Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଉଁଶୁଣୀ ଥାନା ଅଞ୍ଚଳରେ ବ୍ୟାପକ ଜୁଆ ଖେଳ !
ବୌଦ୍ଧ/ବାଉଁଶୁଣୀ,୨/୪- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ବ୍ୟାପକ ଜୁଆ ଖେଳ ଚାଲିଥିବା ଦେଖିବାକୁ ମିଳିଛି l ଜୁଆ ଖେଳର ମୁଖ୍ୟ ପେଣ୍ଠସ୍ଥଳୀ ପାଲଟିଛି ଅଁଳାପାଲି ଅଞ୍ଚଳ l ଘୁଡ଼ୁଘୁଡ଼ି ପଟି ମାଧ୍ୟମରେ କେତେକ ଜୁଆ ଖେଳାଳୀ ଦିନ ରାତି ଜୁଆ ଖେଳର ପସରା ମେଲି ଖେଲାଉ!-->!-->!-->…
Read More...
Read More...
ଅଗ୍ନିକାଣ୍ଡ ଘଟି 3 ବଖରା ଭସ୍ମୀଭୂତ, ସହାୟତା ଦାବି
ବୋୖଦ୍ଧ/ବାଉଁଶୁଣୀ,୨/୪ -ବୌଦ୍ଧ ବ୍ଲକ୍ ଆମ୍ବଝରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବବଡା ଗ୍ରାମର ସର୍ଗିବଦଲା ସାହିରେ ନିଆଁ ଲାଗି ପରିକ୍ଷିତ ପ୍ରଧାନଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଂକାର ବିଭିନ୍ନ ଅସବାଵ ପତ୍ର ପୋଡ଼ିନଷ୍ଟ ହୋଇଯାଇଛି । ଧାନ, ଚାଉଳ,ସୁନା ରୂପl,!-->…
Read More...
Read More...
ନିଆଁ ଲାଗି ରାସ୍ତା କଡରେ ଜଳିଗଲା କାର
ବୌଦ୍ଧ,୨/୪- ଆଜି ସକାଳେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର କପାସିରା ଛକ ନିକଟ ରାସ୍ତା କଡରେ ଗୋଟିଏ ଇଣ୍ଡିଗୋ ସିଏସ କାରରେ ନିଆଁ ଲାଗି ଜଳୁଥିବା ଦେଖିବାକୁ ମିଳିଥିଲା l ଲୋକେ ଦମକଳ ବାହିନୀକୁ ଖବର୍ ଦେବା ପରେ ନିଆଁକୁ ଆୟତ୍ତ କରା ଯାଇଥିଲା l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ!-->…
Read More...
Read More...
ଦଣ୍ଡ ଯାତ୍ରା ଯୋଗୁଁ ଗାଆଁ ଗାଆଁରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମାହୋଲ
ବୌଦ୍ଧ,୧/୪ - ବୌଦ୍ଧ ହେଉଛି ଦଣ୍ଡ ଯାତ୍ରାର ଉତ୍ପତିସ୍ଥଳ l ପଣା ସଂକ୍ରାନ୍ତିର 21, 16 କିମ୍ବା 13 ଦିନ ପୂର୍ବରୁ ବିଭିନ୍ନ ଶୈବ ପୀଠରୁ ଦଣ୍ଡଯାତ୍ରା ଦଳମାନେ ବାହାରି ପଣା ସଂକ୍ରାନ୍ତି ଦିନ ଯାତ୍ରାର ଉଦଯାପନ କରିଥାଆନ୍ତି l ଗତବର୍ଷ ଲକ ଡାଉନ ଯୋଗୁଁ ଦଣ୍ଡଯାତ୍ରା ବନ୍ଦ ରହିଥିବା ବେଳେ!-->!-->!-->…
Read More...
Read More...
ନିଆଁ ଲାଗି 16 ବଖରା ଘର ଭସ୍ମୀଭୂତ
ବୌଦ୍ଧ,୩୧/୩- ବୈାଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତ ବୁଟୁମୁଣ୍ଡା ଗ୍ରାମରେ ଆଜି ଅପରାନ୍ହରେ ଅଗ୍ନିକାଣ୍ଡ ଘଟି 10 ଟି ପରିବାରର 16 ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 1 ଘଣ୍ଟା ସମୟରେ କଣ୍ଟାମାଳ!-->!-->!-->…
Read More...
Read More...
ରେବିଙ୍ଗିଆ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣା, ୩ ହତ୍ୟାକାରୀଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ
ବାଲିଗୁଡ଼ା,୩୧/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ କୁଟିଗୁଡ଼ା ଗ୍ରାମର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିଲେ ହତ୍ୟାକାରୀ । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ତିନିଜଣ ଅଭିଯୁକ୍ତ ମୃତକଙ୍କ!-->…
Read More...
Read More...
ନିଆଁଲାଗି ଦୁଇ ବଖରା ଭସ୍ମୀଭୂତ
ବୌଦ୍ଧ/ଜହ୍ନାପଙ୍କ,୩୧/୩- ବୌଦ୍ଧବ୍ଳକ ବଢ଼ିଗାଁର ହିମାଂଶୁ ସ୍ୱାଇଁଙ୍କ ଘରେ ଆଜି ସକାଳ ପ୍ରାୟ ସାଢେ ସାତଟାରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଏହି ଘରକୁ ସେ ବରୁଣ ସ୍ୱାଇଁଙ୍କୁ ଭଡାରେ ଦେଇଥିଲେ ଏବଂ ସେ କୁକୁଡ଼ା ବ୍ୟବସାୟ କରୁଥିଲେ । ଏହି!-->…
Read More...
Read More...
ବୌଦ୍ଧ ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ
ବୌଦ୍ଧ,୩୧/୩- ବୌଦ୍ଧଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା, ଯୁବ ବିଜେପି ନେତା ଲୋକନାଥ ପ୍ରଧାନ, କରୋନା ଯୋଦ୍ଧା ବିଶ୍ୱନାଥ!-->…
Read More...
Read More...
କଣ୍ଟାମାଳ ରେଞ୍ଜ ଅଞ୍ଚଳରୁ ବାରହା ମାଂସ ଜବତ, ଦୁଇ ଗିରଫ
ବୌଦ୍ଧ,୩୧/୩ - ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ବଢ଼ିବାରେ ଲାଗିଛି ।ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଥିବା ଦେଖିବlକୁ ମିଳୁଛି। ନିକଟରେ କଣ୍ଟାମାଳ ବନବିଭାଗ କର୍ମଚାରୀ ସେଭଳି ଶିକାର କରିଥିବା ପ୍ରାୟ ପାଞ୍ଚ କିଲୋ ବାରାହା ମାଂସ ଜବତ କରିବା ସହ!-->…
Read More...
Read More...
ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ, ମରାମତି ଦାବି
ବୌଦ୍ଧ,୩୧/୩ - ବୌଦ୍ଧବ୍ଲକ୍ ତେଲିବନ୍ଧ ଗ୍ରାମ ପଂଚାୟତର ତେଲିବନ୍ଧ ଛକରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ବହୁଦିନ ଧରି ଅଚଳ ହୋଇ ପଡିରହିଥିବା ଦେଖିବାକୁ ମିଳିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ଅନୁଦାନରେ ୨ ଲକ୍ଷ ୪୦ ହଜାର ଟଙ୍କାରେ!-->…
Read More...
Read More...