହରିଶ୍ଚନ୍ଦ୍ର ଯୋଜନାର ୨ ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମର ଜେମାମଣି ସାହୁ (୭୧) ଗତ ତା ୮. ୮. ୨୦୨୦ ରେ ମୃତ୍ୟୁବରଣ କରିଥିଲେ । ଶବ ସଂସ୍କାର ପାଇଁ!-->…
Read More...
Read More...
ରାଜ୍ୟରେ ସାମାନ୍ୟ କମିଲା ଦୈନିକ ସଂକ୍ରମଣ ସଂଖ୍ୟା, ବଢିଲା ମୃତକଙ୍କ ସଂଖ୍ୟା
ଭୁବନେଶ୍ୱର ୨୯ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍!-->…
Read More...
Read More...