Browsing Category

ରାଜ୍ୟ

ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି

କ.ନୂଆଗାଁ : ପୁଲିସ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ କରୋନା ଯୋଦ୍ଧା ଭାବେ ଅଭିନନ୍ଦନ ଜଣାଇଲେ ବିଜେପି କ.ନୂଆଗାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସମଗ୍‌ର ଦେଶ କରୋନା ବିରୁଦ୍ଧରେ ଲଢେଇ ପାଇଁ ଏକଜୁଟ ହୋଇଛନ୍ତି । ଏହି ସଂକଟପୂର୍ଣ୍ଣ ପରିସ୍ଥିତିରେ କରୋନା ବିରୁଦ୍ଧରେ
Read More...

ତମିଆଁ-ମୁନ୍ଦଲସର ବ୍ରିଜ ଭୁଶିଡିବା ଘଟଣା : ତଦନ୍ତ କଲେ ଦୁଇ ଅଧିକାରୀ

ପାଟଣାଗଡ: ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ-ମୁନ୍ଦଲସର ସୁକତେଲ ବ୍ରିଜ ବୁଧବାର ମରାମତି ବେଳେ ଭାଙ୍ଗି ପଡିଥିଲା । ବ୍ରିଜ ତଳେ ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତିରେ ହୋଇଛନ୍ତି । ଏହି ବ୍ରିଜ୍ ଭୁଶୁଡି ପଡିବାରୁ ଆଜି
Read More...

ଲକଡାଉନ ଉଠିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ ଓଡିଶା ଆଗମନ : ରାଜ୍ୟବାସୀଙ୍କ ମନରେ ସଂକ୍ରମଣର ଭୟ !

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ ବାର୍ତ୍ତା ଜାରି କରି ପ୍ରବାସୀ ଓଡିଆମାନଙ୍କର ଆଗମନ ପରେ ରାଜ୍ୟରେ ସଂକ୍ରମଣର ବୃଦ୍ଧି ନେଇ ସୂଚନା ଦେଇଥିଲେ । ତେବେ ସେଥିପାଇଁ ଆମେ ଡରିବା ନାହିଁ, ସତର୍କ ହେବା ବୋଲି ମଧ୍ୟ ପରାମର୍ଶ ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଲକଡାଉନ
Read More...

ୟୁଜିସି ଗାଇଡଲାଇନର ତର୍ଜମା ହେବ

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ବିଶ୍ୱବିଦ୍ୟାଳୟସ୍ତରଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରହିଛି । କେତେକ ବିଦ୍ୟାଳୟର ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ପ୍ରକାଶ କରାଯାଇନାହିଁ । ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପରୀକ୍ଷା ଓ ପ୍ରବେଶିକା
Read More...

କୋଭିଡ-୧୯ ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥକୁ ଦାନ କଲେ ଦୁଇଭଉଣୀ

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାରତରେ ମଧ୍ୟ ତା'ର କାୟାବିସ୍ତାର କରିଚାଲିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟରେ ମଧ୍ୟ ଆଜି ସୁଦ୍ଧା ୧୨୮ତମ ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ଘଡିସନ୍ଧି ମୁହୂର୍ତ୍ତରେ
Read More...

ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ୨ଘଣ୍ଟିଆ ତୋଫାନୀ ଗସ୍ତ : ସମ୍ବଲପୁର ପୁଲିସ ପ୍ରଶାସନିକ କାର୍ଯ୍ୟନେଇ ସନ୍ତୁଷ୍ଟ

ସମ୍ବଲପୁର:ଓଡିଶା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଏକ ତୋଫାନୀ ଗସ୍ତରେ ସମ୍ବଲପୁର ପହଞ୍ଚି ଦୁଇଘଣ୍ଟାରେ ସ୍ଥାନୀୟ ସ୍ଥିତି ଅନୁଧ୍ୟାନ କରି ଫେରିଯାଇଛନ୍ତି । ଗସ୍ତର ଶେଷ ପର୍ଯ୍ୟାୟରେସେ ସ୍ଥାନୀୟ ପୁଲିସ ଡିଆଇଜି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ
Read More...

ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ

ବୌଦ୍ଧ: କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ତରଫରୁ ପ୍ରଦତ୍ତ ଶୁଖିଲା ଖାଦ୍ୟଗୁଡିକୁ ବିଭିନ୍ନ ସେବାଶ୍ରମରେ ଅନ୍ତେବାସୀମାନଙ୍କୁ ବଣ୍ଟନ କରାଯାଇଛି । ଆଜି ଏହି ଖାଦ୍ୟବଣ୍ଟନ କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ତଥା ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଯୋଗଦେଇ ଅନ୍ତେବାସୀମାନଙ୍କୁ ନିଜ
Read More...

ପ୍ରବାସୀ ଶ୍ରମିକ : କେତେବେଳେ କ’ଣ କ’ଣ ଖାଇବେ ମାର୍ଗଦର୍ଶୀକ ଜାରି

ବୌଦ୍ଧ: ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଶ୍ରମିକମାନଙ୍କୁ ନିଜଘରକୁ ଫେରାଇ ଆଣିବାପାଇଁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କାର୍ଯ୍ୟଚାଲିଛି । ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ୧୪ଦିନ ପାଇଁ ନିଜନିଜ ଅଞ୍ଚଳରେ ଖୋଲାଯାଇଥିବା ଅସ୍ଥାୟୀ
Read More...