Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସମଗ୍ର ଦେବଗଡ଼ ଜିଲା ବିକାଶ ମଞ୍ଚ ଆନୁକୁଲ୍ୟରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ
ଦେବଗଡ଼ : ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ଦେବଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ଭାବରେ ୨୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମଂଚର ସଭାପତି ସୁଧିର କୁମାର ବ୍ରହ୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ଚମ୍ପକେଶ୍ୱର ମନ୍ଦିର ପ୍ରାଙ୍ଗଣାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ!-->…
Read More...
Read More...
ଚାରି ଦିନ ହେଲା ନିଖୋଜ ବ୍ୟକ୍ତିଙ୍କ ମିଳିନି ପତ୍ତା, ଜଣେ ଅଟକ
ବୌଦ୍ଧ,୨/୧ - ଗତ ଡିସେମ୍ବର୍ 30 ତାରିଖ ସନ୍ଧ୍ୟାରୁ ବୌଦ୍ଧ ସହର 11 ନମ୍ବର୍ ୱାର୍ଡ ରାଜନପାଲିର ଅଗସ୍ତି ମହାକୁଡ (49 ବର୍ଷ) ନିଖୋଜ ଥିବା ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗତ ବୁଧବାର ସନ୍ଧ୍ୟାରେ ରାଜନପାଲି ନିଜ ଘରୁ ଅଗସ୍ତି ବୁଲାବୁଲି କରିବାକୁ!-->!-->!-->…
Read More...
Read More...
ବଡ଼କୁଶଙ୍ଗ ଗ୍ରାମରେ ମା ସନ୍ତୋଷୀ ମହାପୁରାଣ ପାରାୟଣ
ବୌଦ୍ଧ,୧/୧- କଣ୍ଟାମାଳ ବ୍ଲକ ବଡ଼ କୁଶଙ୍ଗ ଗ୍ରାମରେ ଥିବା ଶ୍ରୀ ଶ୍ରୀ ମା ସନ୍ତୋଷୀ ଦେବୀଙ୍କ ମନ୍ଦିରରେ ଆଜି ପବିତ୍ର ଶୁକ୍ରବାରରେ ମା ସନ୍ତୋଷୀ ଦେବୀଙ୍କ ପାରାୟଣ ଅନୁଷ୍ଠିତ ହୋଇ ଯାଇଛି | ପାରାୟଣରେ ବ୍ୟାସ ଭାବେ ସୁଶାନ୍ତ ହୋତା ମା ସନ୍ତୋଷୀ ମହାପୁରାଣ ପଠନ କରିଥିଲେ | ମନ୍ଦିରର ପୂଜକ!-->…
Read More...
Read More...
ଲୁହାରେକ୍ ଖସି କନେଷ୍ଟବଳ ମୃତ
ବୌଦ୍ଧ,୧/୧ - ନୂତନ ବର୍ଷରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ.ଭି.ଏମ. ଷ୍ଟ୍ରଙ୍ଗ ରୁମରେ କାର୍ଯ୍ୟରତ ଜଣେ ଯବାନଙ୍କ ଉପରେ ଗୋଟିଏ ଲୁହା ରେକ୍ ମାଡି ବସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଇ.ଭି.ଏମ.!-->…
Read More...
Read More...
ସରକାରଙ୍କ ନିୟମକୁ ଅବମାନନା ଘରୋଇ ରିସୋର୍ଟରେ ପାଳନ ହେଲା ଜିରୋନାଇଟ୍ ସେଲିବ୍ରେସନ୍
ବାଲିଗୁଡ଼ା/ଦାରିଙ୍ଗବାଡ଼ି,୧/୧: ରାଜ୍ୟ ସରକାର କରୋନା କଟକଣା ପାଇଁ ସାରା ରାଜ୍ୟରେ ଜାକଜମକରେ ଜିରୋ ନାଇଟ ପାଳନ ନକରି ଘରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଦାରିଙ୍ଗବାଡ଼ି ବ୍ଲକ୍ କିରୀକୁଟି ଠାରେ ଥିବା ପାନାସିଆ ଇକୋ ରିସର୍ଟ ଯାହା ଏମୁ ପକ୍ଷୀ ପାର୍କ ଭାବରେ ଜଣାଶୁଣା । ସେଠାରେ!-->…
Read More...
