Browsing Category

ରାଜ୍ୟ

ରାଜଶ୍ରୀ କ୍ଲବ ଫୋର୍ ୱେ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ

ଦେବଗଡ଼ : ଦେବଗଡ଼ ପୌରାଂଚଳ ଅନ୍ତର୍ଗତ ରଜାମୁଣ୍ଡା ଜୟଶ୍ରୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଫୋର ୱେ କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଂଟରେ ଶିବଶକ୍ତି ଓ ବ୍ରଦର୍ସ ଏକାଦଶଙ୍କ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଶିବଶକ୍ତି ଦଳ ଟସ ପାଇ ପ୍ରଥମେ ବ୍ୟାଟିଂ କରି
Read More...

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ସି.ଇ.ଓଙ୍କ ଆସ୍କାକୁ ବଦଳି

ବୌଦ୍ଧ,୨୨/୧- ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସୁରେନ୍ଦ୍ର କୁମାର ପ୍ରଧାନ ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଥିବା ଆସ୍କା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃକୁ ବଦଳି ଆଦେଶ ହୋଇଥିବା ଜଣାପଡିଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଲିଃ କ୍ୟାଡରର
Read More...

ଗଞ୍ଜେଇ ଭର୍ତ୍ତି କାର୍‌ ଦୁର୍ଘଟଣାଗ୍ରସ୍ତ: ୮୭କେଜି ୧୦୦ଗ୍ରାମ୍‌ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ

ବାଲିଗୁଡ଼ା,୨୨/୧- ଭାରସାମ୍ୟ ହରାଇ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗଞ୍ଜେଇ ଭର୍ତ୍ତି ୱାଗନର୍‌ କାର୍‌ । ସୂଚନା ପ୍ରକାରେ ବାଲିଗୁଡ଼ା ଅଞ୍ଚଳରୁ କ.ନୂଆଗାଁ ଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା କ.ନୂଆଗାଁ
Read More...

ଦୁଃଖଦ ଖବର୍ : ବସ୍ ଚକ ତଳେ ଚାଲିଗଲା ଯାତ୍ରୀଙ୍କ ଜୀବନ

ବୌଦ୍ଧ,୨୨/୧ - ଆଜି ସକାଳେ କଣ୍ଟାମାଳ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି l ବସରେ ଚଢିବା ବେଳେ ଗୋଡ ଖସି ପଡି ଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲି ଯିବାରୁ ଘଟଣା ସ୍ଥଳରେ ବ୍ୟକ୍ତିଜଣକ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଠାରୁ ଫୁଲବାଣୀ
Read More...

ବାଇକକୁ ଧକ୍କା ଦେଲା ହାଇୱା, ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ,୨୧/୧- ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଗଜରାଜପୁର୍ ନିକଟରେ ଗୋଟିଏ ବାଇକକୁ ଏକ ହାଇୱା ଧକ୍କା ଦେବା ଫଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ 7 ଘଣ୍ଟା
Read More...

ପୁଣି ମାନବିକତା ର ପରିଚୟ ଦେଲା ସେବା ଚେରିଟେବୁଲ ଟ୍ରଷ୍ଟ

ପାଟଣାଗଡ,୨୧/୧଼- ପାଟଣାଗଡ଼ ଥାନା ଅନ୍ତର୍ଗତ ଗଏଲମରା ଗ୍ରାମରେ ଗତକାଲି ରାତିରେ ମାୟାବର୍‌ହା ଗ୍ରାମର ଜଣେ ବ୍ୟକ୍ତି ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏ ବିଷୟରେ ଗ୍ରାମର ଭଦ୍ରବ୍ୟକ୍ତି ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରୁ ଶବ ଉଦ୍ଧାର କରି
Read More...

ଅବକାରୀ ବିଭାଗ ପକ୍ଷରୁ ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ,୨୧/୧-ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ୍ବଝରୀ ପଞ୍ଚାୟତ ଧାନବଳସ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ଜମିରେ ୧୮ ଏକର ଜାଗା ଉପରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ କୋଟି ୪୦ ଲକ୍ଷ ହେବ
Read More...

ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

ବୌଦ୍ଧ/ବାଉଁଶୁଣୀ,୨୧/୧- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଠାରେ ଥିବା ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଡକ ସୁରକ୍ଷା ମାସ ଅବସରରେ ଆଜି ବାଉଁଶୁଣୀ ଠାରେ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ମା ମାହେଶ୍ୱରୀ ଉଚ୍ଚ
Read More...

ଅବସରପ୍ରାପ୍ତ ଅଡ଼ିଟରଙ୍କ ପରଲୋକ

ଜହ୍ନ।ପଙ୍କ,୨୧/୧;ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ବାସିନ୍ଦା ଶଙ୍କର କର୍ଣ (୬୫)ଙ୍କ ଆଜି ଭୁବନେଶ୍ୱର ଏମସରେ ପରଲୋକ ହୋଇଯାଇଛି।ମୃତ୍ୟୁବେଳେ ତାଙ୍କ ବଡ଼ପୁଅ ଅମିତ ଓ ଅଜୟ ଉପସ୍ଥିତ ଥିଲେ।ସେ ଦୀର୍ଘ ଦିନ ହେଲା ଅସୁସ୍ଥଥିଲେ।ବୁଧବାର ତାଙ୍କୁ ଭୁବନେଶ୍ୱର ଏମସକୁ
Read More...

ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସ ।ହନ ରାଶି ପ୍ରଦାନ

ପାରଳାଖେମୁଣ୍ଡି,୨୧/୧- ଗତ ୧୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିବା ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲେ । ଏହି ସମୟରେ ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ଯୋଗାଇ ଆସୁଥିଲା । ନାବାଳିକାଟିକୁ ୧୮ ବର୍ଷ
Read More...