Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଚିହ୍ନଟ ହେଲେ ୧୪୭୦ କରୋନା ପଜିଟିଭ୍
ଭୁବନେଶ୍ବର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୪୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୦୧୧୬ରେ ପହଞ୍ଚିଛି । ଏନେଇ!-->…
Read More...
Read More...
ଶିକ୍ଷାଧିକାରୀ ସନାତନ ଗାଆଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ପୁରୁଣାକଟକ କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ସନାତନ ଗାଆଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ରେ ବର୍ତ୍ତମାନର ବିଇଓ ଧ୍ରୁବ ଚରଣ!-->…
Read More...
Read More...
ପ୍ରବାସୀଙ୍କୁ ମିଳିଲାନି କାମ ରାଜ୍ୟ ବାହାରକୁ ଯାଉଛନ୍ତି ପ୍ରବାସୀ
ଦାରିଙ୍ଗବାଡ଼ି,୩୧/୧୦: ମହାମାରୀ କରୋନା ସମୟରେ ନିଜ ନିଜ ଗାଁ କୁ ଫେରିଥିବା ପ୍ରବାସୀ ନିଜ ଅଂଚଳରେ କାମ ନପାଇ ପୁଣି କାମ କରିବା ପାଇଁ ବାହାରରାଜ୍ୟ କୁ ଯାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ କାମ ଦେବାରେ ଫେଲ ହୋଇଥିବା ଯୋଗୁଁ ପ୍ରବାସୀ ପୁଣି ନିଜର ପରିବାର କୁ ପ୍ରତିପୋଷଣ!-->…
Read More...
Read More...
ଗୋରୁ ଗୁହାଳ ନିର୍ମାଣ ନାମରେ ବ୍ୟାପକ ମନରେଗା ଅର୍ଥ ହେରଫେର୍
ବୌଦ୍ଧ,୩୧/୧୦ - ଜିଲ୍ଲାରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗୋରୁଗୁହାଳ ନିର୍ମାଣ ପାଇଁ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି l ଶ୍ରମିକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟ ହୋଇଥିବାବେଳେ!-->!-->!-->…
Read More...
Read More...
ଭାଲୁ ଆକ୍ରମଣରେ ଧାନବିଲ ଜଗିଥିବା ଚାଷୀ ଗୁରୁତର
ବୌଦ୍ଧ,୩୧/୧୦ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଗ୍ରାମ ପଂଚାୟତ ଡାକପଦର ଗ୍ରାମରେ ନିଜ ଧାନ ବିଲ ଜଗିଥିବା ଜଣେ ଚାଷୀ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଡାକ ପଦର ଗ୍ରାମର ଚମ୍ପେଶ୍ୱର ଜାନୀ (55)!-->!-->!-->…
Read More...
Read More...
2 ମାସର ଚାଉଳ ହଡ଼ପ ଅଭିଯୋଗ
ବୌଦ୍ଧ /ବାଉଁଶୁଣି - ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ପଂଚାୟତର 70 ରୁ ଅଧିକ ଖାଉଟି କାର୍ଡଧାରୀ ହିତାଧିକାରୀଙ୍କ 2 ମାସର ଚାଉଳ ହଡ଼ପ ଅଭିଯୋଗ ହୋଇଛି | ଗତକାଲି ଓ ଆଜି ଚାଉଳ ପାଇନଥିବା ଖାଉଟି ମାନେ ଏହାର ପ୍ରତିବାଦ କରି ସରପଞ୍ଚଙ୍କ ସ୍ବାମୀ ରବି ଖତୁଆଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ!-->!-->!-->…
Read More...
Read More...
ପ୍ରବୀଣ ତୁମେ ଗଲା ପରେ… ସ୍ମରଣିକା ଉନ୍ମୋଚିତ
ପାରଳାଖେମୁଣ୍ଡି,୩୦/୧୦- ବିଶିଷ୍ଟ ନାଟ୍ୟକାର ମଞ୍ଚ ନିର୍ଦ୍ଦେଶକ କଳାକାର ପ୍ରବୀଣ ପଣ୍ଡା ଙ୍କ ସ୍ମୁତି ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡିର କରଣ ସାହି ସ୍ଥିତ ବିଜୟ କ୍ଲବ ପରିସରରେ ସ୍ମରଣିକା ଉନ୍ମଚିତ ହୋଇଯାଇଛି। ସ୍ବର୍ଗତ ପ୍ରବୀଣ ପଣ୍ଡା ଏକାଧାରରେ ଜଣେ ମଞ୍ଚ କଳାକାର, ନିର୍ଦ୍ଦେଶକ,!-->…
Read More...
Read More...
ବlଉଁଶୁଣି ଛକରେ ଗଜଲକ୍ଷ୍ମୀ ପୂଜା
ବୌଦ୍ଧ /ବାଉଁଶୁଣି - ବୌଦ୍ଧ ବ୍ଲକ୍ ବlଉଁଶୁଣି ଛକରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି l ଆଜି ଅନୁଷ୍ଠିତ ପୂଜାରେ ଦେବାଶିଷ ନେପାକ୍ କର୍ତ୍ତା ଭାବରେ ବସିଥିବା ବେଳେ ପୂଜକ ଭାବରେ ସଚିବ ପୁରୋହିତ ପୁଜାକାର୍ଯ୍ୟ ପରିଚାଳନା କରିଥିଲେ | ମା ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ରମେଶ!-->…
Read More...
Read More...
କନ୍ଧମାଳରେ ଆଜି ପୁଣି ୨୪କରୋନା ପଜିଟିଭ ଚିହ୍ନଟ
କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି କନ୍ଧମାଳ ରେ ପୁଣି ୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୫୬୩୭ ରେ ପହଂଚିଛି।ସେଥିରୁ ଆଜି ପର୍ଯ୍ୟନ୍ତ ୫୪୬୦ ଜଣ ସୁସ୍ଥ ହୋଇ ସେମାନଙ୍କ ର!-->…
Read More...
Read More...
ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣି ବ୍ଳକରୁ ୪ ଜଣ ପାରଳା ପୌର ପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ କୋଭିଡ!-->…
Read More...
Read More...