Read More...
ଦୁଃଖୁଙ୍କ ଶବସତ୍କାର କଲେ ସତ୍ୟ ସାଇ ସେବା ସଂସ୍ଥାର ସ୍ୱେଚ୍ଛାସେବୀ
ବୌଦ୍ଧ,୩୧/୧୨ - ଦୁଃଖୁ ମହାଲିକ ଦେଉଳି (ମନମୁଣ୍ଡା) ଅଂଚଳର ଜଣାଶୁଣା ନାଁ ଟିଏ l ଦୁଃଖୁର ଘର କେଉଁଠି କାହାକୁ ଜଣା ନାହିଁ କିନ୍ତୁ ଦୀର୍ଘ ୧୫ ବର୍ଷ ହେଵ ଦେଉଳି ଅଂଚଳରେ ରହି ବିଭିନ୍ନ ଲୋକ,ଅଫିସରଙ୍କ ଘରେ ଓ ହୋଟେଲ ମାନଙ୍କରେ ପିଇବା ପାଣି ଯୋଗାଇ ଦେଇ ଲୋକଙ୍କ ଜଳ କଷ୍ଟ ଦୁର କରୁଥିବାରୁ!-->…
Read More...
Read More...
ନାରାୟଣ ମେମୋରିଆଲ ଫୁଟବଲ ମ୍ୟାଚ ଉଦଘାଟିତ
ଖପ୍ରାଖୋଲ,୩୦/୧୨- ବେଲପଡା ବ୍ଲକ ସୁଲେକେଲା ଗ୍ରା:ପ:ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ମା ଗହନ୍ତେନ ବୁଢ଼ୀ ଫୁଟବଲ କ୍ଲବ ଆନୁକୂଲ୍ୟରେ ତ୍ରି ଦିବସୀୟ ନାରାୟଣ ମେମୋରିଆଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜି ପୁଲ ବି ର ବାହାବଲ,!-->…
Read More...
Read More...
ମର୍ଜାକୁଦରେ ମା ସତୀକନ୍ୟାଙ୍କ ଚୁଡାଖାଇ ଯାତ୍ରା ଅନୁଷ୍ଠିତ
ବୌଦ୍ଧ,୩୦/୧୨- କରୋନା କଟକଣା ମଧ୍ୟରେ ଆଜି ମାର୍ଗଶିର ପୁର୍ଣ୍ଣିମା ଅବସରରେ ବୌଦ୍ଧ ସହର ମହାନଦୀ ମଧ୍ୟରେ ଅବସ୍ଥିତ ମର୍ଜାକୁଦରେ ମା ସତୀକନ୍ୟାଙ୍କ ପୀଠରେ ପବିତ୍ର ଚୁଡାଖାଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଆଜି ଅପରାହ୍ନରେ ପୁରୁଷ ଓ ମହିଳା ମାନେ ଭୋଗରାଗ ଧରି ମାଆଙ୍କ ଛତ୍ରକୁ!-->!-->!-->…
Read More...
Read More...
ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ
ବୌଦ୍ଧ,୩୦/୧୨ - ବିଜେପିର ମଣ୍ଡଳ ନମ୍ଵର୍ ୯ ହରଭଙ୍ଗାର କର୍ମୀ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଶ୍ରୀ ତପନ ଡାଙ୍ଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ବିପ୍ର ଚରଣ ମହାନ୍ତି ଜିଲ୍ଲା!-->…
Read More...
Read More...
ବୌଦ୍ଧ : ଆଜି ପୁଣି 3 ଜଣ କରୋନା ଆକ୍ରାନ୍ତ ଚିନ୍ହଟ
ବୌଦ୍ଧ,୩୦/୧୨- ଆଜି ପୁଣି ଜିଲ୍ଲାରେ 3 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 3ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2775 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ!-->!-->!-->…
Read More...
Read More...